ବିଶ୍ଵ ରେଡିଓ ଦିବସ, ନୂଆରୂପରେ ଭଭା ହେଲାଣି ବେତାର ଯନ୍ତ୍ର
ଭୁବନେଶ୍ଵର: ଆଜି ବିଶ୍ଵ ରେଡିଓ ଦିବସ । ଆଜିର ଏହି ଡିଜିଟାଲ ଜମାନାରେ ବି କମିନି ରେଡିଓର କ୍ରେଜ। ଆଜି ବି ବିଭିନ୍ନ ଦୋକାନ ବଜାର, ଚା ଖଟି, ଗାଡିରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଆସୁଛି ଏହି ରେଡିଓ । ରାଜନୀତି ଖବରଠାରୁ ନେଇ ପାଣିପାଗ, କ୍ରିକେଟ, ଏବଂ ମନୋରଞ୍ଜନ ସମ୍ବନ୍ଧୀୟ ସୂଚନା…