ବିହାରରେ ଅଘଟଣ: ଘରର ଛାତ ଭୁଶୁଡି ୨ ମୃତ, ୩ ଆହତ
ବିହାର: ବିହାରରେ ଅଘଟଣ । ଲଗାଣ ବର୍ଷା କାରଣରୁ ଘରର ଛାତ ଭୁଷୁଡି ଚାଲିଯାଇଛି ୨ଜଣଙ୍କ ଜୀବନ । ଅନ୍ୟ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ହେବ ଲଗାଣ ବର୍ଷା ଜାରି ରହିଛି । ଫଳରେ ମନପୁର ଥାନା…