Latest Odisha News

BREAKING NEWS

Yearly Archives

2022

ଶ୍ରୀଲଙ୍କାରେ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ରାତି ଅଧରୁ ଲାଗୁ ହେଲା ଜରୁରୀ ପରିସ୍ଥିତି

ଶ୍ରୀଲଙ୍କା : ଶ୍ରୀଲଙ୍କାରେ ଶୁକ୍ରବାର ମଧ୍ୟରାତିରୁ ଦେଶରେ ପୁଣି ଥରେ ଜରୁରୀକାଳିନ ପରିସ୍ଥିତ ଜାରି ହୋଇଛି । ଶୁକ୍ରବାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ । ଦେଶରେ ଆର୍ଥିକ ସଂକଟକୁ ନେଇ ଲାଗିରହିଥିବା ସରକାରୀ ବିରୋଧୀ ବିକ୍ଷୋଭକୁ…

ପୁଣି ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ପୁଣି ଝଟକା । ରୋଷେଇ ଘରେ ମହଙ୍ଗା ମାଡ଼ । ଆହୁରି ୫୦ ଟଙ୍କା ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦାମ୍ । ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି । ନୂଆ ଦର ଲାଗୁ ହେବା ପରେ ଘରୋଇ ସିଲିଣ୍ଡର ଦର ୯୯୯.୫୦ ଟଙ୍କା ହୋଇଛି । ଏହା ପୂର୍ବରୁ ୨୦୨୨ ମାର୍ଚ୍ଚରେ ଘରୋଇ…

ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ : ପ୍ରବଳ ବର୍ଷା ନେଇ ନେଇ ଆଲର୍ଟ ଜାରି

ଭୁବନେଶ୍ୱର:  ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେବ । ଆସନ୍ତାକାଲି ସଂଧ୍ୟା ସଂଧ୍ୟା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ…

ଭାଷା ଭାଗବତ : ଶବ୍ଦର ଗଠନ ପ୍ରକ୍ରିୟା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୮  ଗଠନ ପ୍ରକ୍ରିୟା ଶବ୍ଦର ଯୋଗ ଓ ବିଯୋଗ ନିର୍ଭର ' ବି ' ଯୁକ୍ତ ହେବା ହେତୁ ' ଯୋଗ ' ସଂଭୂତ ହୁଅଇ ' ବିଯୋଗ ' ତଦ୍ରୂପ ' ସୁଯୋଗ, ଦୁର୍ଯୋଗ ଅଭିଯୋଗ ଓ ଉପଯୋଗ ' ' ତତ୍ତ୍ବ ' ରୁ ' ତ୍ବ ' ନେଲେ ଫେଡ଼ି ' ତତ୍‌ ' ଏକାକୀ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୧)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୧ ତୁମେ କିଛି ଭୂଲ୍ କରିନାହଁ । ଭୁଲିଯାଅ ନାହିଁ ସେଥିରେ ତୁମ ସହିତ ମୁଁ ବି ସମପରିମାଣରେ ଭାଗୀଦାର ଥିଲି । ବରଂ ମୋ’ର ପାଦ ଆଗ ଖସିଥିଲା । ଆମେ ମଣିଷ । ରକ୍ତ ମାଂସରେ ଗଢା ଆମ ଶରୀର । ଆବେଗ ଅଛି, ଭାବପ୍ରବଣତା ଅଛି…

କବିତା : ଉର୍ଦ୍ଧ୍ବ ଉଡ଼ାଣ

ବଳରାମ ପୂଜାରୀ ଏଇ ତ ସବୁଜିଆ ସ୍ୱର୍ଗ ପାଦତଳେ ପରସ୍ତ ପରସ୍ତ ପରିସ୍ଥିତି, ମଥାନ ଉପରେ ନୀଳଲେସା ସ୍ୱପ୍ନ, ଆମ ଧାରେ ହସରେ ଫିକ୍ କିନା ହସିଦିଏ ଝରଣା, ପାହାଡର ଛାତି କୁରୁଳେ , ଅଟକି ଯାଆନ୍ତି, ଗର୍ଭମୁକ୍ତ ମେଘମାନେ ସବୁ ଅଭାବିପଣ ଏଇଠି ଆଣ୍ଠେଇପଡେ , ସବୁ ଜଞାଳ, ସବୁ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୫ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମର ସ୍ୱାଦ ଥରେ ଚାଖିଲେ ଦୁନିଆର ସମସ୍ତ ସ୍ୱାଦିଷ୍ଟ ପଦାର୍ଥ ସ୍ୱାଦ ହୀନ ଲାଗେ। ସେଥିପାଇଁ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି : "ଖଣ୍ଡ ଖଣ୍ଡ ଗୁଡ଼…

ଦିଲ୍ଲୀ ଦଙ୍ଗା: ପୂର୍ବତନ ଆପ୍ କାଉନସିଲର ତାହିର ହୁସେନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ୨୦୨୦ ମସିହା ଦିଲ୍ଲୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନେତୃତ୍ୱାଧୀନ ଆମ୍ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ। ରାଜଧାନୀର ଏକ ତଳ କୋର୍ଟ ଏହି ଦଙ୍ଗା ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।…

ଦାମଙ୍କ ପରେ ଏବେ ପୁଅ ସମ୍ବିତଙ୍କ ସହ ବଢିଲା ଦେବାଶିଷଙ୍କ ବିବାଦ

ଭୁବନେଶ୍ୱର: ପାରାଦୀପ ରାଜନୀତିରେ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତ ଜଣେ ପୁରୁଖା ନେତା । ଦୀର୍ଘ ବର୍ଷ ହେବ ଏହା ତାଙ୍କର ଗଡ ଭାବେ ରହିଆସିଛି । ସେ ଏହି ଆସନରୁ ନିର୍ବାଚିତ ହୋଇଆସୁଥିଲେ କିନ୍ତୁ ୨୦୧୯ରେ ପୁଅକୁ ଏହି ଆସନ ଛାଡି ନିଜେ ବିଜେପି ଟିକେଟରୁ ଆଉ ଏକ ଆସନରୁ ନିର୍ବାଚନ ଲଢି ପରାଜୟ…

ଆଇଏଏସଙ୍କ ସମ୍ପର୍କୀୟଙ୍କ ଘରୁ ମିଳିଲା ନଗଦ ୧୯ କୋଟି

ରାଞ୍ଚି: ମନରେଗା ଘୋଟଲା ମାମଲାରେ ଆଇଏଏସ ପୂଜା ସିଙ୍ଘଲଙ୍କ ସମ୍ପତ୍ତି ଓ ସଂପର୍କୀୟଙ୍କ ଘରେ ଇଡି ରେଡ୍ କରିଛି । ଶୁକ୍ରବାର ଇଡି ଏହି ରେଡ୍ କରି ପାଖାପାଖି ୧୯ କୋଟି ଟଙ୍କା ନଗଦ ଜବତ କରିଛି । ଇଡି ମେସିନ ଲଗାଇ ଜବତ ଟଙ୍କା ଗଣିଛି। ଆଇଏଏସ ଅଫିସର ଜଣଙ୍କ ଏବେ ଝାଡଖଣ୍ଡର ଖଣି ସଚିବ…