Latest Odisha News

BREAKING NEWS

Yearly Archives

2024

ସତୀଶ କୌଶିକଙ୍କ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ୍

ନୂଆଦିଲ୍ଲୀ: ଦିବଗଂତ ଅଭିନେତା ସତୀଶ କୌଶିକଙ୍କ ଅଭିନୀତ ଶେଷ ଫିଲ୍ମ ‘କାଗଜ 2‘ର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ଅନୁପମ ଖେର, ଦର୍ଶନ କୁମାର, ଦିବଗଂତ ସତୀଶ କୌଶିକ, ସ୍ମୃତି କାଲରା ଓ ନୀନା ଗୁପ୍ତାଙ୍କୁ ଦେଖିବାକୁ ମିଳିବ । ମାର୍ଚ୍ଚ ୧ରେ ଏହି ଫିଲ୍ମ ରିଲିଜ ହେବ । ବିକି ପ୍ରକାଶ…

ଆପଣଙ୍କ ପିଲା ମଧ୍ୟ ମୋବାଇଲ୍ ପାଇଁ ଜିଦ୍ କରୁଛି କି, ତେବେ ଆପଣାନ୍ତୁ ଏହି ଉପାୟ…

ଭୁବନେଶ୍ଵର: ଆଜିର ସମୟରେ ମୋବାଇଲ୍ ଏପରି ଏକ ଜିନିଷ ହୋଇଯାଇଛି ଯାହା ବିନା ତୁମେ କିଛି କରିବାକୁ ଚିନ୍ତା ମଧ୍ୟ କରିପାରିବ ନାହିଁ | ବର୍ତ୍ତମାନର ଯୁବପିଢୀଙ୍କ ପାଇଁ ନିଶ୍ଵାସ ନେବା ଯେତିକି ଜରୁରୀ ମୋବାଇଲ ମଧ୍ୟ ସେତିକି ଜରୁରୀ ହୋଇପଡିଛି । ସକାଳୁ ନିଜ ଭାଙ୍ଗିବା ପରଠାରୁ ରାତିରେ ନିଦ…

ଓଡ଼ିଶାର ୨୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ‘କେମିତି ଏ ସମ୍ପର୍କ’

ଭୁବନେଶ୍ୱର : ବରିଷ୍ଠ ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ତଥା ଏକ ମୌଳିକ ପାରିବାରିକ କାହାଣୀରେ ଜେଜେଏନଜେ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର 'କେମିତି ଏ ସମ୍ପର୍କ' ସାରା ଓଡ଼ିଶାର ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏକ ସମ୍ପୂର୍ଣ୍ଣ ପାରିବାରିକ ତଥା…

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

କୋଲକତା: ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ସକାଳେ ତାଙ୍କୁ କୋଲକତା ସ୍ଥିତ ଆପୋଲ ହସ୍ପିଟାଲକୁ ଅଣାଯାଇଥିଲା । ଏନେଇ ତାଙ୍କ ନିକଟ ସଂପର୍କୀୟ ସୂଚନା ଦେଇଛନ୍ତି । ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ…

ନିର୍ବାଚନ ପୂର୍ବରୁ ଲଗୁହେବ ସିଏଏ: ଅମିତ ଶାହ

ନୂଆଦିଲ୍ଲୀ:ସାରା ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ। ତାହା ବି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦…

କଂଗ୍ରେସରୁ ହାତ ଟିକେଟ ପାଇଁ ବଢ଼ୁଛି କି ଆଶାୟୀଙ୍କ ସଂଖ୍ୟା?

ଭୁବନେଶ୍ୱର:ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯାହା ପାଇଁ ସବୁ ରାଜନୈତିକ ଶିବିରରେ ଏବେ ଟିକେଟ କାହାକୁ ଦିଆଯିବ ସେ ନେଇ ଏବେ ଦଳର ସୁପ୍ରିମୋଙ୍କ ପାଖରେ ଲାଗୁଛି ଲମ୍ବା ଲାଇନ। ରାଜ୍ୟରେ ବିଜେପି ଓ ବିଜେଡିକୁ ବାଦ୍ ଦେଲେ କଂଗ୍ରେସରୁ ଟିକେଟ ପାଇବା ପାଇଁ…

ଉଦଘାଟନର ଚାରି ମାସ ବି ପୁରିନି, ଦବିଗଲା ବିଜୁ ଏକ୍ସପ୍ରେସ ସେତୁ

ନୂଆପଡା: ପୂର୍ତ୍ତ ବିଭାଗର ପିସି କାରବାରର ନଗ୍ନ ଚିତ୍ର । ଠିକାଦାର ର ମନମୁଖୀ କାର୍ଯ୍ୟ ସହ ତତ୍କାଳୀନ ଯନ୍ତ୍ରୀ ଙ୍କ ପିସି ଖିଆ ମନୋଭାବ ଯୋଗୁଁ ମାତ୍ର ଛଅ ମାସ ମଧ୍ୟରେ ଦବିଗଲା କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ବିଜୁ ଏକ୍ସପ୍ରେସ ସେତୁ । ମୁଖ୍ୟମନ୍ତ୍ରୀ ଆସି ଉଦଘାଟନ କରିବେ ବୋଲି ତରବରିଆ…

ଲାଞ୍ଚ ନେଉଥିଲେ ପ୍ରଧାନଶିକ୍ଷକ; ମାଡ଼ିବସିଲା ଭିଜିଲାନ୍ସ

କେନ୍ଦ୍ରାପଡା: ପିଲାମାନଙ୍କୁ ନୈତିକତା, ବୌଦ୍ଧିକ ଶିକ୍ଷା ଦେଉଥିବା ଶିକ୍ଷକ ଯଦି ଭୁଲ କରେ ତେବେ କହିବ ବା କାହାକୁ । ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ଭିଜିଲାନ୍ସ । ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୫ହଜାର ଟଙ୍କା…

ଇପିଏଫ୍ ସୁଧହାର ବୃଦ୍ଧି: ଉପକୃତ ହେବେ ୭ କୋଟି କର୍ମଚାରୀ

ନୂଆଦିଲ୍ଲୀ: ବଢ଼ିଲା ଇପିଏଫ୍ ସୁଧହାର  । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଇପିଏଫ୍ ସୁଧହାର ବୃଦ୍ଧି କରାଯାଇଛି । ସୁଧହାର ୮.୨୫କୁ ବୃଦ୍ଧି ହୋଇଛି । ଯଦ୍ୱାରା ପ୍ରାୟ ୭ କୋଟିରୁ ଅଧିକ ଇପିଏଫଓ କର୍ମଚାରୀ ଉପକୃତ ହୋଇପାରିବେ । ପୂର୍ବରୁ ଇପିଏଫ୍ ସୁଧହାରରେ ୦.୧୦ ପ୍ରତିଶତ ବଢ଼ାଯାଇଥିଲା ।…

ଜଣେ ନାବାଳକ ସହ ୪ ଜୀବନ ନେଲା ଇଟା ଭାଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ କମଲାଙ୍ଗ ଗାଁ ଇଟାଭାଟିରେ ଅଭାବନୀୟ ଘଟଣା । ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୪ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ବେଳେ ତାଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାଯାଇଛି।…