ରିଲିଜର ୬ ଦିନ ପରେ ଶିବ ତାଣ୍ଡବ ପଢିଲେ ‘ଦ କେରଳ ଷ୍ଟୋରି’ର ଫାତିମା
ନୂଆଦିଲ୍ଲୀ:ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଫିଲ୍ମ ‘ଦ କେରଲା ଷ୍ଟୋରି’ ପୁରା ଦେଶରେ ଏବେ ଚର୍ଚ୍ଚାରେ ରହିଛି । ଏହି ଫଲ୍ମ ଗତ ସପ୍ତାହରେ ସିନେମା ହଲରେ ରିଲିଜ ହୋଇଥିଲା । ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ବେଶ ସାଉଁଟିଛି ।
ଫିଲ୍ମରେ ଅଦା ଶର୍ମାଙ୍କ ଆକ୍ଟିଂକୁ ବି ବେଶ ପ୍ରଶଂସା…