ଲାଣ୍ଡର ବିକ୍ରମ ପଠାଇଲା ଚନ୍ଦ୍ରପୃଷ୍ଠର ଅଦୃଶ୍ୟ ଇଲାକାର ଫଟୋ
ନୂଆଦିଲ୍ଲୀ: ଆଉ ମାତ୍ର ଦିନ ଦୁଇଟାର ଅପେକ୍ଷା । ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇବ ଚନ୍ଦ୍ରଯାନ-୩ । ଗୋଟିଏ ଗୋଟିଏ ପାଦ ସଫଳତା ଆଡକୁ ମୁହାଁଉଛି ଚନ୍ଦ୍ରଯାନ-୩ । ଏହାକୁ ନେଇ ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇ ସାରିଲାଣି । ଆମେରିକାର ସ୍ପେସ ଏଜେନ୍ସି ନାସା ଏବଂ…