Latest Odisha News

BREAKING NEWS

Yearly Archives

2023

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର; ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

କୋଟା:କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ । ସେଠାରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତକାଲି ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତରପ୍ରଦେଶ ନିବାସୀ । ତେବେ ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନ ଥିଲେ ।…

ଭାଷା ଭାଗବତ : ଭାଷା-ଆଚ୍ଛନ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା-ଆଚ୍ଛନ୍ନ ହୋଇ ମୁହିଁ ଯାହା ଜଣାଏଁ ଲେଖି, କହି ତାହା ନ ହୋଇଲେ ସ୍ବୀକାର୍ଯ ହରାଏଁନାହିଁ ନିଜ ଧୈର୍ଯ ହୁଏତ ମୋର କଥା ଲେଖା ଅଜଣା କାରଣୁ ଅବିକା କେତେକେ କରଂତି ଅଗ୍ରାହ୍ୟ ତାହା ମୁଁ କରିପାରେଁ ସହ୍ୟ ବିରୋଧ ଅବା…

ପରଲୋକରେ କୃଷି ବିଜ୍ଞାନୀ ତଥା ‘ସବୁଜ ବିପ୍ଳବ’ର ପୁରୋଧା ଏମଏସ ସ୍ବାମୀନାଥନ୍‌

ଚେନ୍ନାଇ: ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଭାରତର ‘ସବୁଜ ବିପ୍ଳବ’ର ମୁଖ୍ୟ ଏମଏସ ସ୍ବାମୀନାଥନ୍‌ଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ୯୮ ବର୍ଷ ବୟସରେ  ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପୂର୍ବାହ୍ନ ୧୧ଟା ୨୦ରେ  ଦେହାନ୍ତ ହୋଇଛି । ୧୯୨୫ ମସିହା ଅଗଷ୍ଟ ୭ ତାରିଖରେ…

ଖବରକାଗଜ ଉପରେ ଖାଦ୍ୟ ରଖି ଖାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ଵର: ଖବର କାଗଜରେ ଖାଦ୍ୟ ଗୁଡାଇ ଆଣିବା ଏକ ସାଧାରଣ କଥା ଅଟେ। ପ୍ରାୟତଃ କ୍ଷେତ୍ରରେ ଖବରକାଗଜ ଉପରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳେ । ଖାସ୍ କରି ଜଳଖିଆ ଆଣିବା ବେଳେ ଦୋକାନୀମାନେ ଖବରକାଗଜ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ। ତେବେ, ପରବର୍ତ୍ତୀ ସମୟରେ ଏହି ଅଭ୍ୟାସ ଆପଣଙ୍କ…

ଅଧାବାଟରେ ପଡିଛି ବାଇକ, ବ୍ୟାଗ ଆଉ ଚପଲ: ହେଲେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ପତ୍ତା ମିଳୁନି

କେନ୍ଦ୍ରାପଡ଼ା:ପୁଣି ଜଣେ ଘରୋଇ କମ୍ପାନୀର କର୍ମଚାରୀ ନିଖୋଜ । ଫାଇନାନ୍ସ  କମ୍ପାନୀର ଏହି କର୍ମଚାରୀ ଜଣକ ଆଜି କଲେକ୍ସନ ସାରି ଫେରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି ।   ତାଙ୍କ ଫୋନ୍ ନଲାଗିବାରୁ ଥାନାରେ ଅଭିଯୋଗ କରିଛନ୍ତି ଫାଇନାନ୍ସ କର୍ମଚାରୀ କର୍ତୃପକ୍ଷ । କେନ୍ଦ୍ରାପଡ଼ା ଜିଲ୍ଲା…

ସରକାରଙ୍କୁ ଆଣବିକ ବୁଡ଼ାଜାହାଜ ଓ ବିମାନ ପରିବହନକାରୀ ମାଗିଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଚୀନ୍‌ର ନୌସେନା ଭାରତ ମହାସାଗରରେ ପ୍ରବେଶ କରୁଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ନୌସେନା ମଧ୍ୟ ନିଜର ଶକ୍ତି ବୃଦ୍ଧି କରିବାକୁ ଚାହୁଁଛି। ନୌସେନା ସରକାରଙ୍କୁ ଆଉ ଗୋଟିଏ ବିମାନ ପରିବହନକାରୀ, ତିନୋଟି ଆଣବିକ ଚାଳିତ ବୁଡ଼ାଜାହାଜ ଏବଂ ଛଅଟି ଡିଜେଲ-ଇଲେକ୍ଟ୍ରିକ୍ ପାରମ୍ପାରିକ…

‘ଜେଜେ, ମୁଁ ଆଉ ବାପା ମିଶି ମା’ ପାଖକୁ ଯାଉଛୁ …’ନଦୀକୁ ଡେଇଁବା ପୂର୍ବରୁ ଏ ଥିଲା କୁନି ଝିଅର ଶେଷ କଥା

ଭଦ୍ରକ: କୁନି ଝିଅଟି ମା’କୁ ଝୁରୁଥିଲା । ମାସେ ତଳେ  ମା’ ତାକୁ ଛାଡି ସବୁଦିନ ପାଇଁ ଚାଲି ଯାଇଥିଲା ଆର ପାରିକୁ । ହେଲେ ସେ ଆର ପାରି ଯେ ଅଫେରା ରାଇଜ କୁନି ଝିଅଟି ବା କାହିଁକି ଜାଣିବ ? ବାପା କହିଲେ ଚାଲ ମା’ ପାଖକୁ ଯିବା । ଝିଅଟି କେତେ ଖୁସି ହୋଇ ଯାଇଥିବ ସତରେ ! ମା’ ପାଖକୁ ଯିବ…

ସ୍ବାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ପାରାଦୀପ: ସ୍କୁଟି ଉପରେ ମାଡିଗଲା ଡାଲାବଡି ଗାଡି । ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ଵାମୀ । ପାରାଦୀପ ଅଠରବାଙ୍କୀ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଉଭୟଙ୍କ ପରିଚୟ ମିଳିଥିବା ବେଳେ ସ୍ଵାମୀ ଜୟରାମ ପୂର୍ତୀ ପାରାଦୀପ…

ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣାରେ ବସିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ପୁଣି ହଙ୍ଗାମା । ସରକାରଙ୍କୁ ଘେରିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।  ପ୍ରଶ୍ନ ପଚାରିବାକୁ ତାଙ୍କୁ ସୁଯୋଗ ଦିଆ ଯାଉ ନ ଥିବା ଅଭିଯୋଗ କରିଛନ୍ତି ଗେପାଳପୁର ବିଧାୟକ ।  ବିଧାନସଭା ମଧ୍ୟରେ ଧାରଣାରେ ବସିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଶ୍ନ ପଚାରିବାରୁ…

ଝାନସୀରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ନିଆଁ: ଜୀଅନ୍ତା ଜଳିଗଲେ ୨ଜଣ

କାନପୁର: ଝାନସୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଲାଗିଲା ଭୟଙ୍କର ନିଆଁ । ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ । ଜୀବନ୍ତ ଦଗ୍ଧ ହୋଇଗଲେ ୨ ଜଣ । ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି…