Latest Odisha News

BREAKING NEWS

Yearly Archives

2023

ଦୁର୍ଘଟଣା ଦିନ କରମଣ୍ଡଳର ବେଗ ଥିଲା ଅଧିକ; ଘଣ୍ଟାପ୍ରତି ୧୧୦ ବଦଳରେ ୧୨୮ କିମି ବେଗରେ ଧାଉଁଥିଲା

ଭୁବନେଶ୍ୱର:  ବାହାନଗା ଟ୍ରେନ ଦୁର୍ଘଟଣା ଦିନ କରମଣ୍ଡଳ ଏକ୍ସପ୍ରେସର ବେଗ ଥିଲା ଘଣ୍ଟାପ୍ରତି ୧୨୮ କିମି । ସେଦିନ ସିଗନାଲ ମଧ୍ୟ ଫେଲ ହୋଇଥିଲା । ବାହାନଗରା ଟ୍ରେନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟରେ ଏମିତି କିଛି ତଥ୍ୟ ରହିଛି । ଦୁର୍ଘଟଣାର ୨୪ ଘଣ୍ଟା ପରେ ମିଳିତ ଟିମ ତଦନ୍ତ…

ଦୁର୍ଘଟଣା ପରେ ଷ୍ଟେସନ ଦାୟିତ୍ୱରେ ଥିବା ଏସବି ମହାନ୍ତି ଫେରାର, ମନ୍ତ୍ରୀ କହିଛନ୍ତି ଦାୟୀ ଲୋକଙ୍କୁ ଚିହ୍ନଟ କରିଛୁ

ବାହାନଗା: ଟ୍ରେନ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଯିିଏ ଦୋଷୀ ସେ ଦଣ୍ଡ ପାଇବେ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଏହି କଥାକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ କହିଛନ୍ତି। ଏହାପରେ ଜଣାପଡ଼ିଛି ଯେ ବାହାନଗାରେ କରମଣ୍ତଳ ଦୁର୍ଘଟଣାଗସ୍ତ ହେବା ପରଠୁ ବାହାନଗା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଏସବି ମହାନ୍ତି…

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ରୁତୁରାଜ ଗାଏକ୍ୱାଡ଼

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତୀୟ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଷ୍ଟାର ବ୍ୟାଟର ରୁତୁରାଜ ଗାଏକ୍ୱାଡ଼। ଗତକାଲି(ଜୁନ ୨) ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଉତ୍କର୍ଷା ପାୱାରଙ୍କୁ ବିବାହ କରିଛନ୍ତି। ଚଳିତ ସିଜନରେ ଚେନ୍ନାଇ ପାଇଁ ରୁତୁରାଜ ଗାଏକ୍ୱାଡ଼ ଜବରଦସ୍ତ…

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ…

ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କେମିତି ଚାଲିଛି, ମୋଦୀଙ୍କୁ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ବାହାନଗା ଟ୍ରେନ ଦୁର୍ଘଟଣା ଓ ଆହତଙ୍କ ଚିକିତ୍ସା ବାବଦରେ ଦୁଇ ଶୀର୍ଷ ନେତା କଥା ହୋଇଛନ୍ତି। ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ବିଶେଷ କରି ରେଳ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: ହେଲ୍‌ପ ଲାଇନ୍‌ ନମ୍ବର ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ(ବିଏମସି) ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି ହୋଇଛି। ଟ୍ରେନ୍‌ ଦୁର୍ଘଟଣାରେ ଫସି ରହିଥିବା ଲୋକଙ୍କୁ ସୁବିଧା ଯୋଗାଇବା ସହ ଦୁର୍ଘଟଣାରେ ହରାଇଥିବା ପ୍ରିୟଜନଙ୍କ ବିଷୟରେ ଜାଣିବା ପାଇଁ…

ଆଜି ସ୍ନାନଯାତ୍ରା; ସ୍ନାନମଣ୍ଡପରେ କାଳିଆକୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ

ପୁରୀ: ଆଜି ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେଣି ଠାକୁର ।   ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଆଜି ପବିତ୍ର ସ୍ନାନ…

‘ଦୁର୍ଘଟଣାର କାରଣ ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂରେ ପରିବର୍ତ୍ତନ, କବଚ ନୁହେଁ’, ମମତାଙ୍କ ଦାବିକୁ ଖଣ୍ଡନ…

ବାଲେଶ୍ୱର: ରେଳ ସୁରକ୍ଷା କମିଶନର ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ କରିଛନ୍ତି । କଣ ପାଇଁ ଦୁର୍ଘଟଣା ଘଟିଲା ଜଣାପଡ଼ିଛି। ତଦନ୍ତ ରିପୋର୍ଟ ଆସିଲେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ନବ। ସେ କହିଛନ୍ତି ଆମେ ଘଟଣାର କାରଣ ଏବଂ ଏଥିପାଇଁ ଦାୟୀ…

ବୁଧବାର ସକାଳ ସୁଦ୍ଧା ରେଳ ଲାଇନ୍ ସଂଯୋଗୀକରଣ କାମ ଶେଷ ହେବା ସମ୍ଭାବନା: ରେଳମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ୩ଟି ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୮୮ରୁ ଅଧିକ ହୋଇଛି। ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଭାରତୀୟ ରେଳବାଇ ଦୁର୍ଘଟଣାସ୍ଥଳରେ ଅତ୍ୟନ୍ତ ତତ୍ପରତାର ସହ ପୁନରୁଦ୍ଧାର କାର୍ଯ୍ୟ ଜାରି ରଖିଛି। ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

ମହାନାଟକର ଆଦ୍ୟ-ପର୍ବ

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ପୂଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଭିନ୍ନ ଯାତ୍ରାରେ ଅନୁପାଳିତ ନୀତିକାନ୍ତିକୁ ଅନୁଧ୍ୟାନ କଲେ ଏହା ମହାପ୍ରଭୁଙ୍କ ଦ୍ୱାରା ରଚିତ ମହାନାଟକ ବୋଲି କୁହାଯାଇପାରେ । ସେ ନାଟକରେ ସ୍ୱୟଂ ମହାପ୍ରଭୁ ମହାନାୟକ…