ଝୁଲନ୍ତା ଅବସ୍ଥାରେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ମାଲକାନଗିରି: ବୁଧବାର ମାଲକାନଗିରି ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୋଟୁସ୍ଥିତ ମଧୁସୂଦନ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ନିଜ ହଷ୍ଟେଲରେ ଝୁଲିପଡ଼ିଥିବା ନେଇ ସୂଚନା ମିଳିଛି।
ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରୀଙ୍କର ନାମ…