ଟର୍ଚ୍ଚ ଲାଇଟ୍ରେ ୩୦୦ ଲୋକଙ୍କୁ ଉଦ୍ଧାର କରିଛି: ଏମିତି କିଛି ବଖାଣିଲେ ସ୍ଥାନୀୟ ଯୁବକ
ଭୁବନେଶ୍ୱର: ସନ୍ଧ୍ୟା ହୋଇ ଆସୁଥିଲା । ମୁଁ ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ଥିବା ଏକ ଦୋକାନରେ ଛିଡ଼ା ହୋଇଥିଲି । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଲା । କ’ଣ କିଛି ଭାବିବା ଆଗରୁ ମୁଁ ଓ ସ୍ଥାନୀୟ କିଛି ଲୋକେ ଅନ୍ଧାରରେ ଦୌଡ଼ିବାକୁ ଆରମ୍ଭ କଲୁ । ସେଠାରେ ପହଞ୍ôଚ ଯେଉଁ ଦୃଶ୍ୟ ଦେଖିଲି…