ବିଶ୍ୱର ସବୁଠୁ ବୟସ୍କ କୁକୁର ପାଳିଲା ଧୁମ୍ଧାମ୍ରେ ଜନ୍ମଦିନ
ପର୍ତ୍ତୁଗାଲ: ଦୀର୍ଘଜୀବୀ ମଣିଷ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । ସାଧାରଣତଃ ମଣିଷର ହାରାହାରି ବୟସ ଷାଠିଏ ବୋଲି ବିବେଚନା କରାଯାଏ । କିନ୍ତୁ ଅନେକ ଲୋକ ସେମାନଙ୍କର ଖାଦ୍ୟ ଏବଂ ଜୀବନଶୈଳୀ ହେତୁ ଦୀର୍ଘାୟୁ ରହିଥାନ୍ତି । ଏପରିକି ପଶୁମାନଙ୍କର ମଧ୍ୟ ବୟସ ସୀମା ଅଛି । ଆଜି ଆମେ ଯେଉଁ କୁକୁର…