Latest Odisha News

BREAKING NEWS

Yearly Archives

2023

ରାବଣ ପୋଡ଼ିକୁ ନେଇ ଦୀପାଳି-ଅଳକାଙ୍କ ମଧ୍ୟରେ ଲଢ଼େଇ!

ଝାରସୁଗୁଡ଼ା: ଦିବଂଗତ ନେତା ନବକିଶୋର ଦାସ ଏବଂ କିଶୋର ମହାନ୍ତି ଯଦିଓ ଗୋଟିଏ ଦଳ ବିଜେଡିରେ ଥିଲେ କିନ୍ତୁ ଏମାନଙ୍କ ସଂପର୍କ କିଭଳି ଜିଲ୍ଲା କଣ ରାଜ୍ୟ ରାଜନୀତିରେ ସମସ୍ତଙ୍କୁ ଜଣା। ଯଦିଓ ଏବେ ଏହି ଦୁଇ ନେତା ଆଉ ନାହାନ୍ତି କିନ୍ତୁ ତାଙ୍କର ଦୁଇ ଉତ୍ତରାଧିକାରୀଙ୍କ ମଧ୍ୟରେ ଆରମ୍ଭ…

ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କ ତରଫରୁ ‘A+’Rankର ଅଧିକାରୀ ହେଲେ RBI ଗଭର୍ଣ୍ଣର

ନୂଆଦିଲ୍ଲୀ: RBIର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର୍ କାର୍ଡ ୨୦୨୩ ରେ ‘A +’ ମାନ୍ୟତା । କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣରମାନଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଗତକାଲି ମରକ୍କୋର ମାରାକେଶ ସହରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଏହି ସମ୍ମାନ…

ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା: ୧୨ ମୃତ, ୨୩ ଆହତ

ମୁମ୍ବାଇ: ମୁମ୍ବାଇ-ନାଗପୁର ସମୃଦ୍ଧି ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତ ଗତିରେ ଯାଉଥିବା ଏକ ମିନି ବସ୍‌ ଏକ କଣ୍ଟେନରକୁ ଧକ୍କା ଦେଇଛି  । ଏଥିରେ  ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଅଧିକାରୀଙ୍କ କହିବାନୁଯାୟୀ ୩୫ ଜଣ…

ଥାନାରୁ ଜବତ ମଦ ଓ ବାଣ ଚୋରାଚାଲାଣ ଘଟଣା: ହୋମଗାର୍ଡ ଗିରଫ

ଖୋର୍ଦ୍ଧା:  ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ  । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ…

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ…

ଜୀବନର ସମୀକ୍ଷା ଓ ନାରୀ ହୃଦୟର ସଙ୍ଘର୍ଷ ଉପରେ ମୋ ଲେଖା ପର୍ଯ୍ୟବେଷିତ : ଈପ୍ସିତା ମଧୁମିତା ଦାସ (ଶ୍ରୀୟା)

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଭାଷା ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ସାହିତ୍ୟ ସର୍ଜନାରୁ ନିବୃତ ନହୋଇ ସମ୍ପ୍ରତି ଧାତୁ ବିଜ୍ଞାନରେ ପିଏଚ.ଡି ଲାଭ କରିବା ପାଇଁ…

ଶିଶୁ କବିତା : ଘରଚଟିଆ

ରୁଣ କୁମାର ମିଶ୍ର କୁନି କୁନି ଗୋଡ଼ ଦୁଇ ଟିକି ଥଣ୍ଟ ତା' ର , ମାଟିଆ ଶରୀରେ ଶୋହେ ଧଳା ଧଳା ଗାର । ଦିଶେ କେଡ଼େ ଶୋଭାବନ୍ତ ସେ ଟିକି ଚଢ଼େଇ , ଘରଚଟିଆ ନାମରେ ଚିହ୍ନା ପରା ସେହି । ଘର ଚାଳ ସନ୍ଧିରେ ସେ ବସା ଥାଏ କରି , ସକାଳ ହୋଇଲେ ଉଡ଼ି ଯାଏ ଫୁର୍ କରି । କିଚିରି…

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପିଏମ୍ ମୋଦି, ନବରାତ୍ରୀରେ ହେଲା ରିଲିଜ୍

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା  ପିଏମ ମୋଦୀଙ୍କର ଲୁକ୍କାୟିତ ପ୍ରତିଭା  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବରାତ୍ରୀ ପୂର୍ବ ରୁ ଏକ ଗର୍ବା ଗୀତ ଲେଖିଥିଲେ । ଯାହାକି ଆଜି ରିଲିଜ୍ ହୋଇଛି  । ୟୁଟ୍ୟୁବରେ ମୁକ୍ତିଲାଭ ହୋଇଥିବା ଏହି ଗୀତଟିକୁ ସମସ୍ତେ ପସନ୍ଦ କରୁଛନ୍ତି  ।  ସୋସିଆଲ…

ଅଭୁଲା ଗୀତ : ମରୁଆ ଫୁଟିଲା ବନେ

ଗାୟନ : ରାଧାରମଣ ରାୟ ଓ କମଳା ଦେବୀ ସଙ୍ଗୀତ : ଗୌର ଗୋସ୍ୱାମୀ ସୁରେନ୍ ପାଲ୍‌ ଗୀତ : ରାଧାରମଣ ରାୟ ଚଳଚ୍ଚିତ୍ର : ରୋଲସ୍ ଟୁ ଏଇଟ୍‌, ୧୯୫0 ନାୟିକା :ମରୁଆ ଫୁଟିଲା ବନେ ମନକଥା ମୋର ମନ ନ ମାନେ ମନ ନ ମାନେ ମୋ ନାହିଁ କେ ଶୁଣିବ ଜଣେ ନାହିଁ କେ ଶୁଣିବ ଜଣେ ହାୟ ହାୟ! ନାୟକ…

ଗଳ୍ପ : ଦାୟିତ୍ୱ

ଅଳକା ମହାପାତ୍ର ବାପା, ମୁଁ ଆସନ୍ତା ମାସରୁ ମୋ ଦୋକାନ ପାଖରେ ରହିବି । ଛୋଟିଆ ଘରଟିଏ ଦେଖିଛି, ସେଠାରେ ଆମେ ଦୁହେଁ ପତିପତ୍ନୀ ରହିଯିବୁ, କହିଲା ଗୋପାଳ । ଏଇ ଛଅମାସ ହେବ ଗୋପାଳ ବାହାହୋଇଛି । ବାପା ହରିଶ୍ଚନ୍ଦ୍ର କହିଲେ "ଘର ଥାଉ ଥାଉ ଭଡାଘରେ କାହିଁକି ରହିବ ? ପାନ ଦୋକାନରୁ କେତେ…