ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ
ଭୁବନେଶ୍ୱର: ରାଜ୍ୟ ତଥା ଦେଶର ସୁନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାଃ ଯଦୁନାଥ ପ୍ରସାଦ ଦାସଙ୍କ ପରଲୋକ। ୯୦ ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଆଦି ସନ୍ଧ୍ୟା ୬.୨୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।
ସେ ଏକାଧାରରେ ଜଣେ ଚିକିତ୍ସାବିଜ୍ଞାନୀ…