Latest Odisha News

BREAKING NEWS

Yearly Archives

2024

ରଣଜୀ ଟ୍ରଫି: ପରାଗଙ୍କ ବିସ୍ଫୋରକ ଶତକ, ପନ୍ତଙ୍କ ରେକର୍ଡ ଭାଙ୍ଗି ପାରିଲେନି

ନୂଆଦିଲ୍ଲୀ : ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଆସାମ ବ୍ୟାଟ୍ସମ୍ୟାନ ରିୟାନ ପରାଗ ବିସ୍ଫୋରକ ଶତକ ହାସଲ କରିଛନ୍ତି । ସେ ଅଳ୍ପକେ ରିଷଭ ପନ୍ତଙ୍କ ରେକର୍ଡ ଭାଙ୍ଗି ପାରି ନାହାନ୍ତି । ଛତିଶଗଡ ବିପକ୍ଷ ମ୍ୟାଚରେ ପରାଗ ସେ ୫୬ ବଲରେ ଶତକ ହାସଲ କରିଛନ୍ତି । ପରାଗ ୮୭ ବଲରେ ୧୫୫ ରନ ସଂଗ୍ରହ…

ହିଟ୍ ଆଣ୍ଡ ରନ୍ ଯୋଗୁଁ ପ୍ରତି ଘଣ୍ଟାରେ ଯାଉଛି ୬ ଜୀବନ: NCRB ରିପୋର୍ଟ

ନୂଆଦିଲ୍ଲୀ: ହିଟ ଆଣ୍ଡ ରନକୁ ନେଇ ବର୍ତ୍ତମାନ ଦେଶସାରା ଚର୍ଚ୍ଚା ଚାଲିଛି । ବସ, ଟ୍ରକ ଡ୍ରାଇଭର ଏହାକୁ ବିରୋଧ କରି ହରତାଳ କରୁଛନ୍ତି । କିନ୍ତୁ ଏହାରି ଭିତରେ ଏନସିଆରବି ଏକ ରିପୋର୍ଟ ପ୍ରକାଶ କରିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନସିଆରବି ରିପୋର୍ଟ ମୁତାବକ ପ୍ରତି ଘଣ୍ଟାରେ ହିଟ…

ସାଂସଦ ହେଲେ ବାଂଲାଦେଶ କ୍ରିକେଟର ଶକିବ

ଢ଼ାକା: ବାଂଲାଦେଶ କ୍ରିକେଟ ଟିମ ଅଧିନାୟକ ଶକିବ ଉଲ ହାସନ ରାଜନୀତିରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେ ମଗୁରାର ପଶ୍ଚିମ ସହରରେ ଶେଖ ହସିନାଙ୍କ ଅବାମୀ ଲିଗ ପାର୍ଟି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାସ୍ତ କରିଛନ୍ତି ।…

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି ସାମୀ

ନୂଆଦିଲ୍ଲୀ: ଭାରତ ଟିମର ପେସ ବୋଲର ମହମ୍ମଦ ସାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ୨ଟି ମ୍ୟାଚ ଖେଳିବେ ନାହିଁ । ଆଘାତ ସମସ୍ୟା ଯୋଗୁ ସାମୀ ଓହରି ଯାଇଛନ୍ତି । ୨୫ ଜାନୁୟାରୀରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ସାମୀ ଏ ପର୍ଯ୍ୟନ୍ତ ବୋଲିଂ ଅଭ୍ୟାସ କରି ନାହାନ୍ତି ।…

ବାହାଘର ପାଇଁ ମନା କରିବାରୁ ଝିଅକୁ ଗୁଳି କରି ହତ୍ୟା କଲା ମାଆ

ରାଞ୍ଚି: ବାହାଘର ପାଇଁ ଅରାଜି ହେବାରୁ ଝିଅକୁ ଗୁଳିକରି ହତ୍ୟା କଲା ମା'। ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲା ବଗୋଦର ଅଞ୍ଚଳରେ ଜଣେ ମହିଳା ତାଙ୍କ ୧୫ ବର୍ଷୀୟ ନାବାଳିକା ଝିଅକୁ ଗୁଳି କରି ହତ୍ୟା କରିଥିବା କରିଛନ୍ତି । ବାହାଘର ପ୍ରସ୍ତାବ ନେଇ ପ୍ରବଳ ଝଗଡ଼ା ହେବାରୁ ମା' ଏଭଳି କାଣ୍ଡ ଘଟାଇଥିବା…

ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ୬ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ 

ପାରାଦୀପ: ଡ. ସତ୍ୟାନନ୍ଦ ପଣ୍ଡା ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ଅନଗ୍ରସର ତଥା ପ୍ରତିଭାବାନ ୬ ଜଣ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ପ୍ରଦାନ କରାଯାଇଛି।ଡକ୍ଟର ସତ୍ୟାନନ୍ଦ ପଣ୍ଡାଙ୍କ ତିରୋଧାନର ଷଷ୍ଠ ବାର୍ଷିକୀ ଅବସରରେ ଏହି ବୃତ୍ତି ପ୍ରଦାନ କରାଯାଇଛି।ପାରାଦୀପ ଅଂଚଳର ବିଶିଷ୍ଟ…

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଓ ଆପ୍ ମଧ୍ୟରେ ଆଲୋଚନା, ବିଜେପିକୁ ମାତ୍ ଦେବା ଲକ୍ଷ୍ୟ

ନୂଆଦିଲ୍ଲୀ: ସୋମବାର ଦୁଇ ଦଳ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆସନ ବୁଝାମଣା ଆଲୋଚନା ଶେଷ ହୋଇନଥିଲେ ମଧ୍ୟ କଂଗ୍ରେସ ଆମ୍ ଆଦମୀ ପାର୍ଟି (ଆପ୍) ସହ ମିଶି ଲୋକସଭା ନିର୍ବାଚନ ଲଢ଼ିବ ବୋଲି ସୋମବାର ଘୋଷଣା କରିଛି। ଆଗାମୀ ନିର୍ବାଚନ ପାଇଁ ଆମେ ଅନେକ ପ୍ରସଙ୍ଗରେ ଏକ ବୈଠକ କରିଥିଲୁ। ଆଲୋଚନା ଜାରି…

ଇଏ ବି ଜଣେ ଭକ୍ତ, ପ୍ରଭୁ ରାମଙ୍କ ପାଇଁ ୩୦ବର୍ଷ ମୌନବ୍ରତରେ ୮୫ ବର୍ଷୀୟା ବୃଦ୍ଧା

ଅଯୋଧ୍ୟା: ଭଗବାନଙ୍କ ଭାବରେ ବନ୍ଧା ଭକତ । ଶ୍ରୀରାମଙ୍କ ନାମକୁ ମନରେ ସୁମରଣା ନକଲେ ଆରମ୍ଭ ହୁଏନି ତାଙ୍କ ଦିନ । ସେ କଥା କହିପାରନ୍ତି ନି କିନ୍ତୁ ନିଷ୍ଠାର ସହ ମନେ ମନେ ପ୍ରଭୂ ଗୁଣଗାନ କରନ୍ତି । ସେଥିପାଇଁ ଲୋକେ କୁହନ୍ତି ଇଏ ବି ଜଣେ ମାତା ଶବରୀ । ମାତା ଶବରୀ ସିନା ଅଇଁଠା କୋଳି ଦେଇ…

ସଲମାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଗତ ବର୍ଷ ଅନେକ ଥର ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଥିଲା। ଏପରିକି ତାଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥିଲା । ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ…