Latest Odisha News

BREAKING NEWS

Yearly Archives

2023

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା

ଝାରସୁଗୁଡ଼ା: ଭାରତର ସର୍ବବୃହତ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍‌, ସ୍ୱତନ୍ତ୍ର ରୂପରେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଝାରସୁଗୁଡାର ଟାଉନ୍ସିପରେ ଏକ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିଛି । ଏହି ସୁବିଧା ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କୁ ବିସ୍ତୃତ ଯତ୍ନ, ଥେରାପି ଏବଂ…

ଜାକ୍‌ଲିନ୍‌ଙ୍କୁ ମିଳିଲା ବିଦେଶ ଗସ୍ତ ଅନୁମତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାକ୍‌ଲିନ୍ ଫର୍ନାଣ୍ଡିସ୍‌ଙ୍କୁ ବିଦେଶ ଗସ୍ତ ଲାଗି ମିଳିଛି ଅନୁମତି । ସେ ମେ ୨୫ରୁ ଜୁନ୍ ୧୨ ତାରିଖ ମଧ୍ୟରେ ବିଦେଶ ଯାଇପାରିବେ ବୋଲି ଦିଲ୍ଲୀର ଏକ ଅଦାଲତ ଏହି ଅନୁମତି ଦେଇଛନ୍ତି । ଆବୁଧାବୀରେ ଆଇଆଇଏଫ୍‌ଏ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ । ସେ ମେ’…

ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଅନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଏଠାରେ ଉକ୍ତ…

୩ ମାସ ଶିଶୁର ରେଟିନା ଅସ୍ତ୍ରୋପଚାର କଲେ କିମ୍‍ସ ଡାକ୍ତର

ଭୁବନେଶ୍ୱର: ଜଣେ ୩ ମାସର ଶିଶୁଠାରେ ସଫଳ ରେଟିନା ଅସ୍ତ୍ରୋପଚାର କରି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ) ଡାକ୍ତର ପ୍ରଶଂସା ସାଉଣ୍ଟିଛନ୍ତି । କିମ୍‌ସ ଶିଶୁରୋଗ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୩ ମାସର ଶିଶୁଠାରେ ଦୃଷ୍ଟିଶକ୍ତି ଉପରେ ସନ୍ଦେହ ହେବାରୁ ଶିଶୁଟିର…

ମାତ୍ର ୫ ହଜାର ଟଙ୍କାରେ ୩ ଟି ଦେଶ ବୁଲିଲେ ଯୁବତୀ, କିପରି ଏହାର ଫାଇଦା ନେବେ ବତାଇଲେ

ଲଣ୍ଡନ:ବିଭିନ୍ନ ଦେଶ ବୁଲିବା ପାଇଁ ଅନେକ ଲୋକଙ୍କ ସଉକ୍ ଥାଏ । କିନ୍ତୁ ଦୁନିଆକୁ ଭ୍ରମଣ କରିବା ପାଇଁ ଆପଣଙ୍କୁ ମଧ୍ୟ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସେଥିଲାଗି କିଛି ଲୋକ ବର୍ଷ ଆରମ୍ଭରୁ ନିଜର ରୋଜଗାର ଟଙ୍କାରୁ କିଛି ସଞ୍ଚୟ କରି ରଖିଥାନ୍ତି । ଆଉ କିଛି ଲୋକ ଧାରକରଜ ଓ ଲୋନ୍ କରି ମଧ୍ୟ…

ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଲେ ଗୌତମ ଆଦାନୀ

ମୁମ୍ବାଇ: ଆଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଆଦାନୀ ପୁଣି ଥରେ ଟପ୍ ୨୦ ବିଲିଅନାରୀ ତାଲିକାକୁ ଫେରିଛନ୍ତି । ବ୍ଲୁମବର୍ଗ ବିଲିଅନାରୀ ରିପୋର୍ଟ ଅନୁସାରେ, ଆଦାନୀ ଏବେ ତାଲିକାର ୧୮ତମ ସ୍ଥାନରେ ଅଛନ୍ତି । ମଙ୍ଗଳବାର କାରବାର ବେଳେ ଆଦାନୀ ଗ୍ରୁପ କମ୍ପାନୀର ସେୟାର୍ ମୂଲ୍ୟ ବଢ଼ିଥିଲା । ୪.୩୮…

ବଦଳିଲା ମାଟ୍ରିକ୍ ବୋର୍ଡ ପରୀକ୍ଷା ଢାଞ୍ଚା, ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବଭଳି ଚଳିତବର୍ଷରୁ ବାର୍ଷିକ ପରୀକ୍ଷା ହେବ । ସମସ୍ତ ସରକାରୀ ହାଇସ୍କୁଲରେ ଦଶମ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ । ମହାମାରୀ କୋଭିଡ୍ ପରେ ବୋର୍ଡ…

ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁର୍ନବିଚାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ…

ବିଜେଡି ସାଂସଦଙ୍କ କାର୍ ଧକ୍କାରେ ଆଖି ବୁଜିଲେ ସ୍କୁଟି ଚାଳକ

ବଲାଙ୍ଗିର: ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଗାଡ଼ି ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ତମିଆ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ଇନାପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡ଼ିଛି । ତେବେ…