Latest Odisha News

BREAKING NEWS

Yearly Archives

2023

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ମୁକ୍ତିର ପଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମୁକ୍ତି ଦାତା ଶ୍ରୀ ଜଗନ୍ନାଥଙ୍କୁ ଅନ୍ତରଙ୍ଗ ଭକ୍ତଟିଏ ମୁକ୍ତି ଛଡା ଅନ୍ୟକିଛି ମାଗିପାରେନି । ମୁକ୍ତି ମାର୍ଗର ତିନୋଟି ପଥ ହେଲା ଜ୍ଞାନ, କର୍ମ ଓ ଭକ୍ତି, ଜ୍ଞାନ ଓ କର୍ମ ନିଷ୍ଠାପର ତଥା କଠୋର…

ଥମୁନି ଧଳା ଜହର କାରବାର : ଅନୁଗୁଳରୁ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଗିରଫ

ଅନୁଗୁଳ : ଥମୁନି ଧଳା ଜହର କାରବାର  । ବ୍ରାଉନ ସୁଗାର ବିକ୍ରି ପାଇଁ ଡିଲ ବେଳେ ୭୪ ଗ୍ରାମ ବ୍ରାଉନସୁଗାର ସହ ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଅବକାରୀ ବିଭାଗ  । ସୂଚନା ମୂତାବକ ନାଲକୋନଗର ଥାନା କନ୍ୟାବେଡା ଓ କେନ୍ଦୁପାଟଣା ଗାଁ ମୁଣ୍ଡରେ ଥିବା ବ୍ରିଜ ନିକଟରେ ବ୍ରାଉନସୁଗାର ବିକ୍ରି ପାଇଁ…

ସୁଡଙ୍ଗ ଭିତରେ ଶ୍ରମିକ: ପହଁଚିବା ପାଇଁ ବିକଳ୍ପ ରାସ୍ତା ତିଆରି କଲେ ଇଞ୍ଜିନିୟର

ଉତ୍ତରକାଶୀ: ସୁଡଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପାହାଡ ଉପରୁ ଏକ ଗାତ ଖୋଳିବା ପାଇଁ ଅଧିକାରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ଯେଉଁ 60 ମିଟର ଡ୍ରଲିଂ କରିବାକୁ ପ୍ରୟାସ ହୋଇଥିଲା ତାହା କୌଣସିମତେ ସଫଳ ନହେବାରୁ ଏହି ବିକଳ୍ପ ରାସ୍ତା ତିଆରି…

ଶାହରୁଖଙ୍କ ପାର୍ଟିକୁ ଏହି କାରଣରୁ ଯାଆନ୍ତି ନାହିଁ ଇମ୍ରାନ

ମୁମ୍ବାଇ: ଫିଲ୍ମ 'ଟାଇଗର-୩' 'ପାଇଁ ଆଜିକାଲି ବଲିଉଡ ଅଭିନେତା ଇମ୍ରାନ ହାସମୀ ଚର୍ଚ୍ଚାରେ ଅଛନ୍ତି । ସିରିଏଲ କିସର ନାମରେ ପ୍ରସିଦ୍ଧ ଇମ୍ରାନ ଏହି ଚଳଚ୍ଚିତ୍ରରେ ଭିଲେନ ଭୂମିକାରେ ନଜର ଆସିଛନ୍ତି । ଆଉ ତାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ତେବେ ଇମ୍ରାନ ଏବେ ବଲିଉଡ କିଙ୍ଗ…

ବିଶ୍ୱର ସବୁଠାରୁ ବଡ ସ୍ୱର୍ଣ୍ଣମୁଦ୍ରା, ମୋଗଲ ସମ୍ରାଟଙ୍କ ଦ୍ୱାରା ହୋଇଥିଲା ତିଆରି

ଭାରତରେ ଲୋକମାନେ ସୁନାକୁ ବହୁତ ଭଲ ପାଆନ୍ତି । ଯଦି ଆପଣ କୌଣସି ରାଜ୍ୟକୁ ଯାଆନ୍ତି, ତେବେ ଆପଣ ସେମାନଙ୍କ ସମ୍ପ୍ରଦାୟ କିମ୍ବା ସେହି ଅଞ୍ଚଳରେ ଅଧିକାଂଶ ମହିଳା ସୁନା ଅଳଙ୍କାର ବ୍ୟବହାର କରୁଛନ୍ତି । କେବଳ ଅଳଙ୍କାର ନୁହେଁ, ସୁନା ମୁଦ୍ରା ମଧ୍ୟ ରଖିଛନ୍ତି । କିନ୍ତୁ ଆପଣ ଦୁନିଆର ସବୁଠୁ ବଡ…

୨ଟି ଫ୍ଲାଟ ବିକିଲେ ପ୍ରିୟଙ୍କା , ଜାଣନ୍ତୁ କିଣିଲେ କିଏ?

ମୁମ୍ବାଇ: ବଲିଉଡ଼ ଓ ହଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ମୁମ୍ବାଇର ପୋଶ୍ ଅଞ୍ଚଳରେ ଅନ୍ଧେରୀରେ ଥିବା ନିଜର ଦୁଇଟି ଫ୍ଲାଟ୍‌କୁ ବିକ୍ରି କରିଛନ୍ତି । ଏହା ୬ କୋଟି ଟଙ୍କାରେ ବିକ୍ରି ହୋଇଛି । ଅନ୍ଧେରୀରେ ଥିବା ଏକଫ୍ଲାଟ୍‌୍ ୮୬୦ ବର୍ଗଫୁଟ୍ ଅଞ୍ଚଳରେ ହୋଇଥିବା ବେଳେ ଏହାକୁ ୨.୨୫…

ଯେଉଁଠି ପତ୍ନୀଙ୍କ ଜନ୍ମଦିନ ଭୁଲିଲେ ମିଳେ ଜେଲ୍ ଦଣ୍ଡ

ପତ୍ନୀଙ୍କ ଜନ୍ମଦିନ ଭୂଲିଗଲେ ମିଳେ ଜେଲ ଦଣ୍ଡ । ଏଭଳି ଅପରାଧ ପାଇଁ ସ୍ୱାମୀଙ୍କୁ ପାଞ୍ଚ ବର୍ଷ ଯାଏ ଜେଲ ଦଣ୍ଡ ଭୋଗିବାର ନିୟମ ବି ରହିଛି । ତେବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ସାମୋଆ ଦେଶରେ ପତ୍ନୀଙ୍କ ଜନ୍ମଦିନ ଭୁଲିଯିବା ହେଉଛି ବେଆଇନ ଏବଂ ଏକ ଅକ୍ଷମଣୀୟ ଅପରାଧ । ସାଧାରଣତଃ…

ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର ମାଲିକାଣୀ କ୍ୟାଟ୍ରିନା

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ ହୋଇଯାଇଛି ସଲମାନ ଖାନଙ୍କ ଅଭିନିତ ଫିଲ୍ମ 'ଟାଇଗର-୩ ' । ଏଥିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ଜୋୟା ଭୂମିକାରେ ନଜର ଆସିଥିବା କ୍ୟାଟ୍ରିନା କୈଫ୍ ତାଙ୍କ ସ୍ୱାମୀ ଭିକିଙ୍କଠାରୁ ଯଥେଷ୍ଟ ଅଧିକ ଟଙ୍କାର…

ଆଣ୍ଟାର୍କଟିକାର ବରଫ ରନ୍‌ୱେରେ ଲ୍ୟାଣ୍ଡିଂ କଲା ବିମାନ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ଅବତରଣ କରିଛି । ଯାହା ଇତିହାସରେ ପ୍ରଥମ । ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍ ଏୟାରୱେଜ୍‌’ । ତୁଷାର ଓ…

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…