Latest Odisha News

BREAKING NEWS

Yearly Archives

2022

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର: ୪୮ ଘଣ୍ଟାରେ ନେବ ଅବପାତର ରୂପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ୪୮ ଘଣ୍ଟା ଭିତରେ ଏହା ଅଧିକ ସକ୍ରିୟ ହୋଇ ଅବପାତର ରୂପ ନେବ । କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ଅବପାତରେ ପରିଣତ ହେବ । ଲଘୁଚାପ…

କବିତା : ପ୍ରେମ

ଅଜୟ କୁମାର ମହାନ୍ତି  ପ୍ରେମର ରଙ୍ଗ କଣ ନିଆଁରେ ଚମକୁଥିଵା ସୁନା ଅଙ୍ଗାର ପରି ସାଧାରଣ ଆକାଶ ଅନନ୍ଯ ଶ୍ୟାମଳ ଅରୁଣିମା ଅସ୍ତରାଗର।। କେମିତି ତାର ଭାଷା କେଉଁ ଆଦିମ ନୀରବତା ଇନ୍ଦ୍ରିୟଙ୍କ ଯାଦୁଟୋନା ଅନ୍ଧମାନଙ୍କ ଲେଖା ବ୍ରେଲି ଅପହଞ୍ଚ ଛୁଏଁ ଅନଲାଇନ୍। ପ୍ରେମର କି ଥାଏ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୪ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କରି ବିପଦରୁ ରକ୍ଷା ପାଇଥିବା ପ୍ରାଣୀଙ୍କ ବିଷୟରେ ଚିନ୍ତା କରିବା ମାତ୍ରେ ଦୁଇଟି ଜୀବ ଆମ ମନକୁ ଆସନ୍ତି। ଗଜ ଓ ମୃଗୁଣୀ। ଓଡ଼ିଆ ମାନଙ୍କ…

ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ପ୍ରସ୍ତୁତ; ଛୁଟି ବାତିଲ୍

ଭୁବନେଶ୍ୱର: ବର୍ତ୍ତମାନର ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ଆଉ ପରେ ଅବପାତ ରେ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗକେନ୍ଦ୍ର ଆକଳନ କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ର ଜାଗ୍ରତ ପ୍ରହରୀ ଅଗ୍ନିଶମ ବିଭାଗ ପୁରା ପ୍ରସ୍ତୁତ ଅଛି। ସରକାର ସବୁ ଦିଗରୁ ପ୍ରସ୍ତୁତି କରୁଥିବାବେଳେ…

ବିଧାୟକ ବନାମ ବିଡିଓ ପାର୍ଟ ଟୁ: ତାରା କହିଲେ ବିଡିଓ ଶିଖିନାହାନ୍ତି ବ୍ୟବହାର

ପାପଡାହାଣ୍ଡି: କୋରାପୁଟ ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅଫିସ ସାମ୍ନାରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ କଂଗ୍ରେସ ସଦସ୍ୟମାନେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଅଫିସ ଘେରାଉ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ବିଡିଓ…

ବାତ୍ୟା ଆସିପାରେ କିନ୍ତୁ ବନ୍ୟା ହେବନି, ଘରେ ଅତ୍ୟାବଶ୍ୟକ ସାମଗ୍ରୀ ଠୁଳ ନକରିବାକୁ ନିବେଦନ

ଭୁବନେଶ୍ୱର: ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ । ହେଲେ ବାତ୍ୟା ସୃଷ୍ଟି ହେବା ନେଇ କୌଣସି ସୂଚନା ମିଳିନାହିଁ । ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ଏହା କହିଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର 17 ଟି ଏନଡିଆରଏଫ ଟିମ୍, 20ଟି ଓଡ୍ରାଫ…

ଗ୍ୟାସ ଟାଙ୍କି ଟ୍ରକ ଦୁର୍ଘଟଣାଗ୍ରସ୍ତ, ଲିକ୍ ହେଉଥିବା ଅଙ୍ଗରକାମ୍ଳ ଗ୍ୟାସ ପାଇଁ ଲୋକେ ଭୟଭୀତ

ଖୋର୍ଦ୍ଧା: ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ । ଚୁରମାର ହେଲା ଟ୍ରକଟିର ସମ୍ମୁଖ ଭାଗ। ଟାଙ୍କିରୁ ଲିକ ହେଉଛି ବ୍ୟାପକ ମାତ୍ରାରେ ଅଙ୍ଗାରକାମ୍ଳ ଗ୍ୟାସ। ବିଳମ୍ବିତ ରାତିରେ 57 ନମ୍ବର ଜାତୀୟ ରାଜପଥ ଉପରେ ଏକ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜାତୀୟ ରାଜପଥର ରାଜସୁନାଖଳା…

କରୋନା ଶେଷ ହେଲେ ଦେଶରେ ସିଏଏ ଲାଗୁ ହେବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, କରୋନେ ଶେଷ ହେଲେ ଦେଶରେ ନାଗରିକ ସଂଶୋଧନ ଆଇନ୍ (ସିଏଏ) ଲାଗୁ ହେବ । ସିଲିଗୁଡିରେ ବିଜେପି ଦ୍ୱାରା ଆୟୋଜିତ ରାଲିରେ ଯୋଗ ଦେଇ ଏପରି କହିଛନ୍ତି । ସେ କହିଛନ୍ତି ବେଙ୍ଗଲବାସୀ ମମତା ବାନାର୍ଜୀଙ୍କୁ ତିନି ଥର…

ଧାରାବାହିକ ଉପନ୍ୟାସ : ଚୋରାବାଲି (୯୦)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୦  କ'ଣ ଧିକ୍କାର କରିବ! ସେ ଦିନର ଘଟଣା ପାଇଁ ସୁବିଧାବାଦୀ, ସ୍ୱାର୍ଥବାଦୀର ଆଖ୍ୟା ଦେବ । ଦେଉ ସେ ସହିଯିବ । ସେ ଜାଣେ, ଜାଣି ଜାଣି କିଛି କରିନାହିଁ । ସମୟ ଚକ୍ରରେ ଯାହା ଘଟିଗଲା, ତା’ ଥିଲା ଏକ ପ୍ରବାହ ।…