Latest Odisha News

BREAKING NEWS

Yearly Archives

2023

କୋଭିଡ୍-୧୯ ପରିଚାଳନା ନେଇ ରାଜ୍ୟମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ମାଣ୍ଡବୀୟଙ୍କ ପରାମର୍ଶ, ଏପ୍ରିଲ ୧୦ ଓ ୧୧ରେ…

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଦେଶରେ ବୃଦ୍ଧି ପାଉଥିବା କୋଭିଡ-୧୯ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ ବୈଠକ କରି ମାଣ୍ଡବୀୟ ସବୁ ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ ‌। ଅଧିକ ମାମଲା…

ପୂର୍ବରୁ ଚିହ୍ନି ନ ଥିଲେ, ଏବେ ଉର୍ବଶୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଏହି ପାକିସ୍ତାନ କ୍ରିକେଟର

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ନସୀମ ଶାହ ଏକ ସାକ୍ଷାତକାର ଅବସରରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଖୋଲାଖୋଲି ଭାବେ ବିବାହ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି ଯଦି ତାଙ୍କର କୌଣସି ଆପତି ନ ଥାଏ ତାହାହେଲେ ମୁଁ ବିବାହ ପାଇଁ ରାଜି ଅଛି । ସୂଚନାଯୋଗ୍ୟ, କିଛି ଦିନ…

ହାତକଡ଼ି ପକାଇ ୧୧ କିମି ପହଁରି ବିଶ୍ୱ ରେକର୍ଡ

ଇଜିପ୍ଟ: ବିଶ୍ୱ ରେକର୍ଡ଼ ହାସଲ ପାଇଁ ଲୋକଙ୍କର ଅନେକ କାରନାମା କରିବାରେ ଥାଏ ପ୍ରବଳ ଝୁଙ୍କ୍ । ଏମିତି ହାତରେ ହାତକଡ଼ି ପକାଇ ପାଣିରେ ପହଁରିବା ଓ ରେକର୍ଡ଼ କରିବା ନେଇ ଉଦ୍ୟମ କରି ସଫଳ ହୋଇଛନ୍ତି ଇଜିପ୍ଟର ଜଣେ ଯୁବକ । ସାଧାରଣତଃ ହାତକଡ଼ି ପକାଇ ପାଣିରେ ପହଁରିବା ଏକ ପ୍ରକାର ଦୁଃସାଧ୍ୟ…

ଛାତ୍ରଛାତ୍ରୀଙ୍କ ପାଇଁ ଆଇନ୍ ଶିକ୍ଷା ବିସ୍ତୃତ ଭାବେ ପରିବ୍ୟାପ୍ତ

ଭୁବନେଶ୍ୱର: ଆଇନର ଅନେକ ପରିଭାଷା ରହିଛି ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିସ୍ତୃତ ଭାବେ ପରିବ୍ୟାପ୍ତ । ଆଇନଜୀବୀଙ୍କ ବୃତିରେ ଅନେକ ପରିବର୍ତ୍ତନ ଆସିଲାଣି ତେଣୁ ନୂଆ କରି ଏହି ବୃତିରେ ପ୍ରବେଶ କରୁଥିବା ଛାତ୍ରଛାତ୍ରୀମାନେ ସମୟର ସୁବିନିଯୋଗ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ତଥା…

ଖୁଣ୍ଟାରେ ବାଇକ୍, ବାରିପଦାରେ ସ୍କୁଟି ପାଇଁ ପରିବହନ ବିଭାଗ କଲା ୭ ହଜାର ଟଙ୍କା ଫାଇନ୍

ବାରିପଦା: ପରିବହନ ବିଭାଗର ଅବହେଳା ପୁଣି ଦେଖିବାକୁ ମିଳିଛି । ବାଇକର ପଞ୍ଜିକୃତ ନମ୍ବରରେ ସ୍କୁଟି ଫଟୋ ଉଠାଇ ପରିବହନ ବିଭାଗ ୭ ହଜାର ଟଙ୍କାର ଇ-ଚାଲାଣ କାଟିଛି । ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରେ । ଗାଡ଼ି ମାଲିକ ତରୁଣ କୁମାର ମିଶ୍ରଙ୍କ ଅଭିଯୋଗ ଅନୁସାରେ, ତାଙ୍କ…

ହତ୍ୟା ଧମକ ପରେ ବୁଲେଟ ପ୍ରୁଫ କାର୍ କିଣିଲେ ସଲମାନ

ମୁମ୍ବାଇ: କିଛି ଦିନ ହେଲା ବଲିଉଡର ଭାଇଜାନ୍ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ଦିଆଯାଉଛି । ଏହାକୁ ନେଇ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଏବେ ନିଜର ସୁରକ୍ଷା ପାଇଁ ସଲମାନ ବିଦେଶରୁ ଏକ ବୁଲେଟ୍ ପ୍ରୁଫ୍ ଗାଡ଼ି କିଣିଛନ୍ତି । କାରଟି ହେଲା ନିଶାନ ପେଟ୍ରୋଲ ଏସୟୁଭି ।…

କେବଳ କଥା କହି କଣ ବିଜେଡିଠୁ ଜିତିବେ?

ଭୁବନେଶ୍ୱର: ପ୍ରାୟ ସବୁ ନିର୍ବାଚନ ଜିତୁଛନ୍ତି। ସଦ୍ୟ ସମାପ୍ତ ଅତାବିରା ହିନ୍ଦୋଳ ଏନଏସି ନିର୍ବାଚନରେ ଏକ ପାଖିଆ ବିଜୟ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା। ଆଗୁଆ ପର୍ଯ୍ୟବେକ୍ଷକ ଘୋଷଣା। ଆଉ ଏବେ ବ୍ଲକୱାରୀ ନେତାଙ୍କୁ ଦାୟିତ୍ୱ ବଣ୍ଟନ। ତାହା ପୁଣି ବରିଷ୍ଠ…

ବିଲ ହିଡ଼ରେ ୩ କୋଟି ମୂଲ୍ୟର ଗଞ୍ଜେଇ ଚାଷ, ନଷ୍ଟ ପାଇଁ ଅବକାରୀ ବିଭାଗକୁ ଲାଗିବ ୫ ଦିନ

ପୁରୀ: ଚାଷ ଜମିର ହିଡ଼ରେ ଶହ ଶହ ଗଞ୍ଜେଇ ଗଛ । ପୁରୀ ଜିଲ୍ଲାର କଣାସ ବ୍ଲକ ନାନକେରା ଅଞ୍ଚଳର ଚାଷ ଜମି ହିଡ଼ରେ ଶହ ଶହ ଗଞ୍ଜେଇ ଗଛ ଲାଗିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁରୀ ଅବକାରୀ ବିଭାଗ ପହଞ୍ଚି ଗଞ୍ଜେଇ ଗଛ ନଷ୍ଟ କରିବା ଆରମ୍ଭ କରିଛି । ପୁରୀ ଅବକାରୀ ଏସପିଙ୍କ ଅନୁସାରେ,…

ବିଜେପିର ଦରକାର କଂଗ୍ରେସ ନେତା !

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ କଂଗ୍ରେସର ପ୍ରମୁଖ ଚେହେରା ଏବେ ବିଜେପି ମୁହାଁ। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଏଭଳି ଚିତ୍ର ଏବେ ଦେଖିବାକୁ ମିଳୁଛି। ନିର୍ବାଚନ ପାଖେଇ ଆସିଲେ ଦଳ ବଦଳ କିଛି ନୂଆ କଥା ନୁହେଁ। କିନ୍ତୁ ଏବେ ଦେଶର ବିଭିନ୍ନ ରାଜ୍ୟରେ କଂଗ୍ରେସର କିଛି ପ୍ରମୁଖ…

ହଜାରେ କୋଟିରେ ନିର୍ମିତ ଅବୈଧ ଷ୍ଟୁଡିଓ ଉପରେ ଚାଲିଲା ବୁଲଡୋଜର

ମୁମ୍ବାଇ: ଏଠାକାର ସମୁଦ୍ର କୂଳରେ ଅବୈଧ ଭାବେ ନିର୍ମାଣ କରାଯାଇଥିବା ଏକ ହଜାର କୋଟିର ଷ୍ଟୁଡିଓକୁ ବିଏମସି ଭାଙ୍ଗି ଦେଇଛି । ବିଜେପି ନେତା ତଥା ପୂର୍ବତନ ଏମପି କିରୀଟ ସୌମ୍ୟା ଏଥିନେଇ ପ୍ରଥମେ ଅଭିଯୋଗ କରିଥିଲେ । ସେ ସିଧାସଳଖ ପୂର୍ବ ମନ୍ତ୍ରୀ ଆଦିତ୍ୟ ଠାକରେ ଓ ଅସଲମ ଶେଖଙ୍କୁ ଏଥିପାଇଁ…