Latest Odisha News

BREAKING NEWS

Yearly Archives

2022

ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି: ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା

ତାତିରୁ ମିଳିଲା ତ୍ରାହି । ଗତକାଲି ପ୍ରବଳ ଖରା ହୋଇଥିବାବେଳେ ଆଜି ସକାଳୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବାଲେଶ୍ୱର ଭଳି ଏକାଧିକ ସହରରେ ବର୍ଷା ହେଉଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, କାଳବୈଶାଖୀ ପ୍ରଭାବ ଦ୍ୱାରା ରାଜ୍ୟରେ ବର୍ଷା…

ଝାରସୁଗୁଡା ଶୁଖାସୋଡ଼ାରେ ଉଚ୍ଛୁଳା ପାଣି ବଦଳରେ ବାଲି, ମରିଯିବ କି ମହାନଦୀ ?

ଭୁବନେଶ୍ୱର: ଖରା ଦିନରେ ଓଡିଶା ପଟରେ ମହାନଦୀ ଶୁଖିଲା ପଡିଛି । ଅଣ ମୌସୁମୀ ସମୟରେ ମହାନଦୀରେ ଯେଉଁ ଜଳ ପ୍ରବାହ ରହିବା କଥା, ତାହା ନ ରହିବା ଚିନ୍ତାଜନକ ବିଷୟ । ଝାରସୁଗୁଡା ଜିଲ୍ଲା ଶୁଖାସୋଡ଼ାରେ ମରୁଭୂମିର ଚିତ୍ର ସାମ୍ନାକୁ ଆସିବାପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା…

ସାଂସଦ ଅନୁଭବ ମହାନ୍ତି କହିଲେ କାହିଁକି ସେ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେଲେ

ଭୁବନେଶ୍ୱର: ଅଭିନେତ୍ରୀ ତଥା ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କାହିଁକି ଛାଡ଼ପତ୍ର ଦେବାକୁ ଆବେଦନ କଲେ ସେ ନେଇ ଶନିବାର ଦ୍ୱିତୀୟ ଭିଡିଓ ଜାରି କରି ସାଂସଦ ଅନୁଭବ ମହାନ୍ତି କହିଛନ୍ତି। ଅନୁଭବ ଭିଡିଓ ଜାରି କହିଛନ୍ତି ଯେ ବର୍ଷାଙ୍କୁ ସେ ପ୍ରେମ କରୁଥିଲେ। 2014 ଫେବୃଆରୀ 8 ତାରିଖରେ ବିବାହ…

ସେମାନଙ୍କ ପାଇଁ, ଯେଉଁମାନେ ପଢ଼ନ୍ତି ନାହିଁ

ମୂଳ ଇଂରାଜୀ : ସତ୍ୟା ଶରଣ  ଆମେ କିଛି ମହଲରେ ଚର୍ଚ୍ଚା ହେବାର ଶୁଣୁ ଯେ ଆଜିକାଲି ବହି ପଢିବାର ଅଭ୍ଯାସ କମିଆସିଲାଣି। ଆମେମାନେ ହୁଏତ ବର୍ଷ ବର୍ଷ ଧରି ଅସରନ୍ତି ବହି ପଢି ଆସିଛେ; କିନ୍ତୁ ଆମ ପିଲାମାନେ ସେହି ଧାରାର ନୁହନ୍ତି। ଦିନ ଆସିବ, ଯେତେବେଳେ ସେମାନଙ୍କ ନିଜ ପିଲାମାନେ ବି ବଡ଼…

ଶିଶୁ କବିତା : ବଗ   

ପ୍ରତିଭା ସାହୁ  ଧୋବ ଫର ଫର ଦେହଟି ତୋର ନାଆଁଟି ଅଟଇ ବଗ ଦଳଦଳ ହୋଇ  ଉଡିଯାଅ ତୁମେ ସଭିଏଁ  ଗୋଟିଏ  ଦିଗ। ଲମ୍ଵାଳିଆ ବେକ ସୁନ୍ଦର ଦିଶ୍ଇ ଲମ୍ବା  ଥଣ୍ଟ ଲମ୍ବା ଗୋଡ଼ ସକାଳୁ ସକାଳୁ  ପୋଖରୀ କୂଳରେ ହୋଇଥାଏ ତୁମ ଭିଡ଼ । ସାଧୁ ସନ୍ଥ …

ଜୁଆଖେଳ ଉପରେ ଚଢ଼ାଉ: ଉତ୍ତ୍ୟକ୍ତ ଲୋକେ ନିର୍ଦ୍ଧୁମ ପିଟିଲେ ପୋଲିସଙ୍କୁ

ନିଆଳି: ଭୁବନେଶ୍ୱର ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ଯାତ୍ରାରେ ଜୁଆ ଖେଳ ଉପରେ ଚଢଉ ବେଳେ ନିର୍ଧୁମ ମାଡ଼ ଖାଇଛନ୍ତି ପୁଲିସର ସ୍ପେଶାଲ ସ୍କ୍ୱାର୍ଡ଼ କର୍ମଚାରୀ। ଲୋକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ଭୟଭୀତ ହୋଇ ପୋଲିସ କର୍ମଚାରୀ ଗାଡି ଛାଡି ପଳାଇଥିଲେ।…

ଭାଷା ଭାଗବତ : ଅତୀତ ପାଇଁ ଅତ୍ୟାସକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୨୩  ଅତୀତ ଏବେ ଲୋକସ୍ମୃତି ତା ପ୍ରତି ଆମ ଅତ୍ୟାସକ୍ତି କଲେ ହେଁ ଅବିରତ କ୍ଷତି ଜ୍ଞାନୀଏ ଜାଣି ନ ପାରଂତି କିଂବା ହୁଏତ ବୁଝି, ଜାଣି କହଂତି ଜଣାକଥା ପୁଣି ଏ କାମ ଅତ୍ୟଂତ ସହଜ ଖଟେନି କାହାର ମଗଜ ବୃତ୍ତ ପଥରେ ବୁଲି, ଘୂରି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୯   ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେପରି ଅନନ୍ତ, ତାଙ୍କର ପିଣ୍ଡ ଓ ବ୍ରହ୍ମlଣ୍ଡ ତତ୍ତ୍ୱ ମଧ୍ୟ ଅସୀମ । କେଉଁଠି ସାଧକ ତଥା କବିଗଣ ଏହି ତତ୍ତ୍ୱକୁ କେଶବ କୋଇଲି ଆଖ୍ୟା ଦେଲେଣି ତ…

ଟ୍ରମ୍ପ, ନେତାନ୍ୟାହୁଙ୍କ ପରେ ଆଉ ଜଣେ ମୋଦୀଙ୍କ ସାଙ୍ଗ ହାରିଗଲେ ନିର୍ବାଚନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ନିର୍ବାଚନରେ ​​ହାରିଛନ୍ତି। ନିର୍ବାଚନରେ ​​ଜିତିଥିବା ଲେବର ପାର୍ଟିର ଆନ୍ଥୋନୀ ଆଲବାନେ ବର୍ତ୍ତମାନ ଅଷ୍ଟ୍ରେଲିଆର ନୂଆ ପ୍ରଧାନମନ୍ତ୍ରୀ ହେବେ। ନିର୍ବାଚନ ଫଳାଫଳ ବାହାରିବା ପରେ ମୋରିସନ୍ କହିଛନ୍ତି ଯେ ସେ ଲିବରାଲ୍ ପାର୍ଟିର…

ଏନସିଏସସିଡିଏ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତି ମେଳା

ଭୁବନେଶ୍ୱର: ଏନସିଏସସିଡିଏ (ନ୍ୟାସନାଲ କ୍ୟାରିୟର ସର୍ଭିସ ସେଣ୍ଟର ଫର ଡିଫରେଣ୍ଟଲି ଏବଲଡ), ଭୁବନେଶ୍ୱର ମେ ୨୫ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏକ ମାଗଣା ନିଯୁକ୍ତି ମେଳା ବା ପ୍ଲେସମେଣ୍ଟ ଡ୍ରାଇଭ ଆୟୋଜନ କରିବାକୁ ଯାଉଛନ୍ତି । ମେଳାରେ ଦିବ୍ୟାଙ୍ଗ ଓ ଅଣଦିବ୍ୟାଙ୍ଗ…