Latest Odisha News

BREAKING NEWS

Yearly Archives

2023

ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ଅବସର ନିଷ୍ପତିରୁ ଓହରିଲେ ତାମିମ

ଢ଼ାକା: ବିଶ୍ୱକପ ପୂର୍ବରୁ ଗୁରୁବାର ବାଂଲାଦେଶର ଷ୍ଟାର ଖେଳାଳି ତାମିମ ଇକବାଲ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ କେଉଁ କାରଣ ପାଇଁ ଏହି ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ତାମିମ ଅବସର…

ବିଜେପିକୁ ଘାରିଲା ଗାଦି ବଞ୍ଚାଇବା ଚିନ୍ତା! ମୋଦି କଲେଣି ମାରାଥାନ ପ୍ରଚାର

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରକୁ ଜୋରଦାର କରିଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ରାଜ୍ୟ ସହ ଲୋକସଭା ନିର୍ବାଚନ ଥିବାରୁ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ବିଜେପି ଉଦ୍ୟମକୁ ଜୋରଦାର କରିଛି। ସେଥିପାଇଁ ସାଙ୍ଗଠନିକ ପରିବର୍ତ୍ତନଠୁ ଆରମ୍ଭ କରି…

ସାଉଥରେ ଡେବ୍ୟୁ କରିବେ ସଞ୍ଜୟ କପୁରଙ୍କ ଝିଅ ଶନାୟା

ମୁମ୍ବାଇ: ସାଉଥରେ ଡେବ୍ୟୁ କରିବେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ସେ ସାଉଥ ଅଭିନେତା ମୋହନଲାଲଙ୍କ ସହ ଫିଲ୍ମ ବୃଷଭରେ ଡେବ୍ୟୁ କରିବେ । ଏହି ଫିଲ୍ମରେ କନ୍ନଡ ନିର୍ଦ୍ଦେଶକ ନନ୍ଦା କିଶୋର ନିର୍ଦ୍ଦେଶନା ଦେବେ । ଏଥିରେ ଶନାୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।…

୨୫ ସେକେଣ୍ଡରେ ୭୫ ପାହାଚ ହାତରେ ଓହ୍ଲାଇ ବିଶ୍ୱ ରେକର୍ଡ

ନେପାଳ: ଦୁନିଆର ଅନେକ ଲୋକ ଏମିତି କିଛି କୌଶଳ ଦେଖାନ୍ତି, ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନେପାଳର ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ସିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାହାପୁଣି ୨୫ ସେକେଣ୍ଡରେ ୭୫ ପାହାଚ ତଳକୁ ଓହ୍ଲାଇ ଗିନିଜ…

ବାହାନଗା ଦୁର୍ଘଟଣାରେ ୩ ଖଳନାୟକଙ୍କ ହାତରେ ପଡ଼ିଲା ହାତକଡ଼ି, ଜାଣିଶୁଣି ଘଟାଇଥିଲେ ଅପରାଧ !

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ଆରମ୍ଭ କଲା ଗିରଫଦାରୀ । ଜାଣିଶୁଣି ଅପରାଧ ଘଟାଇବା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଆଇପିସି ଧାରା ୩୦୪ ଓ ୨୦୧ରେ ୩ ଜଣଙ୍କୁ ସିବିଆଇର ଗିରଫ କରିଥିବା ଜଣାପଡ଼ିଛି । ଭାରତୀୟ ରେଳବାଇର…

ପୁଷ୍ପା ୨ରେ ଆଇଟମ ନମ୍ବର କରିବେ ଉର୍ବଶୀ, ୩ମିନିଟ ଗୀତ ପାଇଁ ୩ କୋଟି ଟଙ୍କା

ମୁମ୍ବାଇ: ଆଲ୍ଲ ଅର୍ଜୁନ ଏବେ ପୁଷ୍ପା ୨ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏକ ଆଇଟମ ସଙ୍ଗ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ୩ ମିନିଟର ଏହି ଗୀତ ପାଇଁ ଉର୍ବଶୀ ୨ରୁ୩ କୋଟି ଟଙ୍କା ଦାବୀ କରିଛନ୍ତି । ଅବଶ୍ୟ ଏ ନେଇ ମେକର୍ସ କିମ୍ବା…

ବାହାନଗା ଟ୍ରେନ୍ ଦୁର୍ଘଟଣା, ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୩ ଜଣ ଗିରଫ । ୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ନେଇ ସୂଚନା ମିଳିଛି । ଭାରତୀୟ ରେଳବାଇର ୩ ଜଣ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି । ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ, ଟେକ୍ନିସିଆନ୍ ପପୁ କୁମାର, ସିନିୟର ସେକ୍ସନ୍…

ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ମାମଲା: ବ୍ରିଜଭୂଷଣ, ବିନୋଦଙ୍କୁ ସମନ ଜାରୀ

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗରେ ଶୁକ୍ରବାର ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ଏମପି ବ୍ରିଜଭୂଷଣ ଶରଣ ସିଂଙ୍କୁ ସମନ ଜାରୀ କରାଯାଇଛି । ରାଉଜ ଏଭେନ୍ୟୁ କୋର୍ଟ ବ୍ରିଜଭୂଷଣ ଏବଂ ସେକ୍ରେଟାରୀ ବିନୋଦ ତୋମାରଙ୍କୁ କୋର୍ଟରେ ହାଜର ହେବା ପାଇଁ…

ଟିପିଏସ୍‌ଓଡିଏଲ୍ ପକ୍ଷରୁ ଡିଜିଟାଲ୍ ସାକ୍ଷରତା ଅଭିଯାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଡିଜିଟାଲ୍ ସାକ୍ଷରତାରେ ଉନ୍ନତି ଆଣିବା ଲାଗି ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ ଅଂଚଳରେ ଡିଜିଟାଲ୍…

‘୪୫ ବର୍ଷ ଧରି ଖୋଲା ଯାଇ ନ ଥିବା ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲ, ରତ୍ନାଳଙ୍କାର ଯାଞ୍ଚ କର’

ପୁରୀ:  ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଉ । ବହୁମୂଲ୍ୟ ଅଳଙ୍କାରର ଗଣତି କରାଯାଉ । ଏଥି ସହ ମରାମତି ମଧ୍ୟ କରାଯାଉ ।  ଜୋର ଧରିଛି ଏମିତି ଦାବି  । ହେଲେ ରାଜ୍ୟ ସରକାର  ନୀରବ। ଏ ନେଇ ଆଜି ଦୁଇଦୁଇଟି ଅନୁଷ୍ଠାନ ତରଫରୁ ରତ୍ନଭଣ୍ଡାର ଖୋଲିବା ଓ ଅଳଙ୍କାର ଯାଞ୍ଚ କରିବା ନେଇ ବିଶାଳ…