Latest Odisha News

BREAKING NEWS

Yearly Archives

2023

ଉତ୍କଳ ଗୌରବ ମଧୁସୂଦନ ଦାସ

"ପାଠ ପଢ଼ିବି ଓକିଲ ହେବି ମଧୁବାବୁ ସଙ୍ଗେ ଲଢ଼ିବି। ଜାତି ଡାକ ଶୁଣି ଛାତିଫୁଲେଇ ମୁଁ କାଳିଆ ଘୋଡ଼ାରେ ଚଢ଼ିବି ମଧୁବାବୁ ସଙ୍ଗେ ଲଢ଼ିବି ।" ପ୍ରିୟ କୁନି ପିଲାମାନେ ତୁମେମାନେ ଏ ପଦଟି ଶୁଣିଥିବ । ଉତ୍କଳ ଗୌରବ ମଧୁସୁଦାନ ଦାସଙ୍କ ବିଷୟରେ ନିଶ୍ଚୟ କିଛି ଜାଣିଥିବ । ୧୮୪୮…

ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ, ମାସକୁ ୧୪ କୋଟି ଟଙ୍କା ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଉ ରାସ୍ତାରେ ଗାଡି କିମ୍ବା କାର ଚଳାଇବା ବେଳେ ନିୟମ ଭାଙ୍ଗିଲେ ତ୍ରାହି ନାହିଁ। କାରଣ ଭୁଲ୍ କଲେ ଜରିମାନାରୁ ମିଳିବନି ଛାଡ଼।  ଦୁର୍ଘଟଣା ହ୍ରାସ କରିବାକୁ ଯାଇ ଲୋକଙ୍କ ଉପରେ ଜରିମାନା ଲଗାଇବା ଓ ଧରପଗଡ କରିବାକୁ ଜୋର ଦେଇଛନ୍ତି ପରିବହନ କମିଶନର। ପରିବହନ କମିଶନର ବିଭିନ୍ନ…

ଭାରତୀୟ ମହିଳା ଲିଗ ଫୁଟବଲ: ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କଲା ଓଡିଶା ଏଫସି

ଭୁବନେଶ୍ୱର: ଅହମ୍ମଦାବାଦାରେ ଚାଲିଥିବା ଭାରତୀୟ ମହିଳା ଫୁଟବଲ ଲିଗରେ ଓଡିଶା ଏଫସି ଗୁରୁବାର ସମ୍ପୂର୍ଣ୍ଣ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ଓଡିଶା ୬-୦ ଗୋଲରେ ସିଆରପିଏଫ ଏଫସିକୁ ଏକତରଫା ଭାବେ ପରାସ୍ତ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଗ୍ରେସଙ୍କୁ ହୀରୋ ଅଫ ଦି ମ୍ୟାଚ ବିବେଚିତ…

ମୋଦୀଙ୍କୁ ଖଡଗେଙ୍କ ‘ବିଷଧର ସାପ’ ମନ୍ତବ୍ୟ, ‘ଶିବଙ୍କ ନାଗରାଜ ପ୍ରତି କଂଗ୍ରେସର ଭୟ ରହିବା…

ଗୌହଟି: 'ବିଷଧର ସାପ' ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିବା ପରେ ବିଜେପି କଡା ସମାଲୋଚନା କରିଛି। ଏହି ମନ୍ତବ୍ୟ ଉପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତା ବିଶ୍ୱଶର୍ମା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ 'ବିଷଧର ସାପ'କୁ ଡରିବା ଆବଶ୍ୟକ…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ୯୧ ଏଫ୍‌ଏମ୍ ଟ୍ରାନ୍ସମିଟର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ: ଆସନ୍ତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୧ ଏଫ୍‌ଏମ୍ ରେଡିଓ ଟ୍ରାନ୍ସମିଟରକୁ ଉଦ୍‌ଘାଟନ କରିବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହେବ । ଉଦ୍‌ଘାଟିତ ହେବାକୁ ଥିବା ପ୍ରତ୍ୟେକ ଏଫଏମ୍…

ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ ସୋଆ

ଭୁବନେଶ୍ୱର: ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ୍ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତ ର କାର୍ଯ୍ୟଶୈଳୀ ଓ ଦକ୍ଷତା” ପ୍ରଦର୍ଶନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ଉଚ୍ଚ ଶିକ୍ଷା ବିଭାଗର ସଚିବ କେ ସଞ୍ଜୟ ମୂର୍ତିର୍ ଶିକ୍ଷା ଓ ଅନୁସନ୍ଧାନ ( ସୋଆ) ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟ ଅପ୍କୁ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଷ୍ଟାଣ୍ଡବାଇ ତାଲିକାରେ ବି ସୂର୍ଯ୍ୟକୁମାରଙ୍କ ନାମ ନାହିଁ

ନୂଆଦିଲ୍ଲୀ: ଜୁନ ୭ରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ଇଂଲଣ୍ଡର ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଉଭୟ ଦେଶ ଫାଇନାଲ ପାଇଁ ସେମାନଙ୍କ ଟିମ ଘୋଷଣା କରି ସାରିଛନ୍ତି । ଭାରତ ଏପ୍ରିଲ ୨୫ରେ ଘୋଷଣା କରିଥିବା ଟିମରେ ଅଜିଙ୍କ୍ୟ ରାହାନେଙ୍କୁ ସାମିଲ କରିଥିବା ବେଳେ…

ଦନ୍ତେଓ୍ୱାଡାରେ ଆକ୍ରମଣ ପାଇଁ ନିଜକୁ ଦାୟୀ କଲେ ନକ୍ସଲ, ସହିଦଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ

ଦନ୍ତେଓ୍ୱାଡା: ଦନ୍ତେଓ୍ୱାଡା ଜିଲ୍ଲାର ଅରଣପୁରରେ ନକ୍ସଲ ଆକ୍ରମଣ ଘଟଣା, ଛତିଶଗଡ ସରକାରକୁ କଡା ଜବାବ ବୋଲି ମାଓବାଦୀ କହିଛନ୍ତି। ପିଏଲଜିଏ ସଂଗଠନ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛନ୍ତି। ଦରଭା ଡିଭିଜନ ସଚିବ ସାଇନାଥ ଏ ସମ୍ପର୍କରେ ଏକ ପ୍ରେସ ନୋଟ୍ ଜାରି କରିଛନ୍ତି। ସରକାରଙ୍କ ବିରୋଧରେ…

ଶ୍ରୀ ବଳଦେବଜୀଉ, ଦଧିବାମନ ମନ୍ଦିର ଓ ରାମଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହିତ ଏହାର ଅଗ୍ରଗତି ପାଇଁ ପଦକ୍ଷେପ ନେବାକୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ…

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା…