Latest Odisha News

BREAKING NEWS

Yearly Archives

2023

ବିବାହ ଉତ୍ସବରେ କନ୍ୟାର ଅଳଙ୍କାର ଦେଖି ଲୋକେ କଲେ ପରିହାସ

ଆଜିକାଲି ବିବାହ କେବଳ ସାଜସଜ୍ଜା ଏବଂ ଖାଦ୍ୟରେ ସୀମିତ ରହିନାହିଁଁ । ବିବାହରେ ବେଶୀ ଗୁରୁତ୍ୱ ଦିଆଯାଉଛି କନ୍ୟାଙ୍କ ଅଳଙ୍କାର ଓ ତାର ମେକ୍‌ଅପ୍‌କୁ । ଏବେ ସୋସିଆଲ ମିଡ଼ିଆରେ ଜଣେ ଯୁବତୀ ବିବାହ ଉତ୍ସବରେ ପିନ୍ଧିଥିବା ଅଳଙ୍କାରକୁ ନେଇ ଢେର ଚର୍ଚ୍ଚା । ଯୁବତୀ ଜଣକ ଏପରି ଅଳଙ୍କାର…

୨୨ରୁ ପୁରୀରେ ଅନୁଷ୍ଠିତ ହେବ ଜାତୀୟ ନାଟକ ମହୋତ୍ସବ

ପୁରୀ : ରଙ୍ଗଶାଳା ଆନୁକୁଲ୍ୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଆସନ୍ତା କଲି ଅର୍ଥାତ ୨୨ତାରିଖରୁ ତ୍ରୟୋଦଶ ତମ ଜାତୀୟ ନାଟକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଅବସରରେ ଦେବାନନ୍ଦ ନାୟକଙ୍କୁ ନାଟ୍ୟ ସଂଜୀବନୀ ବ୍ୟୋମକେଶ ସମ୍ମାନ ଏବଂ ଲକ୍ଷ୍ମୀଧର ମିଶ୍ର, ପ୍ରସନ୍ନ…

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଭଦ୍ରକ ଗସ୍ତ ସ୍ଥଗିତ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡ଼ିଶା ଆସିବେନି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ଭଦ୍ରକ ଗସ୍ତ ବର୍ତ୍ତମାନ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ତେବେ ଶାହଙ୍କ ଭଦ୍ରକ ଗତ କାହିଁକି ସ୍ଥଗିତ ରଖାଗଲା ସେ ନେଇ କୌଣସି କାରଣ କୁହାଯାଇ ନାହିଁ । ଅମିତ ଶାହଙ୍କ ଗସ୍ତ…

୨୦୨୨ରେ ରାଜ୍ୟରେ ବଢିଛି ୧୪.୬୫% ଧର୍ତ୍ତବ୍ୟ ଅପରାଧ, ତେବେ ଆଇନଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ

ଭୁବନେଶ୍ୱର : ଗୃହ ବିଭାଗ ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ଧର୍ତ୍ତବ୍ୟ ଅପରାଧ ହାର ପ୍ରାୟ ୧୪.୬୫% ବୃଦ୍ଧି ପାଇଛି । ୨୦୨୧ ମସିହାରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪୨୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ଲକ୍ଷ ୭୮ହଜାର ଛୁଇଁଛି ।…

ଫେସବୁକ୍‌ ପ୍ରେମ; ତ୍ରିପୁରାରୁ ଯାଜପୁର ଏବେ ଥାନାରେ…..

ଯାଜପୁର : ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ରୋଡ଼ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଜକୁ ଇଞ୍ଜିନିୟର ପରିଚୟ ଦେଇ ଡାକ୍ତରୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ତ୍ରିପୁରା ରାଜ୍ୟ…

ରାଜ୍ୟର ୫ ଜିଲ୍ଲାର ଏହି ସବୁ ସ୍ଥାନରେ ‘ସାତଭାୟା’ ଭଳି କୂଳ ଖାଉଛି ସମୁଦ୍ର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ନାଁ ଶୁଣିଲେ ସମୁଦ୍ର କୂଳିଆ ଲୋକଙ୍କ ଛାତି ଥରେ । ଆଉ ଏବେ ରାଜ୍ୟର ଅନେକ ସ୍ଥାନରେ ସାତଭାୟା ସ୍ଥିତି ଉପୁଜୁଛି । ଯାହାକୁ ନେଇ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଧାନସଭାରେ କରିଥିବା ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ…

ତିନିଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଳିଆ ଦର୍ଶନ ସହ ନବୀନଙ୍କୁ ଭେଟିବେ ମମତା

ଭୁବନେଶ୍ବର : ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଭୁବନେଶ୍ବର ବିମାନବନ୍ଦରରେ ମଙ୍ଗଳବାର ପହଞ୍ଚିବାପରେ ସେଠାରୁ ପୁରୀ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାରେ ରାତ୍ରୀ ଯାପନ କରିବେ । ଆସନ୍ତାକାଲି ଅପରାହ୍ମରେ…

କାଳବୈଶାଖୀ ନେଇ ୧୫ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି । ଆଗାମୀ ୩ ଘଣ୍ଟା ମଧ୍ୟରେ କୁଆପଥର, ଘଡ଼ଘଡ଼ ସହ ବର୍ଷା ନେଇ ୟେଲୋ ଆର୍ଲଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ ପାଣିପାଗ ବିଭାଗ ୧୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ଆଗାମୀ ୩…

ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟା ମାମଲା : ଆସିଲା ପୋଷ୍ଟମଟର୍ମ ରିପୋର୍ଟ 

ଭୁବନେଶ୍ୱର : ଅକ୍ଷୟ ମହାରଣା ଓରଫ ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ଆତ୍ମହତ୍ୟା ମାମଲା । ଆସିଲା ପୋଷ୍ଟମଟର୍ମ ରିପୋର୍ଟ  । ଶ୍ୱାସରୁଦ୍ଧରୁ ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଆଜେକ୍ସଙ୍କ ବେକରେ ରହିଛି ଦୌଡ଼ି ଚିହ୍ନ । ମୃତଦେହ ବ୍ୟବଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।…

ଆସୁଛି ରାମ ନବମୀ, ଭଦ୍ରକରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ଓ RAFର ମିଳିତ ଫ୍ଲାଗ୍ ମାର୍ଚ୍ଚ

ଭଦ୍ରକ : ଶ୍ରୀରାମ ନବମୀ ମହୋତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ଲକ୍ଷ୍ୟରେ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଭଦ୍ରକରେ ପହଞ୍ଚିଛନ୍ତି 60 ଜଣିଆ ରାପିଡ୍ ଆକ୍ସନ୍ ଫୋର୍ସ(RAF) । ଆଜି (ମଙ୍ଗଳବାର) ଉଭୟ ଜିଲ୍ଲା ପୋଲିସ ଓ RAF…