Latest Odisha News

BREAKING NEWS

Yearly Archives

2023

‘ତେଲେଙ୍ଗାନା ରାଜନୀତି’, ଜିତିଲେ ଚାକିରୀ ଦେବ ବିଜେପି

ଭୁବନେଶ୍ୱର: ତେଲେଙ୍ଗାନରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ବ୍ୟବହାର କରିବ ୨୦୧୪ର ଫର୍ମୁଲା। ନିଯୁକ୍ତିର କଥା କହି ୨୦୧୪ ରେ ବିଜେପି ଦେଶରେ ଶାସନକୁ ଆସିଥିବା ବେଳେ ତେଲେଙ୍ଗାନାରେ ବିଜେପି ଏଥର ପ୍ରଚାରରେ ଚାକିରୀକୁ ପ୍ରମୁଖ ଅସ୍ତ୍ର କରିବ। ରାଜ୍ୟରେ ବହୁ ସଂଖ୍ୟାରେ…

ମୋଦିଙ୍କର ରାଜସ୍ଥାନ ଦରକାର!

ଭୁବନେଶ୍ୱର: ରାଜସ୍ଥାନ ଉପରେ ବିଜେପିର ନଜର। ରାଜସ୍ଥାନରେ କଂଗ୍ରେସ ସରକାର ଥିବାବେଳେ ଆଗକୁ ନିର୍ବାଚନ ଅଛି। କିନ୍ତୁ ସେଠାରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ତୀଵ୍ର ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଗେହଲଟ ଓ କଂଗ୍ରେସ ନେତା ପାଇଲଟଙ୍କ ଲଢେଇ ଲାଗି ରହିଛି। ଏଭଳି ସ୍ଥିତିରେ ବିଜେପି…

କର୍ଣ୍ଣାଟକରୁ ବାର୍ତ୍ତା, ହାତ କରିବନି ହତାଦର

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ସବୁ କ୍ଷେତ୍ରରେ ଅତି ମାପିଚୁପି ନିଷ୍ପତ୍ତି ନେଉଛି କଂଗ୍ରେସ। ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଚୟନଠୁ ଆରମ୍ଭ କରି ଡି କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା। ଶିବକୁମାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିଥିଲେ ମଧ୍ୟ ତାଙ୍କୁ ମନାଇବାରେ…

ହେଲମେଟ୍ ପିନ୍ଧି ବାଇକ୍‌ରେ ଗଲା କୁକୁର, ଲୋକଙ୍କୁ କଲା ସଚେତନ

ଚେନ୍ନାଇ: କୁକୁର ଓ ମଣିଷ ଭିିତରେ ସମ୍ପର୍କ ଘନିଷ୍ଟ ହୋଇଥାଏ । ସେଥିଲାଗି ଅନେକ କୁକୁର ପାଳିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ତାଙ୍କ କୁକୁରକୁ ନିଜ ପିଲାଙ୍କ ପରି ଯତ୍ନ ନେଇଥାନ୍ତି । ଯୁଆଡ଼େ ଯାଆନ୍ତି ସାଙ୍ଗରେ ମଧ୍ୟ ନେଇଥାନ୍ତି । ତାର ସୁରକ୍ଷା ନେଇ ମଧ୍ୟ ଲୋକେ ଚିନ୍ତା କରନ୍ତି । ଏବେ…

ଟିଏମସି ଅଫିସ ଉପରେ ଚାଲିଲା ବୁଲଡୋଜର

ମୁର୍ଶିଦାବାଦ: ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ପ୍ରଶାସନ ଏକ ଅବୈଧ ତୃଣମୂଳ କଂଗ୍ରେସ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଳାଇଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଟିଏମସି କୌଣସି କାର୍ଯ୍ୟାଳୟ ଏ ଭଳି ଭାବେ ଭଙ୍ଗାଯାଇଛି । କଲିକତା ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଟିଏମସି ପାର୍ଟି…

କାର ଉପରେ ବସି ରିଲ୍‌ସ ବନାଇଲେ କନ୍ୟା, ଦେଲେ ଜରିମାନା

ଲକ୍ଷ୍ନୌ: ଏବେ ଲୋକେ ରିଲ୍ସ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏହାର ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ରିଲ୍ସ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ…

କାଳବୈଶାଖୀ; ଟ୍ରେନ ଉପରେ ପଡିଲା ଗଛ

ରାୟଗଡା:ହଠାତ ମାଡି ଆସିଲା କାଳବୈଶାଖୀ । ଆଗକୁ ଗଡିପାରିଲାନି ଟ୍ରେନ । ଟ୍ରାକ ଉପରେ ଅଟକି ରହିଲା । ଆଉ ଏହି ସମୟରେ ପ୍ରବଳ ପବନରେ ଗଛ ଉପୁଡି ପଡିଲା ଟ୍ରେନ ଉପରେ  । ଏମିତି ଦୃଶ୍ୟ ଦେଖିବାକୁ ମିିଳିଥିଲା ଆଜି ଅରାହ୍ନରେ  । ଅନ୍ୟପକ୍ଷେ  ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ…

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ…

ବିବାହ ମଣ୍ଡପକୁ ଯିବା ପୂର୍ବରୁ ଜିମ୍ ଗଲେ କନ୍ୟା

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…

କ’ଣ ଏଇ “ସେଙ୍ଗୋଲ” ଯାହାକୁ ନୂଆ ସଂସଦ ଭବନରେ ପ୍ରତିଷ୍ଠା କରିବେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ପୁରା…

ନୂଆଦିଲ୍ଲୀ: ରବିବାର ଦିନ ଇତିହାସର ପୁନରାବୃତ୍ତି ହେବ ଯେତେବେଳେ ନୂତନ ସଂସଦ ଭବନ ଦେଶ ପାଇଁ ଉତ୍ସର୍ଗୀକୃତ ହେବ । ଏହି ଦିନ ମାନ୍ୟବର ପ୍ରଧାନମନ୍ତ୍ରୀ   ନରେନ୍ଦ୍ର ମୋଦୀ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନର ପବିତ୍ର ପ୍ରତୀକ ସେଙ୍ଗୋଲକୁ ଗ୍ରହଣ କରିବେ ଏବଂ ଏହାକୁ ନୂତନ ସଂସଦ ଭବନରେ…