Latest Odisha News

BREAKING NEWS

Yearly Archives

2024

ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ, ୯୩ଟି ଲୋକସଭା ଆସନରେ ୬୭.୯୩% ମତଦାନ

ନୂଆଦିଲ୍ଲୀ: ତୃତୀୟ ପର୍ଯ୍ୟାୟରେ ଶେଷ ହେଲା ମତଦାନ। ମେ ୭ରେ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ଗ୍ରହଣ କରାଯାଇଛି। ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୩ ଆସନ ପାଇଁ ପଡ଼ିଛି ଭୋଟ । ତୃତୀୟ ପର୍ଯ୍ୟାୟରେ ଅନେକ ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କଏଦ ହୋଇଛି। ଅମିତ ଶାହା, ଜ୍ୟୋତିରାଦିତ୍ୟ…

କେରଳରେ ବ୍ୟାପୁଛି ୱେଷ୍ଟ ନାଇଲ ଭାଇରସ, ୧୦ ଆକ୍ରାନ୍ତ

ଥିରୁଅନନ୍ତପୁରମ୍: କେରଳରେ ବ୍ୟାପିବାରେ ଲାଗିଛି ୱେଷ୍ଟ ନାଇଲ ଭାଇରସ । ଏଯାବତ୍ କେରଳର କୋଝିକୋଡ ଓ ମଲପ୍ପୁରମ ଜିଲ୍ଲାରେ ୱେଷ୍ଟ ନାଇଲ ଭାଇରସ ସଂକ୍ରମଣର ୧୦ଟି ମାମଲା ସାମ୍ନାକୁ ଆସିଛି । ଏପରିକି ଏହି ରୋଗରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ମୃତ୍ୟୁ…

ଆହୁରି ୫ଦିନ ବର୍ଷା, ଆଜି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ଵର: ଲଗାତାର ୨୧ ଦିନର ହିଟ୍ ୱେବ୍ ପରେ କାଳବୈଶାଖୀ ବର୍ଷା ଆଣି ଦେଇଛି ଆସ୍ବସ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ରାଜ୍ୟବାସୀ । ପ୍ରାୟ ସମସ୍ତ ସହରରେ ପାରଦ ହ୍ରାସ ପାଇଛି । ତାତି କମିଛି ଆଉ ଗରମରୁ ମିଳିଛି ଆଶ୍ବସ୍ତି । ଆସନ୍ତା ୪ଦିନ ଯାଏଁ…

ସମୂହ ଛୁଟିରେ ଗଲେ କ୍ରିଉ ମେମ୍ବର, ବାତିଲ୍ ହେଲା ଏୟାର ଇଣ୍ଡିଆର ୭୦ରୁ ଅଧିକ ଉଡ଼ାଣ

ନୂଆଦିଲ୍ଲୀ: ବାତିଲ ହେଲା ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ସେବା । କାଲି ରାତିରୁ ଆଜି ସକାଳ ଯାଏଁ ୭୦ରୁ ଅଧିକ ଉଡ଼ାଣ ବାତିଲ୍‌ କରିଛି ଏୟାର ଇଣ୍ଡିଆ । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ ଗଲେ ଶତାଧିକ କ୍ରିଉ ମେମ୍ବର । ତେଣୁ ଏପରି ନିଷ୍ପତି ନେଇଛି ଏୟାର ଇଣ୍ଡିଆ ।…

ଯୁକ୍ତ ଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ନିଶା ଦେଇ କରିଥିଲେ ଅଚେତ

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଶା ଦେଇ ଯୁକ୍ତ ୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ । ୮ ଜଣ ଗଣଦୁଷ୍କର୍ମ କରିଥିବା ବୈଦ୍ୟନାଥପୁର ଥାନାରେ ଏତଲା। ୩ ଦିନ ତଳେ ଛାତ୍ରୀ ଜଣଙ୍କ ପୁରୁଷ ସହପାଠୀଙ୍କ ଘରକୁ ଯାଇଥିଲେ। ସେଠାରେ…

ବନକଲାଗି ନୀତି ପାଇଁ ୬ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ନୀତି ପରେ ହେବ ବନକଲାଗି ନୀତି। ପ୍ରତିମାସରେ ହାରାହାରି ଦୁଇଥର ଶ୍ରୀଜୀଉଙ୍କର ବନକ…

ମେ ଚତୁର୍ଥ ସପ୍ତାହରେ ମାଟ୍ରିକ ରେଜଲ୍ଟ, ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ଫଳ

କଟକ: ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ମେ ମାସ ଶେଷ ଆଡ଼କୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଇବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଲକ୍ଷ୍ୟ ରଖିଛି। ନିର୍ବାଚନୀ ତାଲିମ୍ କାର୍ଯ୍ୟ ଏବଂ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମଟ୍ରିକ ଫଳ ପ୍ରକାଶନ…

ଆଜି କଳାହାଣ୍ଡି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ, ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଭୁବନେଶ୍ବର: ଆସିଯାଇଛି ନିର୍ବାଚନର ଋତୁ, ଭୋଟରକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ନେତା ଓ ପ୍ରାର୍ଥୀ କେତେବେଳେ ଜନ ସମାବେଶର ଆୟୋଜନ କରୁଛନ୍ତି ଆଉ କେତେବେଳେ ଶୋଭାଯାତ୍ରାରେ ଲାଗି ପଡିଛନ୍ତି । ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ହେବାକୁ ଯାଉଛି ତ୍ରିମୁଖି ଲଢେଇ । ଏହି ପରିପେକ୍ଷୀରେ…

କିଶୋରୀଙ୍କ ସୁରକ୍ଷା ଚିନ୍ତା : ଛାତ୍ରୀମାନେ ପାଇଲେ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଶିକ୍ଷା

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ କିଶୋରୀମାନଙ୍କୁ ଭଲ ଓ ଖରାପ ସ୍ପର୍ଶ ବିଷୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଓଡ଼ିଶାର ୧,୭୩୬ଟି ଅନୁସୁଚିତ ଜନଜାତି ଓ ଜାତି ଆବାସିକ ବିଦ୍ୟାଳୟର ପ୍ରାୟ ୫,୮୦୦ ଛାତ୍ରାବାସର ୫…

ରୁଦ୍ରଙ୍କ ବିରୋଧରେ ଲଢିବେ କି ତାଙ୍କ ସ୍ତ୍ରୀ ?

ଭୁବନେଶ୍ବର : ନିର୍ବାଚନ ମଇଦାନରେ ସ୍ବାମୀ ସ୍ତ୍ରୀ ମୁହାଁମୁହିଁ । ପିପିଲି ରାଜନୀତିରେ ବଡ ଟୁଇଷ୍ଟ । ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପ ମହାରଥୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପତ୍ନୀ ଜାଗୃତି ପଣ୍ଡା। ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ଜାଗୃତି । ତେବେ ସ୍ବାମୀଙ୍କ ବିରୋଧରେ…