Latest Odisha News

BREAKING NEWS

Yearly Archives

2022

ୟୁକ୍ରେନ ଉପରେ ପରମାଣୁ ବୋମା ପଡ଼ିବା ଉଚିତ କି ନୁହେଁ, କହିଲା ରୁଷ

ମସ୍କୋ: ଦୁଇ ମାସରୁ ଅଧିକ ଦିନ ହେବ ଚାଲିଛି ଦୁଇ ପଡୋଶୀ ଦେଶ ରୁଷ ଏବଂ ୟୁକ୍ରେନ ଯୁଦ୍ଧ । ଏହି ଯୁଦ୍ଧ ଭିତରେ ୟୁକ୍ରେନ ଉପରେ ବିପଦ ସେତେବେଳେ ଅଧିକ ବୋଲି ଜଣାପଡେ ଯେତେବେଳେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପରାମାଣୁ ପ୍ରସଙ୍ଗରେ କିଛି ବୟାନ ଦିଅନ୍ତି କିମ୍ବା ନିଜ ସେନା ଅଧିକାରୀକୁ…

ବାତ୍ୟାର କେନ୍ଦ୍ର ଓଡ଼ିଶା ଠାରୁ ୨୦୦ କିଲୋମିଟର ଦୂରରେ ରହିବ: ଆଇଏମଡି ଡିଜି

ଭୁବନେଶ୍ୱର: ସମୁଦ୍ର ବେଳାଭୂମି ସମେତ ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଇଏମଡି ଡିଜି ପରାମର୍ଶ ଦେଇଛନ୍ତି । ଆସନ୍ତା ୮ତାରିଖ ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀ ଟ୍ରଲର ଓ ସମୁଦ୍ର କୁଳ ବେଳାଭୁମିରେ ବୁଲାବୁଲି କରିବାକୁ ମନା କରି ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ…

ସର୍ବଜ୍ଞ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ନନ୍ଦପୁର ଗାଁରେ ଯେଉଁ ସ୍କୁଲଟି ଅଛି, ସେଇଟା ଆଜି କାଲିର ନୁହେଁ। ପାଖାପାଖି ସତୁରୀ ବର୍ଷ ତଳେ କେବଳ ନନ୍ଦପୁର ନୁହେଁ, ଆଖପାଖର ପ୍ରାୟ କୋଡ଼ିଏ ଖଣ୍ଡ ଗାଁର ଲୋକ ଏକାଠି ହୋଇ ନିଷ୍ପତ୍ତି ନେଇଥିଲେ ଏ ସ୍କୁଲ ଖୋଲିବା ପାଇଁ।…

ଜୁଲାଇରୁ ଅନଲାଇନ ପେନସନ ଆବେଦନ, ଅନ୍ୟଥା ଖାରଜ

ବାରିପଦା: ଅବସରପ୍ରାପ୍ତ କର୍ମଚାରୀ ଓ ପେନସନଧାରୀଙ୍କୁ ଜୁଲାଇ ମାସ ଠାରୁ ଅନଲାଇନ ଆବେଦନ କରିବାକୁ ହେବ । ଅନ୍ୟଥା ଦରଖାସ୍ତ ଆସିଲେ ଏହା ଖାରଜ ହେବ ନଚେତ୍ ଗ୍ରହଣ କରାଯିବନି । ଶୁକ୍ରବାର ମୟୁରଭଞ୍ଜ ପେନସନ ଅଦାଲତରେ ବରିଷ୍ଠ ଉପ-ମହାଲେଖାକାର ଶ୍ରୀରାଜ ଅଶୋକ କହିଛନ୍ତି । ପ୍ରୟାସ…

ବଳଦେବୀଜୀଉ ବଡ଼ଦାଣ୍ଡର ହେବ ସୌନ୍ଦର୍ଯୀକରଣ, ଖୋଲିବ ପାଠାଗାର

କେଉଁଝର: ବଳଦେବଜୀଉ ମନ୍ଦିର ବଡ଼ଦାଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଉନ୍ନତିକରଣ ହେବ । ଶୁକ୍ରବାର ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ମନ୍ଦିର ପ୍ରାଙ୍ଗଣରେ ଏକ ବୈଠକ କରି ଜିଲ୍ଲା ପ୍ରଶାସନ ଉନ୍ନତିକରଣ ନିଷ୍ପତ୍ତି ବିଷୟ ସୂଚନା ଦେଇଛି । ବଡ଼ ଦାଣ୍ଡରେ ପୁଷ୍ପ ଚିତ୍ରଣ, ଶ୍ରୀଜୀଉଙ୍କ…

ଦର୍ଶକଙ୍କ ସହ ଖେଳିଲେ କରନ, ଟିଭିରେ ନୁହେଁ ଓଟିଟିରେ ଦେଖିପାରିବେ କଫି ୱିଥ କରନ

ମୁମ୍ବାଇ: କଫି ୱିଥ କରନର ପରବର୍ତୀ ସଂସ୍କରଣ ଟିଭିରେ ନୁହେଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ବୋଲି କରନ ଜୋହର ସ୍ପଷ୍ଟ କରିଛନ୍ତି । ଏହା ପୂର୍ବରୁ କଫି ୱିଥ କରନ ଆଉ ଫେରିବ ନାହିଁ ବୋଲି କହି ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲେ । ଏହା ମାଧ୍ୟମରେ ସେ ଆଲୋଚନାକୁ ଆସିବା ପରେ ଏବେ ଡିଜନୀ…

ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଅର୍ଥ ବିଭାଗ ସାଂସ୍କୃତିକ ସଂସଦର ୫୬ ତମ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସାଂସ୍କୃତିକ ସଙ୍ଗଠନର ସ୍ମରଣିକା 'କୋଟିଲ୍ୟ' ଉନ୍ମୋଚିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆନୁଷ୍ଠାନିକ ଭାବରେ ଏହି ଉତ୍ସବକୁ…

ଜାତୀୟ ମହିଳା ହକି: ଓଡ଼ିଶାର ଗୋଲ ବର୍ଷା

ଭୁବନେଶ୍ୱର: ଭୋପାଳରେ ଆରମ୍ଭ ହୋଇଥିବା ଜାତୀୟ ମହିଳା ହକି ମିଟରେ ଓଡ଼ିଶା ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଶୁକ୍ରବାର ତେଲେଙ୍ଗାନା ବିପକ୍ଷ ମୁକାବିଲାରେ ଓଡିଶା ଖେଳାଳି ଗୋଲ ବର୍ଷା କରି ୧୪-୦ରେ ବିଜୟ ହାସଲ କରିଛି । ଅଲିମ୍ପିଆନ ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ଚମତ୍କାର…

ତାଇୱାନ ସୀମାରେ ପ୍ରବେଶ କଲା ଚୀନ ଲଢ଼ୁଆ ବିମାନ, ହାଇ ଆଲର୍ଟ

ଇପେଇ: ରୁଷିଆ-ୟୁକ୍ରେନ ପରେ ଏବେ ଚୀନ-ତାଇୱାନ ବିବାଦ ତେଜିଛି । ଶୁକ୍ରବାର ଚୀନର ୧୮ଟି ଏଫ୧୬ ଲଢ଼ୁଆ ବିମାନ ତାଇୱାନ ସୀମାରେ ପ୍ରବେଶ କରିଥିଲା । କିଛି ସମୟ ପରେ ଅବଶ୍ୟ ଏହା ଫେରି ଯାଇଥିଲା । ତେବେ ଏ ନେଇ ଉଭୟ ଦେଶ ମଧ୍ୟରେ ଉତେଜନା ବୃଦ୍ଧି ପାଇଛି । ତାଇୱାନ ଏହି ବିମାନଗୁଡିକ ଘଉଡାଇ…

ପାକିସ୍ତାନରେ ଡ୍ୟାନ୍ସ ଆଉ ମଡେଲିଂ କରିବାରୁ ଭଉଣୀ କୁ ମାରିଦେଲା ଭାଇ

ଭୁବନେଶ୍ୱର: ପାକିସ୍ତାନର ଫୈସଲାବାଦରେ ଭଉଣୀ ମଡେଲିଂ ଆଉ ଥିଏଟର ରେ ଡ୍ୟାନ୍ସ କରିବାରୁ ଭାଇ ତାକୁ ଗୁଳି କରି ହତ୍ୟା କରିଛି । ହତ୍ୟା କରିବା ପରେ ପୋଲିସ ନିକଟରେ ସବୁ ସତ କହିଛି ଭାଇ ହମଜା । ସିଦ୍ରା ନାମକ ଜଣେ ଝିଅ ଓକାରା ଅଂଚଳରେ ବାସିନ୍ଦା । ତାଙ୍କ ପସନ୍ଦ ଅନୁସାରେ ସେ ଡ୍ୟାନ୍ସ ଆଉ…