ପୁଣିଥରେ ବାରଣାସୀରୁ ଲଢ଼ିବେ ମୋଦି !
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ୨୦୨୪ ନିର୍ବାଚନରେ ବିଜୟ ପତାକା ଉଡ଼ାଇବା ପାଇଁ କସରତ ଆରମ୍ଭ କରିଛି । ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି । ପ୍ରାର୍ଥୀ ଚୟନକୁ ନେଇ ଗତକାଲି ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ…