Latest Odisha News

BREAKING NEWS

Yearly Archives

2024

ହିମାଚଳ ପ୍ରଦେଶ ରାଜନୀତି: ଇସ୍ତଫା ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ

ହିମାଚଳ: ଘଡ଼ିକେ ଘଡ଼ି ବଦଳୁଛି ହିମାଚଳ ପ୍ରଦେଶ ରାଜନୀତି । ସୁଖୁ ସରକାର ରାଜ୍ୟସଭା ନିର୍ବାଚନ ପରେ ନମ୍ବର ଗେମରେ ଫସିଯାଇଛନ୍ତି । କ୍ରସ ଭୋଟିଂ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି ସେ ପଦରୁ ଇସ୍ତଫା ଦେଇନାହାଁନ୍ତି…

ମୟୂରଭଞ୍ଜରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଖିଚିଂ ଯାଇ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବେ

ଭୁବନେଶ୍ବର: ଓଡିଶା ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ନୂଆଦିଲ୍ଲୀ ରୁ ରାଞ୍ଚି ବିମାନ ବନ୍ଦରରେ ପହଁଚିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ମୟୂରଭଞ୍ଜରେ ପହଁଚିଛନ୍ତି ରାଷ୍ଟପ୍ରତି । ସେଠାରୁ ସିଧାସଳଖ ଖିଚିଂ ଯିବେ ରାଷ୍ଟ୍ରପତି । ଖିଚିଂରେ ମହାମହିମ ଙ୍କୁ…

ଆଇଏଏସ୍ ସ୍ତରରେ ଅଦଳବଦଳ: ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ତିନି ଜିଲ୍ଲାର ଜିଲ୍ଲାପାଳ । ଆଜି ଜିଲ୍ଲାପାଳ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ବାଲେଶ୍ୱର, ମୟୁରଭଞ୍ଜ ଏବଂ ପୁରୀ ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଏଥିସହ କଟକ ମହାନଗର ନିଗମକୁ ମିଳିଛି ନୂଆ କମିସନର ।…

ଗୁଜରାଟରେ ଲାଗିଲା ଇରାନ ଜାହାଜ, ୩ ହଜାରରୁ ଉର୍ଦ୍ଧ୍ବ କେଜିର ଚରସ ସହ ବହୁ ନିଶା ଦ୍ରବ୍ୟ ଜବତ

ଅହମ୍ମଦାବାଦ: ଗୁଜରାଟ କଚ୍ଛ ବନ୍ଦରରୁ ସବୁଠୁ ବଡ଼ ଡ୍ରଗ୍ସ କାରବାରର ପର୍ଦ୍ଦାଫାଶ ହୋଇଛି । ନୌସେନା, ଏନସିବି ଓ ଗୁଜରାଟ ଏଟିଏସର ମିଳିତ ଅପରେସନରେ ଗୁଜୁରାଟ ଉପକୂଳରୁ ଏକ ଇରାନ ଜାହାଜରୁ ୩ ହଜାର ୧୦୦ କିଲୋଗ୍ରାମର ଡ୍ରଗ୍ସ ଜବତ କରିବା ସହ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଜବତ ଡ୍ରଗ୍ସର…

ବିଲ ଗେଟସ୍ ଙ୍କ ପରାମର୍ଶ: କୃଷି କ୍ଷେତ୍ରରେ ବ୍ୟବହାର ହେଉ ରିମୋଟ ସେନସିଂ ଓ ସ୍ପେସ ଆପ୍ଲିକେସନ

ଭୁବନେଶ୍ଵର: ରାଜ୍ୟର କୃଷି କ୍ଷେତ୍ର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର । ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଅରବପତି ବିଲ ଗେଟସ୍ । କୃଷି ସମୀକ୍ଷା କେନ୍ଦ୍ରକୁ ବିଲ ଗେଟସଙ୍କ…

ଖୁବ ଶୀଘ୍ର ବିବାହ କରିବେ ତାପସୀ-ମାଥିଏସ ବୋଏ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାପସୀ ତାଙ୍କର ଦୀର୍ଘଦିନର ବନ୍ଧୁ ତଥା ବ୍ୟାଡମିଂଟନ ଖେଳାଳି ମାଥିଏସ ବୋଏଙ୍କୁ ମାର୍ଚ୍ଚ ମାସରେ ବିବାହ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବୋଏ ଓ ତାପସୀ ୧୦ ବର୍ଷ ହେବ ପରସ୍ପରକୁ…

କାହାର ସତ୍ୟବାଦୀ: ତେଜିଲା ଦୁଇ ବିଜେଡି ନେତାଙ୍କ କଳି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟ ରାଜନୀତି ଏନେଇ ବେଶ ସରଗରମ । ଏହାରି ଭିତରେ ପୁରୀ ସତ୍ୟବାଦୀର ରାଜନୀତି ଉଷ୍ମ ହେବାର ଲାଗିଛି  । କାହାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଉମା ସାମନ୍ତରାୟ ନା ସଞ୍ଜୟ ଦାସବର୍ମା ତାକୁ ନେଇ ତେଜିଛି କଳି । ସଂଞ୍ଜୟ ଦାସବର୍ମାଙ୍କ ଭିଡିଓ…

୫ମ ଟେଷ୍ଟ ଖେଳି ନ ପାରନ୍ତି ରାହୁଲ

ନୂଆଦିଲ୍ଲୀ: ଭାରତର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଖେଳି ନ ପାରନ୍ତି । କ୍ରିକବିଜ ରିପୋର୍ଟ ଅନୁସାରେ ହାଇଦ୍ରାବାଦ ଟେଷ୍ଟ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲା । ଏହା ପରେ ସେ ବାକି ୩ଟି ଟେଷ୍ଟ ଖେଳି ପାରି ନ ଥିଲେ । ରାହୁଲ ଏବେ ତାଙ୍କ ଅପରେଶନ ପାଇଁ…

ଏହି ଅଭିନେତ୍ରୀ ଗଗନଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଛନ୍ତି, ୪୦ ଦିନ ପରେ କଲେ ଖୁଲାସା

ମୁମ୍ବାଇ: ନିକଟରେ ଦକ୍ଷିଣ ଅଭିନେତ୍ରୀ ତଥା ଲେଖିକା ଲୀନା କୁମାର ତାଙ୍କ ଫ୍ୟାନ୍ସଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେଇଛନ୍ତି । ଅଭିନେତ୍ରୀ ଜଣେ ଗଗାନ ଯାନ ମହାକାଶଚାରୀ ପ୍ରଶାନ୍ତ ନାୟାରଙ୍କୁ ବିବାହ କରିଥିବା ଖୁଲାସ କରିଛନ୍ତି । ଅଭିନେତ୍ରୀ ଲୀନା କୁମାର ଗତକାଲି ଅର୍ଥାତ୍ ୨୭ ଫେବୃଆରୀରେ ନିଜ…

ଡ୍ୟାନ୍ସ କଲେ ଜୋମାଟୋ ବଏ; ୟୁଜର୍ସ କହିଲେ-ତେଣୁ ବିଳମ୍ୱରେ ଆସୁଛି ପିଜ୍ଜା

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ ଗୀତରେ ଝୁମିଲେ ଜୋମାଟୋ ବଏ । ଏବେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭିଡିଓ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଯୁବକ ଜଣକ ରାତିରେ ରାସ୍ତା ଉପରେ ‘ ତେରି ବାତୋଁ ମେ ଏସା ଉଲ୍ ଝା ଜିଆ’…