ଚେକ ବାଉନ୍ସ ମାମଲାରେ କୋର୍ଟଙ୍କ ରାୟ: ଏବେ ଟଙ୍କା ଦେବ, ଜେଲ ବି ଯିବ
ଜଗତସିଂହପୁର: ଚେକ ବାଉନ୍ସ ଶେଷରେ ପଡିଲା ମହଙ୍ଗା । ଟଙ୍କା ତ ଫେରାଇବେ ତ ସହ ଜେଲ ବି ଯିବେ । ଏମିତି ରାୟ ଶୁଣାଇଛନ୍ତି କୋର୍ଟ । ଘଟଣଟି ଥିଲା ଏମିତି ।
ଏକ ବାଉନ୍ସ ମାମଲାର ବିଚାର କରି ଐତିହାସିକ ରାୟ ଶୁଣାଇଛନ୍ତି ଜଗତସିଂହପୁରର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ। ଦୀର୍ଘ ୬ବର୍ଷ ପରେ…