Latest Odisha News

BREAKING NEWS

Yearly Archives

2023

ବୁଧବାର ନା ଗୁରୁବାର ବନକଲାଗି ନୀତି କେବେ ?

ପୁରୀ: ପ୍ରଶାସନ ନା ସେବାୟତ ? କାହା କଥାରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ? ସ୍ୱତଃ ଲିପି ଅନୁସାରେ ହେବ ନା ନାହିଁ । ଦୀର୍ଘ ୨୫ ଦିନ ଧରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇ ପାରନାହିଁ । ବନକଲାଗି ନୀତି ବୁଧବାର ହେବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ । ହେଲେ ଗୁରୁବାର…

ହରିୟାଣାରେ ବିଜେପି ଉପରେ ଲାଗିଲା ବ୍ୟାନ!

ଭୁବନେଶ୍ୱର: ହରିୟାଣା ବିଜେପିରେ ବଡ଼ ବିଦ୍ରୋହ ଦେଖାଦେଇଛି। ନବମ ଶତାବ୍ଦୀର ଶାସକ ସମ୍ରାଟ ମିହିର ଭୋଜଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମକୁ ନେଇ ଦଳ ଭିତରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଏହି କାରଣ ପାଇଁ ବିଜେପିର ବହୁ ନେତା ଦଳରୁ ଇସ୍ତଫା ଦେଇଛନ୍ତି।…

କାନୁଗୋଲୁଙ୍କ ତେଲେଙ୍ଗାନା ଗଣିତ, ୨ ଅଙ୍କ ଛୁଇଁ ପାରିବନି ବିଜେପି, ସଂଖ୍ୟାଠୁ ପଛରେ ପଡିବ ବିଆରଏସ!

ଭୁବନେଶ୍ୱର: ତେଲେଙ୍ଗାନାରେ କଂଗ୍ରେସ ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି। କେବଳ କେତୋଟି ଦିଗକୁ ଧ୍ୟାନ ଦେଇ ଦଳ କାର୍ଯ୍ୟ କଲେ ସଫଳତା ପାଇପାରିବ। ଦଳର ରଣନୀତିକାର ସୁନୀଲ କାନୁଗୋଲୁ ଏମିତି କିଛି କହିଛନ୍ତି। ଦଳର ରାଜନୈତିକ ପରିଚାଳନା କମିଟି ନିକଟରେ ଏକ ସ୍ୱତନ୍ତ୍ର ପ୍ରେଜେଣ୍ଟସନ…

୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ ହେଲେ ହରମନପ୍ରୀତ

ଦୁବାଇ: ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ମହିଳା ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଆଇସିସି ଆଚରଣ ସଂହିତା ତାଙ୍କୁ ୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରିଛି…

ମୃତ୍ୟୁ ବି ଏମିତି ଆସେ : ଶୋଇଥିବା ଅବସ୍ଥାରେ ପାଟିରେ ପଶିଗଲା ବିଷାକ୍ତ ଝିଟିପିଟି ,୩ ବର୍ଷ ବାଳକର ମୃତ୍ୟୁ

ଛତିଶଗଡ: ମୃତ୍ୟୁ ବି ଏମିତି ଆସେ । ସୁସ୍ଥ ସବଳ ପିଲାଟି ଶୋଇଥିଲା । ହଠାତ୍ ଚିତ୍କାର କରିବାରୁ ଘର ଲୋକ ଧାଇଁ ଆସିଲେ । ଦେଖିଲା ବେଳକୁ ପିଲାଟି ପାଟିରେ ପଶିଯାଇଛି ବିଷାକ୍ତ ଝିଟିପିଟି । ଆଉ ଡ଼ାକ୍ତରଖାନା ନେବା ବେଳକୁ ପିଲାଟିର ମୃତ୍ୟୁ ଘଟିଥିଲା । ଛତିଶଗଡ଼ କୋରବାଙ୍କ ବ୍ୟାଙ୍କିମୋଙ୍ଗ୍ରା…

ଅଙ୍ଗନୱାଡ଼଼ି କେନ୍ଦ୍ର ନିର୍ମାଣ ବିଲ୍ ପାଇଁ ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ମାଝୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଜନୀଙ୍କୁ ଟଙ୍କା ସହ ଭଜିଲାନ୍ସ ଧରିଛି । ନୂଆ କରି ନିର୍ମାଣ ହୋଇଥିବା…

୨୬ ବର୍ଷ ପରେ ଛାଡପତ୍ର ନେଇ ମୁହଁ ଖୋଲିଲେ ଅଦନାନ୍ ସାମିଙ୍କ ପ୍ରଥମ ପତ୍ନୀ

ମୁମ୍ବାଇ: ଅଦନାନ୍ ସାମି ଭାରତର ସର୍ବୋତ୍ତମ ଗାୟକମାନଙ୍କ ମଧ୍ୟରୁ ଜଣେ। ଲଣ୍ଡନରେ ଜନ୍ମ ହୋଇଥିବା ଅଦନାନଙ୍କ ପିତା ଜଣେ ପଶତୁନ ହୋଇଥିବାବେଳେ ତାଙ୍କ ମାଆ ଜାମ୍ମୁ କାଶ୍ମୀରର ଥିଲେ। ସେ ତାଙ୍କର ସଂଗୀତ କ୍ୟାରିଅର୍ ୧୯୮୬ରେ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଅଦନାନଙ୍କ ବୃତ୍ତିଗତ ଜୀବନ…

ଶୁଣୁନି ପ୍ରଶାସନ, ରାସ୍ତାରେ ଧାନ ତଳି ରୁଆଇ ମହିଳାଙ୍କ ପ୍ରତିବାଦ

ନୂଆପଡ଼ା: କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା ନାହିଁ । ଫଳରେ ବର୍ଷା ଦିନ ହେଲେ ଗ୍ରାମବାସୀଙ୍କ ସମସ୍ୟା ବଢ଼ୁଛି । କିଏ ରୋଗରେ ପଡ଼ିଲେ ଅବା ବଜାର ଘାଟ କିମ୍ବା ବିଦ୍ୟାଳୟକୁ…

ଓଭାଲ ଟେଷ୍ଟ ପରେ ସ୍ମିଥ, ୱାର୍ଣ୍ଣରଙ୍କ ଅବସରକୁ ନେଇ ଜୋର ଧରିଲା ଚର୍ଚ୍ଚା

ଓଭାଲ: ଆଶେସ ସିରିଜର ଅନ୍ତିମ ଟେଷ୍ଟ କିଙ୍ଗଷ୍ଟନ ଓଭାଲରେ ଖେଳାଯିବ । ତେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପରେ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଅବସର ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ…

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର:  ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଛନ୍ତି।  ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟପତି ମୁର୍ମୁ ।  ରାଜ୍ୟପାଳ…