Latest Odisha News

BREAKING NEWS

Yearly Archives

2022

ସମ୍ପର୍କରେ ବିଶ୍ୱାସ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’  ଆଜି କାଲି ସୋସିଆଲ ମିଡ଼ିଆ ହେଉ କି ଟିଭି ଅବା ଖବର କାଗଜ ଖୋଲି ଦେଲେ ଦାମ୍ପତ୍ୟ ଜୀବନରେ କଳହ ଆଉ ବେଳେ ବେଳେ ତାର କରୁଣ ପରିଣତି ଦେଖିବାକୁ ଆଉ ଶୁଣିବାକୁ ମିଳୁଛି ।  କେଉଁଠି ସ୍ଵାମୀ ସ୍ତ୍ରୀକୁ ହତ୍ୟା କରୁଛି ତ ଆଉ କେଉଁଠି ସ୍ତ୍ରୀ…

ବସ ବ୍ରେକ ଫେଲ୍, ସୂତା ଖିଅରେ ଝୁଲିଲା ୬୦ରୁ ଅଧିକଙ୍କ ଜୀବନ

ଡେରାଡୁନ: ଗୁରୁବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦେଖିବ ସେ ପ୍ରଥମେ କଣ କରିବ ଚିନ୍ତା କରିପାରିବ ନାହିଁ । ମୁସୁରି-ଡେରାଡୁନ-ମସୁରୀର ରାସ୍ତାରେ…

ଗ୍ରୀଷ୍ମ ପ୍ରବାହ ଜନିତ ମୃତ୍ୟୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ କରି ଦେଶରେ ଗ୍ରୀଷ୍ମ ପ୍ରବାହ ମୁକାବିଲା ଏବଂ ମୌସୁମୀ ପ୍ରସ୍ତୁତିର ସ୍ଥିତି ସମୀକ୍ଷା କରିଛନ୍ତି । ଏହି ବୈଠକରେ ଆଇଏମଡି ଏବଂ ଏନଡିଏମଏର ବରିଷ୍ଠ ପଦାଧିକାରୀମାନେ ଦେଶରେ ମାର୍ଚ୍ଚ-ମେ ୨୦୨୨ ମାସ ମଧ୍ୟରେ ଅନୁଭୂତ ହୋଇଥିବା…

ରାଜ୍ୟରେ ଚାଲିବ ଇ-ବସ୍

ଭୁବନେଶ୍ୱର: ରାଜ୍ୟରେ ଖୁବ୍‍ ଶୀଘ୍ର ଚାଲିବ ଇ-ବସ୍ । ଏ ନେଇ ପରିବହନ ବିଭାଗ ଅଧିକାରୀ ଓ କ୍ରୁଟ୍ କୁ ପରାମର୍ଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏ ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଗୁରୁବାର ଲୋକସେବା ଭବନ ରେ ‘ମୋ ବସ୍’…

ଧର୍ମପଦ ପୁରସ୍କାର ପାଇଁ ଚୟନ କମିଟି ଗଠିତ, ସୁଦର୍ଶନ ସାହୁ ଅଧ୍ଯକ୍ଷ

ଭୁବନେଶ୍ୱର: ଧର୍ମପଦ ପୁରସ୍କାର ପାଇଁ ଗଠନ ହୋଇଛି ଚୟନ କମିଟି । ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ର ପ୍ରସ୍ତାବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅନୁମୋଦନ କରିଛନ୍ତି । ବିଭାଗ ସାତ ଜଣିଆ ଏକ କମିଟି ଗଠନ କରି ରାଜ୍ୟ ପାଳଙ୍କ ନିକଟକୁ ପ୍ରସ୍ତାବ ଦେଇଥିଲା । କମିଟି ଗଠନ ସହ…

ବିବାହ ଆଗରୁ ଭାବି ସ୍ୱାମୀଙ୍କୁ ଗିରଫ କଲେ ଆସାମ ଏସଆଇ

ଭୁବନେଶ୍ୱର: ଆସାମ ର ଜଣେ ଠକ କୁ ବାହାଘର ଆଗରୁ ଧରିଛନ୍ତି ଏସଆଇ କନ୍ୟା । ଉଭୟଙ୍କ ର ନିର୍ବନ୍ଧ ସରିଯାଇଥିଲା । ଆଉ ଅଳ୍ପ ଦିନ ବାକି ଥିଲା ଶୁଭ ଦିନ । ହେଲେ ଠକାମି ଶିକାର ହୋଇଥିବା କିଛି ଲୋକ କନ୍ୟା ର ଜୀବନ ବଂଚାଇବା ସହ ଠକ କୁ ଧରା ପକେଇ ଦେଇଥିଲେ । ଏହି ଠକ ହେଉଛି, ରାଣା ପୋଗାଗ । ସେ…

ଡୋଜର ଚକା ରେ ପମ୍ପ ଦେଲା ବେଳେ ଚାଲିଗଲା ପ୍ରାଣ

ରାୟପୁର: ବୁଲ୍ ଡୋଜର ରେ ପମ୍ପ ଦେଉ ଦେଉ ପ୍ରାଣ ଚାଲିଗଲା । ମଙ୍ଗଳବାର ସିଲତାରା ଅଂଚଳରେ ଦୁଇ ଜଣ ବ୍ୟକ୍ତି ଏକ ବୁଲ୍ ଡୋଜର ଚକା ରେ ପମ୍ପ ଭରୁଥିଲେ । ହଠାତ୍ ବୋମା ଫୁଟିଲା ଭଳି ଆବାଜ୍ ହେଲା । କିଛି ସମୟ ଚାରିଆଡ଼େ ଧୂଆଁ ଧୂଆଁ ହୋଇଗଲା । ତା ପର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।…

ଦଙ୍ଗଲ କଲେକ୍ସନ ଅତିକ୍ରମ କଲା କେଜିଏଫ ୨, ଓଟିଟି ରାଇଟ୍ସ ୩୨୦ କୋଟିରେ ବିକ୍ରୀ

ମୁମ୍ବାଇ: କେଜିଏଫ ୨ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ଏହା ଓଭରାଲ ୧୧୦୦ କୋଟି ଟଙ୍କା ଆୟ କରି ୪ର୍ଥ ସ୍ଥାନରେ ରହିଥିବା ବେଳେ ହିନ୍ଦୀରେ ଦଙ୍ଗଲ ରେକର୍ଡ ଭାଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛି । ଦଙ୍ଗଲ ୩୮୭.୩୮ କୋଟି ଆୟ କରିଥିବା ବେଳେ କେଜିଏଫ ୨ ବକ୍ସ ଅଫିସରେ ୩୯୧.୬୫ କୋଟି…

[ଦେଖନ୍ତୁ ଭିଡିଓ] ସମୁଦ୍ର ମଝିରେ ରହସ୍ୟମୟୀ ତନାହଲୋତ: ଦିନ ରାତି ସୁରକ୍ଷା ଦେଉଛି ସାପ

ଇଣ୍ଡୋନେସିଆ: ଧର୍ମ ଆଉ ବିଶ୍ୱାସ। ଏହି ଆଧାରରେ ଆମେ। ଭାରତରେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ମନ୍ଦିର ଭଗବାନଙ୍କ ଉପରେ ରହିଛି ଆମର ଅଗାଢ ବିଶ୍ୱାସ। କେବେଳ ଯେ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ କିଛି ସ୍ଥାନରେ ଭଗବାନଙ୍କ ମନ୍ଦିର ଅଛି। ତା ପୁଣି ଅକ୍ଷୁର୍ଣ୍ଣ । ଆଉ ସେହି ମନ୍ଦିରରେ…

୪୦୦ ମହିଳା ଏସଏଚଜି ଙ୍କୁ ଡିଜିଟାଲ ସାକ୍ଷର କଲା ଟିପିଏସଓଡିଏଲ

ଭୁବନେଶ୍ୱର: ଡିଜିଟାଲ ଶିକ୍ଷଣୀୟ ଆଟରିଚ୍ ରେ ଉନ୍ନତି ଆଣିବା ପାଇଁ ଟିପିଏସଓଡିଏଲ ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କ୍ଷେତ୍ରରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆରମ୍ଭ କରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ଏହି ଅଭିଯାନ ଚାଲୁ…