Latest Odisha News

BREAKING NEWS

Yearly Archives

2023

ବିମାନ ଯାତ୍ରାରେ ଭାଙ୍ଗିଲା ଲଗେଜ୍‌, କ୍ଷତିପୂରଣ ବାବଦକୁ ଯାତ୍ରୀଙ୍କୁ ମିଳିଲା ୧୩ ଲଗେଜ୍

ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ଲଗେଜ୍ ନଷ୍ଟ ହୋଇଯିବା କାରଣରୁ ପ୍ରତିବଦଳରେ ତାଙ୍କୁ ମିଳିଛି ଏକାଥରେ ୧୩ଟି ଲଗେଜ୍‌, ଯାହା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ଏଭଳି ଘଟଣା ଘଟିଛି ଫ୍ଲୋରିଡ଼ାରେ । ଫ୍ଲୋରିଡାର ବାସିନ୍ଦା ୨୯ ବର୍ଷୀୟା ମହିଳା ପେଟନ୍ ଥମସନ୍ ନିକଟରେ ଏହି ପ୍ରସଙ୍ଗ…

ନଦୀରେ ସେତୁ ବଦଳରେ ରାଜପଥ: ପରିବେଶ ସନ୍ତୁଳନ ପାଇଁ ଏଭଳି ଉଦ୍ୟମ

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଏଥିପାଇଁ ନୂଆ ନୂଆ କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଥାଏ । କିନ୍ତୁ ବେଳେବେଳେ ସେହି ପ୍ରୟୋଗ ଧାରା ଓ ଭିତ୍ତିଭୂମି ଏତେ ଭିନ୍ନ ହୋଇଥାଏ ଯେ, ଏହା କେବଳ ସେହି ଦେଶ ଭିତରେ ନୁହେଁ…

ଯେଉଁଠି ବୟସ ହାର ମାନିଛି : ରାମ୍ପରେ ଚାଲିଲେ ୭୧ ବର୍ଷୀୟା ଅଭିନେତ୍ରୀ

ମୁମ୍ବାଇ: ସତୁରୀ ଦଶକରେ ବଲିଉଡ଼ର ଆଗଧାଡ଼ିର ଅଭିନେତ୍ରୀ ଜିନତ ଅମାନ ଏବେ ଚର୍ଚ୍ଚାରେ । କାରଣ ୭୧ ବର୍ଷ ବୟସରେ ରାମ୍ପରେ କରିଛନ୍ତି ୱାକ୍ । ନିକଟରେ ଅନୁଷ୍ଠିତ ଲାକ୍ମୀ ଫ୍ୟାଶନ ୱିକ୍‌-୨୦୨୩ରେ ଜିନତକୁ ରାମ୍ପରେ ଚାଲୁଥିବା ଦେଖିବାକୁ ମିଳିଛି । ଫେମସ୍ ଡିଜାଇନର ଶାହିନ ମେନନଙ୍କ ଶୋ’ରେ ଜିନତ…

ସେନା ଅଫିସର ଝିଅ ବୋଲି ଗର୍ବ କରୁଥିଲେ ସ୍ୱାତୀ, ଏବେ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ବୋଲି ବିଜେପି କହିଛି । ସେନା ଅଧିକାରୀଙ୍କ ଝିଅ ବୋଲି ଯିଏ ନିଜେ ଗର୍ବ ଅନୁଭବ କରୁଥିଲେ ସେ କିପରି ବାପାଙ୍କ ବିରୋଧରେ ଏ ଭଳି ବୟାନ…

ଆଜି ରାଜ୍ୟର ୯ ସ୍ଥାନରେ ୩୭ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଅନୁଭୂତ ହେଉଥିବା ବେଳେ ତାତି ବଢ଼ିଛି । ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୭.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ…

ଚଳିତ ମାସରେ ହଲକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ମନସ୍କ’

ଭୁବନେଶ୍ୱର: ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ‘ମନସ୍କ’ ଚଳିତ ମାସରେ ସାରା ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଭିନ୍ନ ଧରଣର ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ମାନସ ସାହୁ । ସେ କହିଛନ୍ତି,…

ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରୁ ଠେଲିଦେଲେ, ଜଣଙ୍କ ମୃତ୍ୟୁ

ରାଞ୍ଚି: ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରେ ଝଗଡ଼ା । ଆଉ ତା ପରେ ୨ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଚାଏବାସାରେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚକ୍ରଧରପୁର ଜୋନରେ ଏହି ଘଟଣା…

୭ ଜାତୀୟ ରାଜନୈତିକ ଦଳକୁ ଅଜଣା ଉତ୍ସରୁ ହୋଇଛି ୬୬ ପ୍ରତିଶତ ପଣ୍ଡିଂ; ଏଡିଆର୍ ରିପୋର୍ଟ

ନୂଆଦିଲ୍ଲୀ: ବେନାମୀ ନାଁରେ ରାଜନୈତିକ ଦଳକୁ ଆସୁଛି ଟଙ୍କା। ଏଡିଆର୍‌ ରିପୋର୍ଟରେ ଏହାର ଖୁଲାସା ହୋଇଛି। ୨୦୨୧-୨୨ରେ ୭ ଜାତୀୟ ରାଜନୈତିକ ଦଳକୁ ଇଲେକ୍ଟୋରାଲ ବଣ୍ଡ ଓ ଅଜଣା ଉତ୍ସରୁ ୬୬ ପ୍ରତିଶତରୁ ଅଧିକ ଟଙ୍କା ଆସିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ(ଏଡିଆର୍) ରିପୋର୍ଟେର…

ଜୋର୍ ଧରିଲା ସରନା କୋଡ୍ ଦାବି, ରାଞ୍ଚିରେ ଗର୍ଜିଲେ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ

ରାଞ୍ଚି: ଭାରତରେ ସରନା ଧର୍ମକୁ ମାନୁଥିବା ଆଦିବାସୀମାନେ ନିଜକୁ ଏକ ନୂଆ ଧାର୍ମିକ ସମୂହର ମାନ୍ୟତା ଦାବି କରି ଦେଶବ୍ୟାପୀ ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛନ୍ତି । ସେମାନଙ୍କ ଅଭିଯୋଗ ସମସ୍ତଙ୍କ ପାଇଁ କୋଡ୍ ଅଛି କିନ୍ତୁ ଆଦିବାସୀଙ୍କ ପାଇଁ କୌଣସି କୋଡ୍ ନାହିଁ । ଏହି କ୍ରମରେ…

ଡିଏ ବୃଦ୍ଧି କରିବାକୁ ପଶ୍ଚିମବଙ୍ଗ ସରକାରୀ କର୍ମଚାରୀଙ୍କ ଅନଶନ ଜାରି; ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରିଲେ

କୋଲକାତା: ଡିଅରନେସ୍ ଆଲାଓନ୍ସ(ଡିଏ) ବଢ଼ାଇବା ପାଇଁ ଅନଶନ କରୁଥିବା ପଶ୍ଚିମବଙ୍ଗର ସରକାରୀ କର୍ମଚାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଦାବି କରିଛନ୍ତି। ଏନେଇ ରବିବାର ଆନ୍ଦୋଳନରତ କର୍ମଚାରୀମାନେ ରାଜ୍ୟାପାଳ ସିଭି ଆନନ୍ଦ ବୋସଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି। ଥରେ…