ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରୀ’ ଫିଲ୍ମ
କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ଦ କରେଳ ଷ୍ଟୋରୀ। ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବିରୋଧ ଜାରି ରହିଛି। ପ୍ରଥମେ ତାମିଲାଡୁ ସରକାର ଏହାର ସ୍କ୍ରିନିଂ ବନ୍ଦ କରିବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ୍ କରିଛନ୍ତି।
ଫିଲ୍ମ ବ୍ୟାନ୍ କରିବା ନେଇ…