ଜୟନାରାୟଣଙ୍କୁ ବିରୋଧିଦଳ ନେତା ପଦରୁ ହଟାଯାଉ- ବିଜେଡି
ଭୁବନେଶ୍ୱର: କର୍ତ୍ତବ୍ୟରତ ମହିଳା ପୁଲିସ୍ଙ୍କୁ ଜୟନାରାୟଣଙ୍କ ଆକ୍ରମଣକୁ ନେଇ ତାତିଲା ବିଜେଡି । ଜୟନାରାୟଣ ଜଣେ ଅଭ୍ୟାସଗତ ଅପରାଧୀ ବୋଲି କହି ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କଲା ବିଜେଡି ।
ଜଣେ କର୍ତ୍ତବ୍ୟରତ ମହିଳା ପୁଲିସ୍ ଅଧିକାରୀଙ୍କୁ ସର୍ବସମ୍ମୁଖରେ…