ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର: ଅଶୋକ ଗେହଲଟ୍
ନୂଆଦିଲ୍ଲୀ: ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଟାଗେର୍ଟ। କହିଛନ୍ତି, ରିମୋର୍ଟ କଣ୍ଟ୍ରୋଲରେ ଚାଲୁଛି ରାଜସ୍ଥାନ ସରକାର । ମୁଖ୍ୟ ସଚିବ ହିଁ ବାସ୍ତବ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ଠାରୁ ଅଧିକ ପାୱାରଫୁଲ…