ଅଷ୍ଟ୍ରେଲିଆନ ଓପନ ଫାଇନାଲରେ ବୋପାନ୍ନା-ଏବେଡନ
ମେଲବୋର୍ଣ୍ଣ: ଭାରତର ଟେନିସ ଷ୍ଟାର ରୋହନ ବୋପାନ୍ନା ଅଷ୍ଟ୍ରେଲିଆ ଓପନ ଟୁର୍ଣ୍ଣାମେଂଟର ପୁରୁଷ ଡବଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି । ବୋପାନ୍ନା ଓ ତାଙ୍କ ଅଷ୍ଟ୍ରେଲୀୟ ପାର୍ଟନର ମାଥ୍ୟୁ ଏବେଡେନ ସେମିଫାଇନାଲରେ ଚେକ ରିପବ୍ଲିକର ଟମାସ ମଚକ ଓ ଚୀନର ଝିଝେନ ଝାଙ୍ଗଙ୍କୁ ପରାସ୍ତ କରିଥିଲେ ।…