ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଆସ୍ଥା ଟ୍ରେନ୍, ଅଯୋଧ୍ୟା ଗଲେ ୧୨୫୧ ଜଣ ରାମ ଭକ୍ତ
ଭଦ୍ରକ: ଆଜି ଭଦ୍ରକରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ରାମଲଲାଙ୍କ ଦର୍ଶନ ପାଇଁ ଗଡ଼ିଲା ଏହି ସ୍ପେଶାଲ ଟ୍ରେନ୍ । ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ୧୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଯୋଧ୍ୟାକୁ ଯାତ୍ରା କରିଛନ୍ତି ୧୨୫୧ ଜଣ ରାମ ଭକ୍ତ । ଭଦ୍ରକ ଷ୍ଟେସନରୁ ସିଧାସଳଖ ଏହି ଟ୍ରେନ…