Latest Odisha News

BREAKING NEWS

Yearly Archives

2023

ଡାକ୍ତରଖାନାରେ ଭର୍ତ୍ତି ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ: ଅସୁସ୍ଥ ହେଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓ । ତାଙ୍କ ତଳିପେଟରେ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରବିବାର ତାଙ୍କୁ ଏକ ଘରୋଇ ସୁପର ସ୍ପେଶାଲିଟି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମେଡିକାଲ ଟେଷ୍ଟ…

ଇଂଲଣ୍ଡ ବିପକ୍ଷରେ ଐତିହାସିକ ଟି୨୦ ସିରିଜ ଜିତିଲା ବାଂଲାଦେଶ

ଢ଼ାକା: ବାଂଲାଦେଶ ପ୍ରଥମ ଥର ପାଇଁ ଇଂଲଣ୍ଡ ବିପକ୍ଷରେ ଟି୨୦ ସିରିଜ ଜିତି ଇତିହାସ ରଚିଛି । ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ରେ ଘରୋଇ ଦଳ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରି ଏହି ସଫଳତା ହାସଲ କରିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ୨-୦ରେ ଅଗ୍ରଣୀ ରହିଛି । ପ୍ରଥମେ ବ୍ୟାଟିଂ କରି…

ବରଫପାତରେ ଫସିଥିଲେ ପାଖାପାଖି ୪୦୦ ପର୍ଯ୍ୟଟକ; ଉଦ୍ଧାର କଲା ସେନା

ଗ୍ୟାଙ୍ଗଟକ୍: ସିକ୍କିମର ନାଥୁଲା ଓ ତ୍ସୋମଗୋ ହ୍ରଦରୁ ଫେରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଥିବା ୪୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ଭାରତୀୟ ସେନା। ଶନିବାର ନାଥୁଲା ଓ ତ୍ସୋମଗୋ ହ୍ରଦରୁ  ପାଖାପାଖି ୧୦୦ଟି ଗାଡ଼ି ଫେରୁଥିବା ବେଳେ ଅଧା ରାସ୍ତାରେ ପ୍ରବଳ ବରଫପାତ ହୋଇଥିଲା। ଫଳରେ…

ପଞ୍ଜାବରେ ବନ୍ଧୁକ ପରମ୍ପରା ଉପରେ ଚଢ଼ାଉ ଜାରି; କ୍ୟାନ୍‌ସଲ ହେଲାଣି ୨୦୦୦ ଆର୍ମ ଲାଇସେନ୍ସ

ଚଣ୍ଡିଗଡ଼: ପଞ୍ଜାବରେ ଆମେରିକା ଭଳି କଥା କଥାକେ ଫୁଟୁଛି ଗୁଳି। ଯାହାକୁ ନେଇ ଅନେକ ସମୟରେ ପଞ୍ଜାବ ବଦନାମ ବି ହୋଇଛି। ରାଜ୍ୟରେ ବନ୍ଧୁକ ପରମ୍ପରା ବନ୍ଦ କରିବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ରଜ୍ୟସାରା ଚଢ଼ାଉ ଜାରି ରହିଛି। କେବଳ ରବିବାର ପଞ୍ଜାବରେ ୮୧୩ ଜଣଙ୍କର ବନ୍ଧୁକ…

ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ

ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା…

ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍‌ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି…

କୋହଲିଙ୍କୁ ନେଇ ଚାଂଚଲ୍ୟକର ଖୁଲାସା କଲେ ପତ୍ନୀ ଅନୁଷ୍କା

ଅହମ୍ମଦାବାଦ: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ କ୍ରିକେଟ ଟେଷ୍ଟରେ ବିରାଟ କୋହଲି ଚମତ୍କାର ଶତକ ହାସଲ କରିଛନ୍ତି । ୧୨୦୫ ଦିନ ପରେ କୋହଲି ହାସଲ କରିଥିବା ଏହି ଶତକକୁ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ସମର୍ପିତ କରିଛନ୍ତି । ତେବେ କୋହଲିଙ୍କୁ ନେଇ ଅନୁଷ୍କା ଏକ ଚାଂଚଲ୍ୟକର ଖୁଲାସା କରିଛନ୍ତି । ସେ…

ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି ବୋଲି କହିଲେ ଫାର୍ମ ହାଉସ ମାଲିକଙ୍କ ଦ୍ୱିତୀୟ ପତ୍ନୀ

ମୁମ୍ବାଇ: ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ନେଇ ଯାଂଚ ଚାଲିଛି । ସତୀଶ ମାର୍ଚ୍ଚ ୮ରେ ଦିଲ୍ଲୀର ଏକ ଫାର୍ମ ହାଉସରେ ଆୟୋଜିତ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ । ଫାର୍ମ ହାଉସରେ କେତେକ ଆପତିଜନକ ଔଷଧ ମିଳିବା ପରେ ପୋଲିସ…

ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମାଆଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ମା ଶ୍ରୀମତୀ ସ୍ନେହଲତା ଦୀକ୍ଷିତ ରବିବାର ସକାଳେ ପରଲୋକ ହୋଇଯାଇଛି । ବୟାସଧିକ ଯୋଗୁ ଘରେ ତାଙ୍କର ସ୍ୱାଭାବିକ ଭାବେ ପରଲୋକ ହୋଇଛି । ଅପରାହ୍ନରେ ମୁମ୍ବାଇର ବୈକୁଣ୍ଠ ଧାମରେ ଶେଷକୃତ ସମ୍ପନ୍ନ ହୋଇଛି । ଏହି ସୂଚନା ମାଧୁରୀ ଦୀକ୍ଷିତଙ୍କ ପରିବାର…

ଗୁଳିକାଣ୍ଡର ଦିନକ ପୂର୍ବରୁ ଫୋନରେ ଝିଅ ଦୀପାଳିକୁ କ’ଣ କହିଥିଲେ ନବ ଦାସ ?

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଏଯାଏ କାହା ମନରୁ ଲିଭି ନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । କାହିଁକି ଗୋପାଳ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କଲା ତାହା ଏବେ ବି ଜଣାପଡ଼ିନି । କିନ୍ତୁ ଜାନୁଆରୀ ୨୯ ତାରିଖର ଠିକ୍ ପୂର୍ବ ଦିନ ନବ ତାଙ୍କ…