Happy Birthday Ranveer Kapoor: ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ ଊପହାର
ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି । ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର । ଅଭିନେତା ଋଷି କପୁର ଓ…