Latest Odisha News

BREAKING NEWS

Yearly Archives

2023

ଡେଙ୍ଗୁ ମ୍ୟାଲେରିଆ ରୋକିବାକୁ ଯାଜପୁର ସୁଜନପୁରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଯାଜପୁର: ସାରା ରାଜ୍ୟରେ ଆତଙ୍କ ଖେଳାଉଛି ଡେଙ୍ଗୁ ମ୍ୟାଲେରିଆ  । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଉଛି  ।       ଏହାକୁ ପ୍ରତିହତ କରିବାର ଲାଗି ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି  ।…

ପୁଣି ସାମ୍ନାକୁ ଆସିଲା ସୀମା ପାର ପ୍ରେମ କାହାଣୀ : ୩୫ ବର୍ଷୀୟ ପ୍ରେମିକକୁ ବିବାହ କରିବାକୁ ପାକିସ୍ତାନରେ ପହଞ୍ଚିଲେ…

ନୂଆଦିଲ୍ଲୀ: ନିଜର ପ୍ରେମକୁ ପାଇବାପାଇଁ ଆଜି କାଲି ପ୍ରେମୀ ଯୁଗଳ କିଛି ବି କରୁଛନ୍ତି । କିଏ ସାତଦରିଆ ପାରି ହୋଇ ଆସି ନିଜ ପ୍ରେମ ପାଖରେ ପହଞ୍ଚୁଛି ତ ପୁଣି ଆଉ କିଏ ସୀମା ପାର ହେବାକୁ ବି ପଛାଉ ନାହିଁ । ଆପଣ ମାନେ ଜାଣିଥିବେ ଯେ ନିକଟରେ ସୀମା ସଚିନଙ୍କ ପ୍ରେମ ବିଷୟରେ । ଯିଏ କି…

ଯାଜପୁର ପହଙ୍ଗା ଅଞ୍ଚଳରେ ଚଢଉ: ୫ ବାଦୁଡି ଜବତ, ୩ ଗିରଫ

ଯାଜପୁର: ଯାଜପୁର ରୋଡ ବନ ବିଭାଗ ପକ୍ଷରୁ ପହଙ୍ଗା ଅଂଚଳରେ ଚଢ଼ାଉ କରାଯାଇଛି  । ଫଳରେ ୫ଟି ବାଦୁଡି ପକ୍ଷୀ ଜବତ କରାଯାଇଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି  । କଟକ ବନଖଣ୍ଡ ଅଧିକାରୀ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶକ୍ରମେ ଏସସିଏଫ ସୌଭାଗ୍ୟ କୁମାର ସାହୁଙ୍କ ତତ୍ବାବଧାନରେ  ଏହି ଚଢାଉ…

ଚାବି କେଉଁଠି ରଖିଛନ୍ତି, ଫିଲ୍ମର ନାମ ଭୁଲିଯାଉଛନ୍ତି କି? ଦେଶର ଯୁବ ବର୍ଗଙ୍କଠାରେ କାହିଁକି ଏହି ଲକ୍ଷଣ?

ନୂଆଦିଲ୍ଲୀ: ଆପଣ ବାରମ୍ବାର ସେହି ଲୋକମାନଙ୍କର ନାମ ଭୁଲି ଯାଉଛନ୍ତି କି ଯେଉଁମାନେ ଆପଣ ଭଲ ଭାବରେ ଜାଣନ୍ତି, କିମ୍ବା ଆପଣ ଆପଣଙ୍କ କାରର ଚାବି କେଉଁଠି ରଖିଥିଲେ, କିମ୍ବା ସେହି ଚଳଚ୍ଚିତ୍ରର ନାମ ଯାହା ଆପଣ କେବଳ ଦେଖିଥିଲେ? ଅନେକ ଲୋକ ଏହି ଭୁଲି ଯିବାକୁ ଡିମେନସିଆ ରୋଗର ପ୍ରାରମ୍ଭିକ…

ସାମ୍ନାକୁ ଆସିଲା ହରପ୍ରୀତ ସିଂହ କଳା କାରନାମାର ଲମ୍ବା ଚିଠା: ପ୍ରମାଣ ସହ କାନାଡାକୁ ତଥ୍ୟ ଦେଲା ଭାରତ

ନୂଆଦିଲ୍ଲୀ: ଖଲିସ୍ଥାନ ଆତଙ୍କୀ ହରପ୍ରୀତ ସିଂହ ନିଜ୍ଜର ହତ୍ୟା ପରେ ଦିନକୁ ଦିନ ବିଗୁଡୁଛି କାନାଡା-ଭାରତ ସମ୍ପର୍କ । ହରପ୍ରୀତ ସିଂହଙ୍କ ହତ୍ୟାରେ ଭାରତୀୟ ଏଜେନ୍ସିର ହାତ ଅଛି ବୋଲି କାନାଡା ଅଭିଯୋଗ କରିଛି । ହେଲେ ଏ ଯାଏ କୌଣସି ପ୍ରମାଣ ଦେଇନି କାନାଡା । କାନାଡାର ଏପରି ଅଭିଯୋଗକୁ…

ପବିତ୍ର ରାଧାଷ୍ଟମୀ: ସନ୍ତାନ ପାଇବାକୁ ଚାହୁଁଥିଲେ ରାଧାଷ୍ଟମୀରେ କରନ୍ତୁ ରାଧା କୁଣ୍ଡରେ ସ୍ନାନ

ବାରଣାସୀ: ଆଜି ପବିତ୍ର ରାଧାଷ୍ଟମୀ, ଶ୍ରୀରାଧାଙ୍କ ଜନ୍ମ। ଭଗବାନ୍ ଶ୍ରୀକୃଷ୍ଣଙ୍କର ଦକ୍ଷିଣ ଅଂଶରୁ ଶ୍ରୀରାଧାଙ୍କର ଉତ୍ପତ୍ତି ବୋଲି କୁହାଯାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ ଯେପରି “ଜନ୍ମାଷ୍ଟମୀ” ଭାବରେ ପାଳନ କରାଯାଏ, ବୈଷ୍ଣବମାନେ ଶ୍ରୀରାଧାଙ୍କର ଜନ୍ମତିଥିକୁ ସେହିପରି “ରାଧାଷ୍ଟମୀ”…

ଦୁଇ ରାଉଣ୍ଡ ପରେ ବି ମେଡିକାଲ ପିଜିରେ ୧୩ ହଜାର ସିଟ୍ ଖାଲି, ବେଞ୍ଚ ମାର୍କ କମାଇଲେ ସରକାର

ନୂୂଆଦିଲ୍ଲୀ: ଦୁଇଟି ପର୍ଯ୍ୟାୟରେ କାଉନସେଲିଂ ପରେ ପ୍ରାୟ ୧୩ ହଜାର ପିଜି ମେଡିକାଲ ସିଟ୍ ଖାଲି ପଡ଼ିଛି ଦେଶରେ। ଯାହାଫଳରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଗ୍ୟତା ପାଇଁ ଥିବା ବେଞ୍ଚ ମାର୍କକୁ ଶୂନକୁ ହ୍ରାସ କରିବାକୁ ବାଧ୍ୟ ହୋଇଛି। ଦେଶରେ ମୋଟ ୬୮,୧୪୨ ପିଜି ମେଡିକାଲ ସିଟ୍ ରହିଛି। ଯାହା…

ଦୀପାବଳୀ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି: ଦିଲ୍ଲୀ ଏନସିଆର ଅଞ୍ଚଳରେ ଜାରି ରହିବ ବାଣଫୁଟା କଟକଣା

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ  । ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଚଳିତବର୍ଷ ବି ଜାରି ରହିବ ବାଣଫୁଟା କଟକଣା  । ଦିଲ୍ଲୀ ଏନସିଆର ବ୍ୟତୀତ ଦେଶର ଅନ୍ୟାନ୍ୟ ସ୍ଥାନରେ କେବଳ ସବୁଜ ବାଣି ଫୁଟାକୁ ଅନୁମତି ଦିଆଯିବ  । ୨୦୧୮ ମସିହାରେ  …

ଆଜି ବାରଣାସୀରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେବି ତାଙ୍କ ସଂସଦ ନିର୍ବାଚନମଣ୍ଡଳୀକୁ ଆସନ୍ତି, ସେତେବେଳେ କାଶୀର ଚିତ୍ର ଅନେକ ଉପହାର ସହିତ ବଦଳୁଥିବା ଦେଖାଯାଇଥାଏ । ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ବାରାଣାସୀ ଗସ୍ତରେ ଆସିବେ ଏବଂ ଏହି ସମୟ ମଧ୍ୟରେ ବନାରସବାସୀ ୧୦୦୦ କୋଟିରୁ…

ଶିକ୍ଷକଙ୍କ ପରେ ଅଙ୍ଗନବାଡି ଦିଦିଙ୍କ ଗର୍ଜନ, ନିର୍ବାଚନ ବେଳେ ସରକାରଙ୍କ ତଣ୍ଟିରେ କଣ୍ଟା

ଭୁବନେଶ୍ୱର: ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଅଙ୍ଗନବାଡି କର୍ମୀମାନେ ଶୁକ୍ରବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଦାବି ପୂରଣ ନହେଲେ ଆଗାମୀ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ବିଭିନ୍ନ ଯୋଜନା ସହିତ ବିଭିନ୍ନ ସଂଗଠନକୁ…