ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ବିଷୟରେ ଆମର ଆଲୋଚନା ଜାରି ରହିଛି ପରମ୍ପରା ଅନୁସାରେ ଆଗରୁ ହେଉଥିବା ଓ ବର୍ତ୍ତମାନ ସେବକ ବା ସେବିକା ଅଭାବରୁ ଏହି ସେବା ବନ୍ଦ ହୋଇଥିବା…