Latest Odisha News

BREAKING NEWS

Yearly Archives

2024

ମହିଳା ଓ ଶିଶୁ ବିକାଶ ବିଭାଗର ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜର ହେଲେ ନିୟମିତ

ଭୁବନେଶ୍ୱର: ମହିଳା ଓ ଶିଶୁ ବିକାଶ ବିଭାଗରେ ୫୦୪ ଜଣ ଚୁକ୍ତିଭିତ୍ତିକ ସୁପରଭାଇଜରଙ୍କ ସେବା ନିୟମିତ କରିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ୭୫ତମ ଅଧିବେଶନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରାଜ୍ୟରେ ସମନ୍ଵିତ ଶିଶୁ…

ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ବିଜେଡି ସରକାର ଦେଇଥିବା ପ୍ରତିଶ୍ରୁତି ମିଛ: କଂଗ୍ରେସ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡ଼ି) ସରକାର ବିଭିନ୍ନ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ବିଶ୍ୱାସଘାତକତା କରୁଥିବା ଅଭିଯୋଗ କରି କଂଗ୍ରେସ ଦଳ ଏହାକୁ ତୀବ୍ର ସମାଲୋଚନା କରିଛି। ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓପିସିସି ମିଡିଆ ଓ ଯୋଗାଯୋଗ ବିଭାଗ ର ଅଧ୍ୟକ୍ଷ ବିଶ୍ବରଞ୍ଜନ…

ଆପାର୍ଟମେଣ୍ଟରୁ କେମିତି ହେଉଥିଲା ଲୁଟ୍, ଲୁଟେରାଙ୍କୁ ଧରି ପୋଲିସ କରୁଛି ଜେରା

ଭୁବନେଶ୍ୱର: ଭୁବନେଶ୍ୱରରେ ବିଭିନ୍ନ ଆପାର୍ଟମେଣ୍ଟରୁ ଏକାଧିକ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୯ ଜଣ ସଦସ୍ୟଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ଦେଢ଼ କେଜି ରୁପା ଅଳଙ୍କାର, ସୁନା ଅଳଙ୍କାର, ୪ଟି…

୧୪ତମ ଭାରତୀୟ ଖେଳାଳି ଭାବେ ୧୦୦ ଟେଷ୍ଟ ଖେଳିବାକୁ ଯାଉଛନ୍ତି ଅଶ୍ୱୀନ

ଧର୍ମଶାଳା: ଭାରତ-ଇଂଲଣ୍ଡ ସିରିଜର ଅନ୍ତିମ ଟେଷ୍ଟ ଧର୍ମଶାଳାରେ ମାର୍ଚ୍ଚ ୭ରୁ ଖେଳାଯିବ । ଭାରତର ସିନିୟର ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଏହି ମ୍ୟାଚ ଖେଳିଲେ ଏକ ନୂତନ କୀର୍ତିମାନ ସ୍ଥାପନ କରିବେ । ସେ ଭାରତର ୧୪ତମ ଖେଳାଳି ଭାବେ ୧୦୦ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିବେ । ରାଜକୋଟରେ ଅନୀଲ…

ଗୌରୀଙ୍କୁ ୩ ଥର ବିବାହ କରିଥିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଓ ଗୌରୀଙ୍କ ପ୍ରେମ କାହାଣୀ କିଏ ବା ନ ଜାଣେ । ଉଭୟ ସେମାନଙ୍କ ପ୍ରେମକୁ ସାକାର କରିବା ସହ ୩୨ ବର୍ଷ ହେବ ସୁଖଦ ବୈବାହିକ ଜୀବନ ଅତିବାହିତ କରୁଛନ୍ତି । ତେବେ ନିକଟରେ ଶାହାରୁଖଙ୍କ ବନ୍ଧୁ ବିବେକ ବାସୱାନୀ ଉଭୟଙ୍କ ବିବାହ ନେଇ ଏକ ମଜାଦାର ଖୁଲାସା…

ପାକିସ୍ତାନ ସୁପର ଲିଗ: ଗୋଟିଏ ଟିମର ୧୩ ଖେଳାଳି ଅସୁସ୍ଥ

କରାଚୀ: ପାକିସ୍ତାନ ସୁପର ଲିଗ କ୍ରିକେଟରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି । କରାଚୀ କିଙ୍ଗସ ଟିମର ୧୩ଜଣ ଖେଳାଳି ହଠାକ ଅସୁସ୍ଥ ହୋଇ ପଡିଥିଲେ । କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷ ମ୍ୟାଚ ପାଇଁ ଦଳରେ ଏଗାର ଜଣ ଖେଳାଳି ମଧ୍ୟ ଉପଲବ୍ଧ ହେଉ ନାହାନ୍ତି । ରିପୋର୍ଟ ମୁତାବକ କରାଜୀ କିଙ୍ଗସ ଟିମର…

ଆସନ୍ତୁ ଜାଣିବା ଭିକ୍କିଙ୍କ ଫୋନ ୱାଲପେପର ଥିବା ଏହି କୁନି ଝିଅଟି କିଏ

ମୁମ୍ବାଇ: ବଲିଉଡ ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ ରିୟଲ ଯୋଡିଙ୍କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଭିକ୍କି ମଧ୍ୟ କ୍ୟାଟ୍ରିନା ଅଧିକ ଭଲ ପାଆନ୍ତି ବୋଲି ପ୍ରମାଣ କରି ସାରିଛନ୍ତି । ଏବେ ତାଙ୍କ ଫୋନ ୱାଲପେପରରେ ଏକ କୁନି ଝିଅର ଫଟୋ ଭାଇରାଲ ହେବାରେ ଲାଗିଛି । ପରେ…

ବୃନ୍ଦାବନର ଭଟ୍ଟଜୀ ମହଲରେ ଖେଳାଯାଏ ସ୍ଵତନ୍ତ୍ର ଢଙ୍ଗରେ ହୋଲି, ୪୦ଦିନ ପୂର୍ବରୁ ନିଜ ହାତରେ ପ୍ରସ୍ତୁତ କରିଥାଆନ୍ତି…

ଭୁବନେଶ୍ଵର: ଆସୁଛି ରଙ୍ଗର ପର୍ବ ହୋଲି । ସେଥିପାଇଁ ଏବେଠାରୁ ଚଳଚଞ୍ଚଳ ହେଲାଣି ଦେଶ । ବିଶେଷ କରି ମଥୁରା, ବୃନ୍ଦାବନରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ତେବେ ବ୍ରଜ୍ ଅଞ୍ଚର ହୋଲି ସମଗ୍ର ବିଶ୍ୱରେ ପ୍ରସିଦ୍ଧ | ବସନ୍ତ ପଞ୍ଚମି ଠାରୁ ରଙ୍ଗ ପଞ୍ଚମି ପର୍ଯ୍ୟନ୍ତ ବ୍ରଜମଣ୍ଡଳର ବିଭିନ୍ନ…

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା

ଭୁବନେଶ୍ବର: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର । ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର । ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର…

୪୧ ଶ୍ରମିକଙ୍କ ଜୀବନ ବଞ୍ଚାଇଥିବା ରାଟ ମାଇନରଙ୍କ ଘର ଭାଙ୍ଗିଦେଲା ଡିଡିଏ

ଦିଲ୍ଲୀ: ଦିଲ୍ଲୀ ବିକାଶ ପ୍ରାଧିକରଣ ଉଚ୍ଛେଦ ଅଭିଯାନ ଭିତରେ ରାଟ ମାଇନରଙ୍କ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । ଯିଏ ଗତ ବର୍ଷ ଉତ୍ତରାଖଣ୍ଡ ଉତ୍ତରକାଶୀରେ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଡିଡିଏ ପକ୍ଷରୁ ଖଜୁରୀ ଖାସେର ଉଚ୍ଛେଦ ଅଭିଯାନ ଚାଲିଥିଲା । ଏହାରି…