ସୋଆ ସହିତ କ୍ୟାମେରୁନ୍ ଶିକ୍ଷାନୁଷ୍ଠାନର ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ଆଫ୍ରିକାର କ୍ୟାମେରୁନ୍ ସ୍ଥିତ ହାନ୍ସିଆଟିକ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍ ସାଇନ୍ସେସ୍ (ହିଟାସ୍) ସହିତ ଗତ ଜୁନ୍ ମାସ ଶେଷରେ ଏକ କାର୍ଯ୍ୟକାରୀ ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଜୁନ୍…