ଶ୍ରୀ ଭାଗବତ ସାର ୪୧: ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟେ ତାହାହିଁ ରାସଲୀଳା
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥରେ ଅନେକ ତତ୍ୱ ଆଲୋଚିତ ହୋଇଥିବାର ଜାଣିଲେ। ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପୂର୍ଣ୍ଣ ଏହି ଗ୍ରନ୍ଥ ମଧ୍ୟ ମାଧୁର୍ଯ୍ୟମୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷ ପ୍ରେମରସ ଯାହାକି ସଂସାରରେ ରାସ ନାମରେ ଅଭିହିତ ହୋଇଛି ତାର…