Latest Odisha News

BREAKING NEWS

Yearly Archives

2023

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବଦଳିଲେ ଜିଲ୍ଲାପାଳ

ଝାରସୁଗୁଡ଼ା (କେ. ରୋଷନ ପୃଷ୍ଟି): ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରଭଣେଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଝାରସୁଗୁଡ଼ା…

ରାହୁଲଙ୍କ ବିରୋଧରେ ଲଢ଼ିବେ କନ୍ନଡ଼ ଅଭିନେତା !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ କାଉଣ୍ଟର କରିବେ କନ୍ନଡ଼ ଅଭିନେତା କିଚା ସୁଦୀପ। ରାହୁଲଙ୍କ ଲୋକପ୍ରିୟତାକୁ ପ୍ରତିହତ କରିବା ପାଇଁ ବିଜେପି ଏଭଳି ଯୋଜନା କରୁଥିବା ଆଲୋଚନା ହେଉଛି। କର୍ଣ୍ଣାଟକ ନିର୍ବାଚନ ଏବେ ବିଜେପି ପାଇଁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହୋଇଥିବା କୁହାଯାଉଛି। ବିଭିନ୍ନ…

ଡିୟୁଡିଏରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି, ବିଜେପି କହିଲା ‘ଭୋଟ୍ ଭୟ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ପିଡି ଡିୟୁଡିଏ (PD DUDA) ନିଯୁକ୍ତି ବିଜ୍ଞାପନକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଘେରିଛି । ଏପ୍ରିଲ୍ ୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ରାଜ୍ୟର ସମସ୍ତ ସହରାଞ୍ଚଳରେ ହେଉଥିବା ବିକାଶମୂଳକ କାର୍ଯ୍ୟର…

ଭୋଟ ପାଇଁ ଓଡ଼ିଆ ପ୍ରୀତି !

ଭୁବନେଶ୍ୱର: ଓଡ଼ିଆ ଓ ଓଡିଶାକୁ ନେଇ ଏବେ ରାଜ୍ୟ ଓ ଜାତୀୟ ରାଜନୀତି ତୀବ୍ର ହୋଇଛି। କୋଟିଆ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆନ୍ଧ୍ରକୁ ଗୋ ବ୍ୟାକ ନାରାକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା।ଏହାଦ୍ୱାରା ବିଜେପି ଓ ଧର୍ମେନ୍ଦ୍ରଙ୍କ ଓଡିଶା ପ୍ରୀତିର କଥାକୁ ନେଇ…

ଚାଂଚଲ୍ୟକର ଖୁଲାସା: ୧୫୬ କ୍ୟାଥୋଲିକ ପାଦ୍ରୀଙ୍କ ଯୌନ କେଳାଙ୍କାରୀ

ନୂଆଦିଲ୍ଲୀ: ଆମେରିକାର ମ୍ୟାରିଲେଣ୍ଡ ଷ୍ଟେଟର ଏକ ଚାଂଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି । ୧୯୪୦ରୁ ଏ ପର୍ଯ୍ୟନ୍ତ ଏଠାକାର ୧୫୬ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ୬୦୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଯୌନ ଶୋଷଣ କରିଛନ୍ତି । ପାଦ୍ରୀଙ୍କ ସହ ଅନ୍ୟ କେତେକ ଲୋକ ମଧ୍ୟ ଏହି ଯୌନ କେଳାଙ୍କାରୀରେ ସାମିଲ ଅଛନ୍ତି ।…

ଏଣିକି ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀ :…

କଟକ : ଏଣିକି ତାଲିମପ୍ରାପ୍ତ ବାଣିଜ୍ୟ ଓ ଜୀବବିଜ୍ଞାନରେ ସ୍ନାତକ ଡିଗ୍ରୀଧାରୀମାନେ ସରକାରୀ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇପାରିବେ। ଏ ସମ୍ପର୍କରେ ଆଗତ ଏକ ମାମଲାର ବିଚାର କରି ପୂର୍ବରୁ ହାଇକୋର୍ଟଙ୍କ ଜଣକିଆ ପୀଠ ଦେଇଥିବା ରାୟକୁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌‌. ମୁରଲୀଧର ଓ…

ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି, ଏଣିକି ଅତି କୁଶଳୀ ପାଇବେ ୪୯୫ ଟଙ୍କା

ଭୁବନେଶ୍ୱର: ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବୃଦ୍ଧି ପାଇଛି । ଏନେଇ ଆଜି ଶ୍ରମ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତି କୁଶଳୀ ଶ୍ରମିକଙ୍କ ଦୈନିକ ପାରିଶ୍ରମିକ ମୂଲ୍ୟ ୧୨ ଟଙ୍କା ବଢ଼ାଇଛନ୍ତି ଶ୍ରମ କମିଶନର । ସରକାରଙ୍କ…

ବିଜେପିରେ ସାମିଲ୍ ହେଲେ ବରିଷ୍ଠ କଂଗ୍ରେସ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ୍ ଆଣ୍ଟୋନି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । କେରଳର କଂଗ୍ରେସ ନେତା ଅନିଲ୍ ଆଣ୍ଟୋନି ଗତ ଜାନୁଆରୀ ମାସରେ ହାତ ଛାଡ଼ି ଦେଇଥିବା ବେଳେ ବିଜେପି ପ୍ରତିଷ୍ଠା ଦିବସରେ ପଦ୍ମ ଧରିଛନ୍ତି । ୨୦୦୨…

୩ ଘଣ୍ଟା ପାଇଁ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ୱର: କାଳବୈଶାଖୀ ଓ କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଆଗାମୀ ୩ ଘଣ୍ଟା ମଧ୍ୟରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ନବରଙ୍ଗପୁର ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟାପ୍ରତି…

ଚଳିତବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ହେବ ପାଠପଢ଼ା, ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ଦେଲା ଅନୁମତି

କଳାହାଣ୍ଡି ମେଡିକାଲ କଲେଜରେ ଚଳିତବର୍ଷ ଅର୍ଥାତ ୨୦୨୩-୨୪ ଶିକ୍ଷାବର୍ଷରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ । କଳାହାଣ୍ଡି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଏନଏମସି ପକ୍ଷରୁ ଅନୁମତି…