ନ୍ୟୁଜିଲାଣ୍ଡରେ ଭୂମିକମ୍ପ; ୬.୧ ତୀବ୍ର ଝଟ୍କାରେ ଥରିଲା ଦେଶ
ୱେଲିଂଟନ: ଶକ୍ତିଶାଳି ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିଲୋମିଟର ଦୂରରେ ଭୁମିକମ୍ପ ହୋଇଛି। ୟୁରୋପିୟନ ଭୂମଧ୍ୟସାଗରୀୟ ଭୂବିଜ୍ଞାନ କେନ୍ଦ୍ର(EMSC)ର ସୂଚନା ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରହିଛି। ତେବେ ୪୮ କିମି ଗଭୀରରୁ ଏହି…