ସଙ୍କଟରେ ହରିୟାଣାର ବିଜେପି ସରକାର, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ
ଚଣ୍ଡିଗଡ: ହରିୟାଣାରେ ବଡଧରଣର ରାଜନୈତିକ ହଲଚଲ ଦେଖିବାକୁ ମିଳିଛି । ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିଛନ୍ତି ୩ ସ୍ବାଧୀନ ବିଧାୟକ । ସମର୍ଥନ ଫେରାଇ ନେବା ପରେ ହରିୟାଣାର ସୈନୀ ସରକାର ଏବେ ଅଡ଼ୁଆରେ ଫସିଛନ୍ତି । ସମସ୍ତ ୩ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି । ଏହି ତିନି…