ଦୁର୍ଘଟଣା ପରେ ପୋଲ ନିର୍ମାଣ ଦାବି: ହାତ ଟେକି ଦେଲେ ଶକ୍ତି ମନ୍ତ୍ରୀ; କହିଲେ ମନ୍ତ୍ରୀଙ୍କ ପାଖ ଲୋକଙ୍କୁ କୁହ
କେନ୍ଦ୍ରାପଡା: ଏକମାଣିଆରୁ ରାଜନଗର ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଗୁରୁବାର ସକାଳେ ଏକ ଡଙ୍ଗା ବୁଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ପାଖାପାଖି ୩୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା ଏହି ଡଙ୍ଗା। ତେବେ ଏହି ଦୁର୍ଘଟଣାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଏବେ ବି ନିଖୋଜ…