Latest Odisha News

BREAKING NEWS

Yearly Archives

2025

ପାକିସ୍ତାନ ନିଶାନାରେ ଥିଲା ସ୍ୱର୍ଣ୍ଣ ମନ୍ଦିର, ଏମିତି ପଣ୍ଡ କରିଥିଲା ଭାରତୀୟ ସେନା….

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ନଅଟି ସ୍ଥାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପରେ ପ୍ରତିଆକ୍ରମଣ କରିଥିଲା ପାକିସ୍ତାନ। ଭାରତର ୨୬ଟି ସହର ଉପରକୁ କ୍ଷେପଣାସ୍ତ୍ର ଛାଡିଥିଲା। ଏହା ମଧ୍ୟରେ ପଞ୍ଜାବର ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିରକୁ ମଧ୍ୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହିତ…

ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏ କ’ଣ କହିଦେଲେ, ‘୫୦୦-୧୦୦୦ ମାରିଲେ କିଛି ହେବନି, ପାକରେ ୨୪…

ନୂଆଦିଲ୍ଲୀ: ପାହାଲଗାମ ଆତଙ୍କବାଦୀ ହମଲା ପରେ ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ୍ ସିନ୍ଦୂର ଉପରେ ଖାନ୍ ସାର୍ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେ ପାକିସ୍ତାନରୁ ସୁଧାର ଆଶା କରୁଛୁ, କିନ୍ତୁ ଏହା ସମ୍ଭବ ନୁହେଁ। ଖାନ୍ ସାର୍ କହିଛନ୍ତି ଯେ ୫୦୦-୧୦୦୦…

କାଠଯୋଡ଼ିରେ ୨ ଇଞ୍ଜିନିୟର ବୁଡିଯିବା ଘଟଣା; ମିଳିଲା ଆଉ ଜଣଙ୍କ ମୃତଦେହ

କଟକ: ଗାଧୋଇବାବେଳେ କଟକ କାଠଯୋଡିରେ ବୁଡି ୨ ଇଞ୍ଜିନିୟର ନିଖୋଜ ଘଟଣା । ତେବେ ରବିବାର ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ସୋମବାର ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଇଞ୍ଜିନିୟର୍ ହେଲେ ରୁତିକେସ ମାତାଲ (୨୫) ଏବଂ ଋତିକ୍‌ ବ୍ରିଜନେ (୨୫) । ଉଭୟ ମହାରାଷ୍ଟ୍ରର ବାସିନ୍ଦା ବୋଲି…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର, ଦୁଃଖ ପ୍ରକାଶ କଲେ ଟ୍ରମ୍ପ

ଓ୍ବାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହୋଇଥିବା ଜଣାପଡିଛି । ନିକଟରେ, ବାଇଡେନ୍ ମଧ୍ୟ ତାଙ୍କର ପ୍ରୋଷ୍ଟେଟ୍ କ୍ୟାନସର ବିଷୟରେ ପ୍ରକାଶ କରିଥିଲେ । ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କର…

ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର

ମୁରାଦାବାଦ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ ମୁରାଦାବାଦରୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କସମେଟିକ୍ ସାମଗ୍ରୀ, ପୋଷାକ, ମସଲାର ବେଆଇନ ବ୍ୟବସାୟ କରୁଥିଲା । କୁହାଯାଉଛି ଯେ…

ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟ୍-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣ…

ଶୋପିଆନରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାଷ୍ଟରମାଇଣ୍ଡ ଏବଂ ସେମାନଙ୍କ ସହାୟକମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଉଛି । ଏହି ସମୟ ଭିତରେ ଜମ୍ମୁ କଶ୍ମୀରର ଶୋପିଆନରୁ ଏକ ବଡ଼ ଖବର ଆସିଛି । ଏଠାରେ ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କ…

ବିଏମସି କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଭିଏସଏସ ନଗର ଫାଣ୍ଡି ସମ୍ମୁଖରେ ଷ୍ଟ୍ରିଟ ଲାଇଟ ମରାମତିବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମୁଣ୍ଡରେ ମଦ ବୋତଲ ଫଟାଇବା ସହିତ ଗୋଡ଼ାଇ ଗୋଡ଼ାଇ…

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ପ୍ରବଳ ଉତ୍ସାହ; କେଦାରନାଥଙ୍କ ଦର୍ଶନ କଲେଣି ୪ଲକ୍ଷ ଭକ୍ତ

ଉତ୍ତରାଖଣ୍ଡ: ଚଳିତବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ୯,୧୭,୧୧୭ ଜଣ ଭକ୍ତ ଚାରଧାମ ଦର୍ଶନ କରି ପୁଣ୍ୟ ଅର୍ଜନ କରିସାରିଲେଣି। ସବୁଠାରୁ ଅଧିକ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । କେଦାରନାଥ…

ବର୍ଷକ ପରେ ଶୁକ୍ର ନିଜ ରାଶିରେ କରିବେ ପ୍ରବେଶ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ-ସମ୍ପତ୍ତି, ସୁଖସମୃଦ୍ଧି, ପ୍ରେମ, ଆଭୂଷଣ,ଆନନ୍ଦ, ବୈଭବ, ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ଆକର୍ଷଣର କାରକ ଶୁକ୍ର ଅଟନ୍ତି । ଶୁକ୍ର…