ଜିଲ୍ଲା ଓ ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ସାଉଁଟିଲେ ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି
ବାରିପଦା: ଆନ୍ତର୍ଜାତିକ ମିଲେଟ୍ ବର୍ଷରେ ମିଲେଟ୍ ଗବେଷଣାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ବଡ଼ ଧରଣର ସଫଳତା ମିଳିଛି । ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଗାର୍ଗୀ ମହାନ୍ତି ଓ ତାଙ୍କର ଚାରିଜଣ ଗବେଷକ ଛାତ୍ରଛାତ୍ରୀମାନଙ୍କ ଗବେଷଣା…