Latest Odisha News

BREAKING NEWS

Yearly Archives

2023

ସୀମା ପାର ପ୍ରେମ କାହାଣୀ: ପାକିସ୍ତାନରେ ଧର୍ମ ପରିବର୍ତ୍ତନ କରି ଫେସବୁକ ବନ୍ଧୁଙ୍କୁ ବିବାହ କଲେ ଅଞ୍ଜୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଦୁଇ ମହିଳା ସୀମା-ଅଞ୍ଜୁଙ୍କ ପ୍ରେମ କାହାଣୀ । ଦୁଇ ମହିଳାଙ୍କର ଏହି ସୀମାପାର ପ୍ରେମ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଜଣେ ନିଜ ଜନ୍ମାମାଟି, ସ୍ୱାମୀ, ଘର ସଂସାର ଛାଡି  ପାକିସ୍ତାନରୁ ଭାରତ ପଳାଇ ଆସିଛି । ଅନ୍ୟଜଣେ…

ପ୍ରଶ୍ନପତ୍ର ପ୍ରଘଟ ମାମଲା, ମାଷ୍ଟରମାଇଣ୍ଡକୁ ଖୋଜିବାକୁ ୨ ରାଜ୍ୟକୁ ଗଲା ପୋଲିସ ଟିମ୍

ବାଲେଶ୍ୱର: ରାଜ୍ୟ ବାହାରକୁ ଗଲା ୫ଟି ପୋଲିସ ଟିମ୍ । ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ ଦ୍ୱାରା ପରିଚାଳିତ ଜେଇ (ସିଭିଲ୍) ମେନ୍ ପ୍ରଶ୍ନପତ୍ର ପ୍ରଘଟ ମାମଲାର ମାଷ୍ଟରମାଇଣ୍ଡକୁ ଧରିବା ଲାଗି ଓଡ଼ିଶା ପୋଲିସର ୫ଟି ଟିମ୍ ୨ଟି ରାଜ୍ୟକୁ ଯାଇଛନ୍ତି । ପ୍ରଶ୍ନପତ୍ର ଲିକ୍ ରାକେଟରେ ସମ୍ପୃକ୍ତ ୯…

ବିଚ୍‌ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇ ନେଲେ ୫ ଦୁର୍ବୃତ୍ତ

କଟକ: ମଝି ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ୫ ଦୁର୍ବୃତ୍ତ। ଆଠଗଡ଼ ମଣ୍ଡଳୀ ରାସ୍ତା ଛତାବର ହୋଟେଲ ନିକଟରୁ ଜଣେ ଯୁବତୀଙ୍କୁ ୫ ଜଣ ଯୁବକ ଅପହରଣ କରିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ସକାଳୁ ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଯୁବକମାନେ ବିଚ୍ ରାସ୍ତାରୁ ଯୁବତୀଙ୍କୁ କାରରେ ଉଠାଇନେଇଥିଲେ।…

ଅକ୍ଷୟ କୁମାରଙ୍କ ଓଏମଜି ୨କୁ ମିଳିଲା ଏ ସାର୍ଟିଫିକେଟ

ମୁମ୍ବାଇ: ଅକ୍ଷୟ କୁମାର ଅଭିନୀତ ଓଃ ମାଇ ଗଡ ୨ ଫିଲ୍ମକୁ ସେନ୍ସର ବୋର୍ଡ ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅନେକ ବିବାଦୀୟ ଦୃଶ୍ୟ ଅଛି ଏଥି ନିମନ୍ତେ ୨୦ କଟ ସହ ଏହାକୁ ଏ ସାର୍ଟିିଫିକେଟ ପ୍ରଦାନ କରାଯାଇଛି ବୋଲି ସେନ୍ସର ବୋର୍ଡ ପକ୍ଷରୁ କୁହାଯାଇଛି । ଗଦର ୨ ସହିତ ଏହା ୧୧…

ଓଡ଼ିଆ ପୁଅଙ୍କୁ ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର, ରାଷ୍ଟ୍ରପତିଙ୍କଠୁ ଗ୍ରହଣ କଲେ ପୁରସ୍କାର

ଭୁବନେଶ୍ୱର: ଓଡ଼ିଆ ଯୁବ ବୈଜ୍ଞାନିକ ଡକ୍ଟର ଅମୀୟ କୁମାର ସାମଲଙ୍କୁ ନ୍ୟାସନାଲ ୟଙ୍ଗ ଜିଓସାଇଣ୍ଟିଷ୍ଟ ଆୱାର୍ଡ-୨୦୨୨ ବା ଜାତୀୟ ଯୁବ ଭୂ-ବିଜ୍ଞାନୀ ପୁରସ୍କାର ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲା ସମେତ ବଡ଼ଚଣା ମାଟି ପାଇଁ ଗର୍ବ ଆଣିଲେ ମାଟିର ପୁଅ ଅମୀୟ କୁମାର ସାମଲ। ରାଷ୍ଟ୍ରପତି ଭବନରେ…

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଭୁବନେଶ୍ୱରକୁ ଶୀର୍ଷରେ ରଖିବା ପାଇଁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ରେ ଭୁବନେଶ୍ୱର ସହର ଭାଗ ନେଇଛି । ଏହି ସର୍ବେକ୍ଷଣରେ ସମସ୍ତେ ସିଟିଜେନ ଫିଡବ୍ୟାକ ଦେଇ ଭୁବନେଶ୍ୱରକୁ  ୧ ନମ୍ବର କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏକ ଭିଡିଓ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ସମସ୍ତ ଭୁବନେଶ୍ୱରବାସୀଙ୍କୁ…

ବିଜେପିର ‘ଡେଙ୍ଗୁ’ ପ୍ରତିବାଦ, ବିଏମସି ଅଫିସ୍ ସମ୍ମୁଖ ରାସ୍ତା ଉପରେ ମଶାରୀ ଟାଣିଲେ

ଭୁବନେଶ୍ୱର: ଡେଙ୍ଗୁ ଜରରେ କମ୍ପୁଛି ଭୁବନେଶ୍ୱର । ଗଲାଣି ୨ ଜୀବନ । ରାଜଧାନୀରେ ଡେଙ୍ଗୁ କାୟା ବିସ୍ତା କରି ଚାଲିଥିବା ବେଳେ ପ୍ରଶାସନର ଅପାରଗତାକୁ ନେଇ ପ୍ରତିବାଦ କରିଛି ବିଜେପି । ମଙ୍ଗଳବାର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ, ଗତବର୍ଷ ତୁଳନାରେ ଏ ବର୍ଷ ଡେଙ୍ଗୁ…

‘ମୋଦିଜୀ..ଆପଣ ଯାହା କହିଲେ ବି ଆମେ ‘ଇଣ୍ଡିଆ’-ପ୍ରଧାନମନ୍ତ୍ରୀଙ୍କ କଟାକ୍ଷର ଏମିତି ଜବାବ ଦେଲେ ରାହୁଲ

ନୂଆଦିଲ୍ଲୀ:ମଣିପୁର ପ୍ରସଙ୍ଗକୁ ନେଇ ସଂସଦ ଅଚଳ ହୋଇ ପଡିଥିବାବେଳେ ଇଣ୍ଡିଆକୁ ନେଇ ମୁହାଁମୁହିଁ ହୋଇଛନ୍ତି କେନ୍ଦ୍ର ସରକାର-ବିରୋଧୀ । ମୌସୁମୀ ଅଧିବେଶନ ଚାଲିଥିବାବେଳେ ମଙ୍ଗଳବାର ବସିଥିଲା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଇଣ୍ଡିଆ‘କୁ ନେଇ ବିରୋଧୀଙ୍କୁ…

‘୨୦୨୩-୨୪ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଉତ୍ତୋଳନ କରିବ ଏମସିଏଲ୍’: କୋଲ୍ ଇଣ୍ଡିଆ

ସମ୍ବଲପୁର: ଧାର୍ଯ୍ୟ ଉତ୍ତୋଳନ ଲକ୍ଷ୍ୟ ଟପିବ ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ । ଏନେଇ କୋଲ୍ ଇଣ୍ଡିଆ ଅଧ୍ୟକ୍ଷ ପିଏମ୍ ପ୍ରସାଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷରେ ଏମସିଏଲ୍ ୨୦୪ ମିଲିୟନ୍ ଟନ୍ ଉତ୍ତୋଳନ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଶ୍ରୀ ପ୍ରସାଦ କୋଲ୍…

ସ୍ୱଳ୍ପ ଗଳ୍ପ : ନାହିଁ,କିଛି ନାହିଁ, ସେମିତି କିଛିର ଅଛି କଥା

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୭୭ ଏଇଠି ସବୁରି ଭିତରେ "କିଛି" ସଂଯୁକ୍ତ ଭାବରେ ରହିଥାଏ ଯାହାକୁ କୁହାଯାଇପାରିବ  ଏକ୍ସ ଫାକ୍ଟର । ସେମିତି ଏକ ଏକ୍ସ ଫାକ୍ଟର ର ବସ୍ତୁତଃ ଆମେ ଖୋଜିବାର ପ୍ରୟାସ କରୁଛେ ଏଇଠି ଯେତେ ଯେତେ "ନାହିଁ "ର ସମସ୍ତ ଜଟିଳ ଗଭୀର ଅଚେତନ ର…